Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପଥ ସଂଚଳନ କାର୍ଯ୍ୟକ୍ରମ, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
8 months ago
Dharmendra Pradhan ସମ୍ବଲପୁର: ସମ୍ବଲପୁରରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ଶତାବ୍ଦୀ ବର୍ଷ ପୂର୍ତ୍ତି ଅବସରରେ ଶତାବ୍ଦୀ ପଥ ସଞ୍ଚଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତି ରାଜମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ ସଙ୍ଘର ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ । ପ୍ରଥମେ ସଙ୍ଘ ପକ୍ଷରୁ ଗୋଲବଜାର ସ୍ଥିତ ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିର ବିଦ୍ୟାଳୟ ପରିସରରୁ ଏକ ପଥ ସଞ୍ଚଳନ ବାହାରି ସହର ପରିକ୍ରମା କରି ପୁଣି ରାଷ୍ଟ୍ରୀୟ ଗୋପାଳ ବିଦ୍ୟା ମନ୍ଦିର ପରିସରରେ ପହଞ୍ଚିଥିଲା । ଏଥିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ୟୁନିଫର୍ମ ପିନ୍ଧି ମୁଣ୍ଡରେ ଟୋପି ସହ ହାତରେ ଲାଠି ଧରି ପଥ ସଞ୍ଚଳନରେ ସାମିଲ ହୋଇ ସହର ପରିକ୍ରମା କରିଥିବାର ଦେଖିବାକୁ ମିଳିଥିଲା ।ଏହା ମଧ୍ୟ ପଢନ୍ତୁ...ଅନୁଗୋଳ-ତାଳଚେର ବାୟୁ ପ୍ରଦୂଷଣ ନେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିନ୍ତା; କେନ୍ଦ୍ର ଓ ରାଜ୍ୟକୁ ଲେଖିଲେ ପତ୍ରଏନଆଇଟି ହେବ ଓଡ଼ିଶା ଏବଂ ଭାରତର ଅଭିବୃଦ୍ଧିର ଇଞ୍ଜିନ: ଧର୍ମେନ୍ଦ୍ର ପ୍ରଧାନସେହିପରି ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ୨୧୮ତମ ଜନ୍ମ ଜୟନ୍ତୀ ଅବସରରେ ତାଙ୍କ ଜନ୍ମମାଟି ଖିଣ୍ଡା ଗ୍ରାମରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଯୋଗ ଦୋଇଛନ୍ତି । ଏହାସହ ସମ୍ବଲପୁର ଠେଲକୋଲୋଇ ଗ୍ରାମପଞ୍ଚାୟତରେ ନବନିର୍ମିତ 'ଗୋଷ୍ଠୀ କେନ୍ଦ୍ର' ଉଦଘାଟନ କରିଛନ୍ତି ।
ଇଟିଭି ଭାରତ, ସମ୍ବଲପୁର
Category
🗞
News
Transcript
Display full video transcript
00:00
Thank you for listening.
Show less
Comments
Log in to post a comment
Recommended
2:28
|
Up next
ଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
ETVBHARAT
2 weeks ago
2:04
ଗୁପ୍ତେଶ୍ୱର ଅଞ୍ଚଳରେ ମଣିଷ ପଣିଆ ଦେଖାଇଲେ ପୋଲିସ ଅଧିକାରୀ ଓ ସାଧାରଣଜନତା
ETVBHARAT
5 weeks ago
3:37
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
6 weeks ago
2:39
ପବିତ୍ର ପଣା ସଂକ୍ରାନ୍ତି; ଘଟଗାଁ ମା' ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆମ ସରକାର ଫୋକସରେ ସମସ୍ତଙ୍କ ଉନ୍ନତି
ETVBHARAT
5 months ago
5:00
ସଂସଦରେ ନକ୍ସଲବାଦ ଚର୍ଚ୍ଚା: ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ସମସ୍ୟା କରାଯାଉ, ଦାବି ଉଠାଇଲେ କୋରାପୁଟ ସାଂସଦ
ETVBHARAT
6 months ago
2:24
ಬಳ್ಳಾರಿಗೆ ಬಂದ ರಾಯರ ಬೃಂದಾವನ: ಗಣೇಶೋತ್ಸವದಲ್ಲಿ ಗಮನ ಸೆಳೆಯುತ್ತಿರುವ 40 ಅಡಿ ಎತ್ತರದ ಬಿದಿರಿನ ಕಲಾಕೃತಿ
ETVBHARAT
10 minutes ago
2:37
हुनरमंद बन रहीं गांव की महिलाएं, प्रशिक्षण लेकर बन रहीं ब्यूटीशियन
ETVBHARAT
11 minutes ago
4:33
EXPLAINER: दिल्ली में बस हड़ताल से हाहाकार: पहिये थमे, सड़कों पर कोहराम; मेट्रो बनी ढाल
ETVBHARAT
18 minutes ago
0:53
উপনির্বাচনে জোড়াফুল-তৃণমূল 'বাতিল' ! বিকল্প নাম-প্রতীকের খোঁজে মমতা-ঋতব্রত শিবির
ETVBHARAT
23 minutes ago
1:58
HEC बाईपास में अतिक्रमण हटाओ अभियान पर झारखंड हाईकोर्ट की रोक, 31 दिसंबर तक खुद कब्जा हटाने का निर्देश
ETVBHARAT
31 minutes ago
7:04
Watch: ରାମ ନାମରେ ପ୍ରକମ୍ପିତ ରାମ ମନ୍ଦିର, ଭକ୍ତି ରସରେ ଭିଜୁଛନ୍ତି ଭକ୍ତ
ETVBHARAT
6 months ago
1:16
ଅଟଳ ଟନେଲରେ ଜାରି ରହିଛି ପ୍ରବଳ ତୁଷାରପାତ, ଯାତାୟାତ ବାଧାପ୍ରାପ୍ତ
ETVBHARAT
6 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
6 months ago
2:39
'ଦିଲ୍ଲୀପ ରାୟଙ୍କ ଫୋନ ଆସିଥିଲା, ହେଲେ...'
ETVBHARAT
6 months ago
2:41
Mahashivratri 2026: ୬୦ ଟନ ବାଲିରେ ମହାଦେବଙ୍କ ବିଶାଳ ପ୍ରତିମୂର୍ତ୍ତି
ETVBHARAT
7 months ago
2:39
ସୁନା କିଣି ସାରା ରାଜ୍ୟରେ ୫୧ ଜଣ ହେଲେ ଲକ୍ଷପତି
ETVBHARAT
7 months ago
6:34
ଓଡ଼ିଶା ଖାଦ୍ୟ ଏବଂ ହସ୍ତଶିଳ୍ପ ମେଳା; ଦ୍ୱିତୀୟ ସନ୍ଧ୍ୟାରେ ଖଚାଖଚ ଭିଡ଼, ଦୁଲୁକିଲା ଶିଳ୍ପାରମମ୍
ETVBHARAT
7 months ago
2:26
ଯାଜପୁରରେ କ୍ରୋମ ନଗର ମହୋତ୍ସବ ୨୦୨୬ ଉଦଘାଟିତ
ETVBHARAT
8 months ago
4:09
କୋଣାର୍କ ମହୋତ୍ସବ: ଓଡ଼ିଶୀ ନୃତ୍ୟ ଦେଖି ଅଭିଭୂତ ହେଲେ ରାଜ୍ୟପାଳ
ETVBHARAT
10 months ago
1:10
ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ
ETVBHARAT
11 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
11 months ago
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
2 years ago
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
2 years ago
Comments