Skip to playerSkip to main content
  • 6 months ago
ରାଜ୍ୟରେ ତୈଳ ସଙ୍କଟକୁ ନେଇ ଡବଲ୍ ଇଞ୍ଜିନ ସରକାରକୁ ଟାର୍ଗେଟ କଲା ବିଜେଡି। ସମସ୍ତେ ପେଟ୍ରୋଲ ପାଇଁ ଆତଙ୍କିତ । ଓଡ଼ିଶାବାସୀଙ୍କୁ ଡବଲ ଧୋକା ମିଳିଥିବା କହିଛି ଦଳ ।ରିପୋର୍ଟ-ଭବାନୀ ଶଙ୍କର ଦାସ

Category

🗞
News

Recommended