Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
Watch: ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପିତ ଫତେଗଡ଼ ରାମ ମନ୍ଦିର, ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ
7 months ago
ନୟାଗଡ଼: ଆଜି ପବିତ୍ର ରାମ ନବମୀ । ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ନୟାଗଡ଼ର ଫତେଗଡ଼ ରାମ ମନ୍ଦିର । ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି । ଅଯୋଧ୍ୟା ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ହିଁ ଫତେଗଡ଼ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା । ତେଣୁ ଏହି ସ୍ଥାନକୁ ଦ୍ବିତୀୟ ଅଯୋଧ୍ୟା କୁହାଯାଉଛି । ଏପରିକି ଅଯୋଧ୍ୟା ରାମ ମନ୍ଦିର ନୀତିକାନ୍ତି ଅନୁଯାୟୀ ଏଠାରେ ମଧ୍ୟ ସମାନ ନୀତି ନିୟମରେ ପ୍ରଭୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏଠାରେ ପାହାଡ ଉପରେ ବଉଳ ମାଳା ପଥରରେ ନିର୍ମାଣ ହୋଇଛି ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ।ଶ୍ରୀରାମ ନବମୀ ଉତ୍ସବ ପାଳନ ପାଇଁ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସ୍ବତନ୍ତ୍ର ଆୟୋଜନ କରାଯାଇଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ଲାଗି ରହିଛି । ଏହି ଅବସରରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ପ୍ରଭୁଙ୍କ ନୀତିକାନ୍ତି ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି ବୋଲି କହିଛନ୍ତି ମନ୍ଦିର ମୁଖ୍ୟ ପରିଚାଳକ ବେଣୁଧର ପ୍ରଧାନ । ସେପଟେ ପାହାଡ଼ ଉପରେ ବଉଳ ମାଳା ପଥରରେ ନିର୍ମିତ ପ୍ରଭୁ ଶ୍ରୀରାମଙ୍କ ଏହି ଭବ୍ୟ ମନ୍ଦିର ଏବଂ ଏହାର ପ୍ରାକୃତିକ ପରିବେଶ ଦର୍ଶକଙ୍କୁ ବେଶ୍ ଆକର୍ଷିତ କରୁଛି ।
ଏହା ମଧ୍ୟ ପଢନ୍ତୁ...Watch: ରାମ ନାମରେ ପ୍ରକମ୍ପିତ ରାମ ମନ୍ଦିର, ଭକ୍ତି ରସରେ ଭିଜୁଛନ୍ତି ଭକ୍ତ - RAMA NABAMI 2026ଏହା ମଧ୍ୟ ପଢନ୍ତୁ...ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆରମ୍ଭ ହେଲା ରଥକାଠ ଚିରଟ ପ୍ରକ୍ରିୟାଏହା ମଧ୍ୟ ପଢନ୍ତୁ...Watch: ବିଶ୍ବ ଦେଖିବ ଚତୁର୍ଦ୍ଧାମୂର୍ତ୍ତିଙ୍କ ରତ୍ନ ସମ୍ଭାର, 47 ବର୍ଷ ପରେ ରତ୍ନଭଣ୍ଡାର ଗଣତି ମଣତି - RATNA BHANDARଇଟିଭି ଭାରତ, ନୟାଗଡ଼
Category
🗞
News
Transcript
Display full video transcript
00:00
Thank you very much.
Show less
Recommended
1:19
|
Up next
Watch: ଦଳରୁ ଉତ୍କୃଷ୍ଟ ସୃଷ୍ଟି, ଡାଲ ହ୍ରଦ ଘାସରୁ ତିଆରି କରୁଛନ୍ତି ମୂଲ୍ୟବାନ ସାଜସଜ୍ଜା ଉପକରଣ
ETVBHARAT
3 weeks ago
0:58
ବାଲୁକାକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ
ETVBHARAT
4 weeks ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
3 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
4 months ago
1:03
Watch: ଆଜି ବିଶ୍ଵ ପରିବେଶ ଦିବସ: ବାଲୁକା ଆନିମେସନରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
ETVBHARAT
4 months ago
2:50
ఇంద్రకీలాద్రిపై గాయత్రీ దేవి దర్శనం - తొలిరోజు లక్ష మంది పైగా భక్తులు
ETVBHARAT
14 minutes ago
1:52
একসময় বন্দি ছিলেন সংশোধনাগারে, সেই রাজুর গড়া দুর্গাই পূজিত হবে দুই দিনাজপুরের জেলে
ETVBHARAT
15 minutes ago
1:46
गोरखपुर की आदित्या ने गोल्ड सहित जीते 3 मेडल; एशिया पैसिफिक डेफ चैंपियनशिप में कमाल
ETVBHARAT
16 minutes ago
5:13
વરસાદની 35% ખાધથી કચ્છમાં કપરી સ્થિતિ, 250થી વધુ માલધારીઓની સુરેન્દ્રનગર તરફ હિજરત
ETVBHARAT
20 minutes ago
1:14
देवरिया में पिछले 27 साल से 108 कन्याओं का दुर्गा के रूप में पूजन, जानिए कैसे शुरू हुई परंपरा?
ETVBHARAT
25 minutes ago
0:56
Watch: କାମନା ଦେବଙ୍କ ପୀଠରେ ମେରୁଯାତ୍ରା, କଣ୍ଟାରେ ଗଡ଼ିଲେ, ନିଆଁରେ ଝୁଲିଲେ
ETVBHARAT
6 months ago
1:32
Watch: ଗାଁକୁ ଆସି ପାଇଖାନା ଟାଙ୍କିରେ ଫସିଗଲା ହାତୀ, ଘଣ୍ଟାଏ ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ
ETVBHARAT
7 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
7 months ago
2:25
ଅନ୍ତର୍ଜାତୀୟ ମହିଳା ଦିବସରେ ପଡ଼ିଲା ହାତଗଣ୍ଠି
ETVBHARAT
7 months ago
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
8 months ago
0:26
Watch: ବ୍ରହ୍ମପୁରରୁ ବିରଳ ଆଲବିନୋ କମନ୍ ଉଲ୍ଫ ସାପ ଉଦ୍ଧାର, ରଙ୍ଗରୁ ନେଇ ରୋଚକ ତଥ୍ୟ
ETVBHARAT
8 months ago
1:50
Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହର
ETVBHARAT
9 months ago
3:15
Watch: ରଣପୁର ମହୋତ୍ସବ 'ଅର୍ଜୁନ', ଓଡ଼ିଶୀ ନୃତ୍ୟ-ମେଲୋଡିରେ ଝୁମିଲେ ଦର୍ଶକ
ETVBHARAT
9 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
10 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
10 months ago
2:56
ବ୍ରହ୍ମପୁର ମଣ୍ଡଳ କାରାଗାରରେ ପାଳିତ ହେଲା ଶହୀଦ ଲକ୍ଷ୍ମଣ ନାୟକଙ୍କ 126 ତମ ଜୟନ୍ତୀ
ETVBHARAT
11 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
11 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
11 months ago
3:13
ଜଗା ପ୍ରେମ: 43 ବର୍ଷ ଧରି ଖାଲି ପାଦରେ ଯାଜପୁରରୁ ଆସୁଛନ୍ତି ପୁରୀ
ETVBHARAT
1 year ago
3:31
ରାଜଧାନୀରେ ନିଆରା ରକ୍ଷା ବନ୍ଧନ, ଗଛରେ ଅର୍ଗାନିକ ରାକ୍ଷୀ ବାନ୍ଧିଲେ ମହିଳା
ETVBHARAT
1 year ago