Skip to playerSkip to main content
  • 1 year ago
ନିମାପଡ଼ା: ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ନାଟ୍ୟ ମଣ୍ଡପରେ ଝୁଲଣ ଉତ୍ସବ । ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ସ୍ୱର୍ଗତଃ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦ୍ଵାରା ପ୍ରତିଷ୍ଠିତ କୋଣାର୍କ ନାଟ୍ୟ ମଣ୍ଡପ ଠାରେ ଏକ ଆଧ୍ୟାତ୍ମିକ ,ସାମାଜିକ ଓ ସାଂସ୍କୃତିକ ମିଳନ ଝୁଲଣ ଉତ୍ସବ ୨୦୨୫ ଉଦଘାଟିତ ହୋଇଯାଇଛି । ଗୁରୁ ଗଙ୍ଗାଧର ପ୍ରଧାନ ଫାଉଣ୍ଡେସନ ,କୋଣାର୍କ ନାଟ୍ୟମଣ୍ଡପ ଓ ହାଇଦ୍ରାବାଦର କଳିଙ୍ଗ କଲ୍ଚରାଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ପାଞ୍ଚ ଦିନିଆ ଝୁଲଣ ଉତ୍ସବରେ ପଖଜ ବାଦନ, ଓଡ଼ିଶୀ, ଭାରତନାଟ୍ୟମ, ମଣିପୁରୀ, ମାହାରୀ ଓ କୁଚୂପୁଡ଼ି ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରୁ ନୃତ୍ୟଶିଳ୍ପୀମାନେ ଅଂଶଗ୍ରହଣ କରି ବେଶ୍ ମନମୁଗ୍ଧକର ନୃତ୍ୟ ପରିବେଶ କରିଛନ୍ତି । 
 ଏଥିରେ ମୁଖ୍ୟ ଅତିଥି ଭାବରେ ନିମାପଡା ପ୍ରେସ କ୍ଲବର ସଭାପତି ଅକ୍ଷୟ କୁମାର ବେହେରା ଯୋଗଦେଇ କହିଛନ୍ତି,"ଓଡ଼ିଶାରେ ବାର ମାସରେ ତେର ପର୍ବ ତାହା ମଧ୍ୟରୁ ଝୁଲଣ ଉତ୍ସବ ଅନ୍ୟତମ ।ଆଜି କାଲି ଝୁଲଣ ଉତ୍ସବ ପ୍ରାୟ ସ୍ଥାନରେ ବନ୍ଦ ହୋଇଗଲାଣି ।କିନ୍ତୁ ଧନ୍ୟବାଦ ଦେବୀ ପଦ୍ମଶ୍ରୀ ଗୁରୁ ଗଙ୍ଗାଧର ପ୍ରଧାନଙ୍କ ଦାୟଦ ମାନେ ଯେଉଁ ଝୁଲଣ ଉତ୍ସବକୁ ଆଜି ପର୍ଯ୍ୟନ୍ତ ବଞ୍ଚାଇ ରଖିଛନ୍ତି ।ଆଜିକାର ଆର୍ଥିକ ସମସ୍ୟା ଏବଂ ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟରେ ଗୁରୁ ଗଙ୍ଗାଧର ପ୍ରଧାନ ଯେଉଁ କାର୍ଯ୍ୟକ୍ରମ କରିଥିଲେ ଝୁଲଣ ଉତ୍ସବ ।ତାହା ଆଜି ପ୍ରତି ବର୍ଷ ପାଞ୍ଚ ଦିନ ବ୍ୟାପି କାର୍ଯ୍ୟକ୍ରମ କରି ବଜାୟ ରଖିଛନ୍ତି ।ମୋ ତରଫରୁ ସାଧୁବାଦ ଜଣାଉଛି ।"
ସେହିପରି ନୃତ୍ୟଶିଳ୍ପୀ ଡ଼ା.ତାନୀୟା ଚକ୍ରବର୍ତ୍ତି କୁହନ୍ତି," ଏହି ଝୁଲଣ ଉତ୍ସବରେ ଆମେ ଡୁଏଟ ମଣିପୁର ନୃତ୍ୟ ପରିବେଷଣ କରିଥିଲୁ ।ଏହା ବହୁତ ସୁନ୍ଦର ସ୍ଥାନ, ଏହି ସ୍ଥାନରେ ରାଧା କୃଷ୍ଣଙ୍କ ସମ୍ମୁଖରେ କୋଣାର୍କରେ ଆମେ ନୃତ୍ୟ ପରିବେଷଣ ଥିଲୁ । ନୃତ୍ୟର ଥିମ୍ ଥିଲା ଗୀତ ଗୋବିନ୍ଦର ବିଷୟ ବସ୍ତୁ ଏବଂ ମଣିପୁରରେ ଝୁଲଣ ହିଁ ହୋଇଥାଏ ,ଆମକୁ ବହୁତ ଭଲ ଲାଗିଥିଲା ।"
 ନୃତ୍ୟ ଶିଳ୍ପୀ ରୋଜି ସ୍ୱାଇଁ କହିଛନ୍ତି," ମୁଁ ଜଣେ କଳାକାର ହୋଇ ନିଜକୁ ଗର୍ବ କରୁଛି । ମୁଁ ପୁରୀ ଜିଲ୍ଲାର ଝିଅ । ମୁଁ ଆମେରିକାରୁ ଆସିଲା ପରେ ଏହା ମୋର ପ୍ରଥମ ନୃତ୍ୟ ପରିବେଷଣ । ମୁଁ କେବେ ଭାବି ନଥିଲି କି ? ମୁଁ ଏଠି ନୃତ୍ୟ ପରିବେଷଣ କରିବି । ଠାକୁରଙ୍କ ସାମ୍ନାରେ ଆମର ଯେଉଁ କଳା ସାହିତ୍ୟ ତାକୁ ନେଇ ମୁଁ ବହୁତ ଗର୍ବ ଅନୁଭବ କରୁଛି । କିନ୍ତୁ ଆମର ଝୁଲଣ ଉତ୍ସବ ଆଜିକାଲି କେଉଁଠି ଦେଖିବାକୁ ମିଳୁନି କିନ୍ତୁ ଏଠି ନାଟ୍ୟ ମଣ୍ଡପକୁ ବହୁତ ବହୁତ ଧନ୍ୟବାଦ ଦେବି । ଆମର ଯେଉଁ ଯୁବପିଢି ଅଛନ୍ତି, ସେମାନେ ଜାଣିବାର ଅଛି ଏହା ଏକ ପର୍ବ ।ଏହା ଆମର ସଂସ୍କୃତି ।"ଏହା ମଧ୍ୟ ପଢନ୍ତୁ... ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିବେ କଲେଜ ଛାତ୍ରୀ, 11 ବର୍ଷ ଧରି ଚାଲିଛି ଏହି ପରମ୍ପରା - GIRLS TIE RAKHI TO JAWANSଏହା ମଧ୍ୟ ପଢନ୍ତୁ... ମାଙ୍କଡ ପ୍ରେମରେ ପୁରା ଗାଁ; ଆରପାରିରେ ରାମୁ, ଅନ୍ତିମ ସତ୍କାର କଲେ ଗ୍ରାମବାସୀ - RAMU MONKEY DEATH BALASSOREଏହା ମଧ୍ୟ ପଢନ୍ତୁ... ଶୋଭନା ମହାନ୍ତି Exclusive; 'ପ୍ରତ୍ୟେକ ନାରୀଙ୍କୁ ନ୍ୟାୟ ପାଇଁ ତତ୍ପର ରହିବି' - SHOVANA MOHANTY INTERVIEWଇଟିଭି ଭାରତ,ନିମାପଡ଼ା

Category

🗞
News
Transcript
00:00I'm an artist, I feel very proud of myself, because I have been a whole year, I have been auditioning,
00:28I was very proud of my first performance. I was very proud of myself, but I was very proud of myself.
00:47I was very proud of myself, and I was very proud of myself.
00:56I was very proud of myself, and I was very proud of myself.
01:13I am performing on Lord Krishna, which is a very famous repertoire in Kuchipudi.
01:21We will be dancing on the brass plate, so that Tarangam I will be presenting today as a part of Julaan.
01:29What are your feelings about this stage and about this ambience?
01:33I am very happy to perform here. It is very well organized by Konak Natya Mandap, and really they are doing a very good job.
01:41They are keeping up their hereditary, and they are making it alive actually. The performances and everything they are making is alive. Thank you so much.
01:51Thank you so much.
01:53Thank you so much.
01:54Thank you so much.

Recommended