Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା
4 months ago
ଭୁବନେଶ୍ବର: ଆଜି ସଜବାଜ, ରାତି ପାହିଲେ ରଜ । ଆଉ ସଜବାଜରେ ହାତରେ ମେହେନ୍ଦୀ, ପାଦରେ ଅଳତା, ନୂଆ ଡ୍ରେସ୍ ସାଙ୍ଗକୁ ଖିଲି ପାନର ହସ ସହ ପୋଡ ପିଠା ଖାଇ ମଜା କରୁଛନ୍ତି ରାଜଧାନୀବାସୀ । ରଜକୁ ନେଇ ଚାରିଆଡେ ଉତ୍ସାହ ଭରି ରହିଥିବା ବେଳେ କଂକ୍ରିଟ ସହରରେ ଦୋଳି ଖେଳି ରଜ ମହୋତ୍ସବ ପାଳନ କରୁଛନ୍ତି ସହରିଆ । ଚଳିତ ବର୍ଷ ରଜ ପାଇଁ ଓଡ଼ିଶା ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୁଆଁରୀ ଝିଅମାନେ ଆସି ସଜେଇ ହୋଇ ରଜ ପାଳୁଛନ୍ତି । କୁନି କୁନି ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ଯାଏଁ ସମସ୍ତେ ରଜ ଉତ୍ସବର ମଜା ନେଉଛନ୍ତି । ଭୁବନେଶ୍ୱର ଓଟିଡିସି ବା ପାନ୍ଥ ନିବାସରେ ରଜ ପାଇଁ ପାନ ସହ ପିଠାର ଆସର ଜମିଛି । ୧୫ରୁ ଉର୍ଦ୍ଧ୍ବ ପ୍ରକାର ଓଡ଼ିଆ ପିଠାର ଭଣ୍ଡାର ଲାଗିଥିବା ବେଳେ ବାସ୍ନାରେ ମହକୁଛି ପୁରା ପରିବେଶ । ଏଠାରେ ୨୫ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ଯାଏଁ ବିଭିନ୍ନ ପିଠା ମିଳୁଛି । ଏହା ମଧ୍ୟ ପଢନ୍ତୁ... ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର; ରଜ ସଂକ୍ରାନ୍ତିରେ ଖୋଲା ରହିବ ନନ୍ଦନକାନନଇଟିଭି ଭାରତ, ଭୁବନେଶ୍ବର
Category
🗞
News
Transcript
Display full video transcript
00:00
હમંતાહ હોજે હોચેઓ હરધણુાહ હરધે હપણે હરધેવન હવણે હહ હણેય હસેંંથ
Show less
Recommended
0:52
|
Up next
ବନ୍ୟା ବିଭୀଷିକା; ୧୨୦ ନର୍ସିଂ ଛାତ୍ରୀ ଉଦ୍ଧାର, ଅଗ୍ନିଶମ ବାହିନୀ କାର୍ଯ୍ୟକୁ ପ୍ରଶଂସା କଲେ ଛାତ୍ରୀ
ETVBHARAT
1 week ago
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
6 weeks ago
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
7 weeks ago
1:09
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
3 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
4 months ago
1:42
ਮੈਡ ਸੰਧੂ ਦਾ ਅੰਤਿਮ ਸਸਕਾਰ, BIG BOSS 'ਚ ਜਾਣ ਵਾਲਾ ਸੀ ਇਨਫਲੂਐਂਸਰ ? ਸੁਣੋ ਰੋਂਦਾ ਹੋਇਆ ਕੀ ਬੋਲਿਆ ਭਰਾ
ETVBHARAT
23 minutes ago
1:08
पर्यटकों से मनमाना शुल्क वसूला तो होगी कार्रवाई, कारोबारियों को पर्यटन विभाग की सख्त हिदायत
ETVBHARAT
23 minutes ago
2:22
धर्मांतरण और अंतिम संस्कार को लेकर फिर बवाल, धमतरी में समाज ने रखी घर वापसी की शर्त
ETVBHARAT
26 minutes ago
2:37
ಬಳ್ಳಾರಿಯಲ್ಲಿ ಶಿವಣ್ಣನ ಹವಾ: 'ಬೇಲ್' ಚಿತ್ರತಂಡಕ್ಕೆ ಕ್ರೇನ್ ಮೂಲಕ ಬೃಹತ್ ಹೂವಿನ ಹಾರದ ಸ್ವಾಗತ; ಅಭಿಮಾನಿಗಳ ಸಂಭ್ರಮ
ETVBHARAT
27 minutes ago
3:35
मुख्य चुनाव आयुक्त के विरोध में प्रदर्शन, सड़क पर उतरे सपा कार्यकर्ता, पुतला छीनकर भागे पुलिस वाले
ETVBHARAT
32 minutes ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
5 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
8 months ago
1:20
ପୋଙ୍ଗଲ ଓ ମକର ସଂକ୍ରାନ୍ତି; ଆକର୍ଷଣୀୟ ବାଲୁକା ଆନିମେସନରେ ଶୁଭେଚ୍ଛା
ETVBHARAT
9 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
11 months ago
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
2 years ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
2 years ago
2:47
କମ୍ପାନୀକୁ ବିରୋଧ, ଝାରସୁଗୁଡ଼ା ଜିଲ୍ଲାପାଳ ଅଫିସ ଘେରାଉ କଲେ ଗ୍ରାମବାସୀ
ETVBHARAT
2 years ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
1 year ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago
1:53
अयोध्या में डिप्टी सीएम ब्रजेश पाठक की बड़ी घोषणा, SGPGI से ऑनलाइन जुड़ेगी मेडिकल कॉलेज की ICU, चार नए विभाग खुलेंगे
ETVBHARAT
36 minutes ago
1:53
रामपुर में सपा-कांग्रेस नेताओं की बैठक; सांसद मौलाना मोहिबुल्लाह नदवी बोले- "BJP को जनता ने नकार दिया है"
ETVBHARAT
37 minutes ago
3:09
गोरखपुर से सपा MLC प्रत्याशी डॉ. संजयन त्रिपाठी बोले- भाजपा प्रत्याशी का करूंगा समर्थन, जानिए ऐसा क्यों कहा?
ETVBHARAT
37 minutes ago
4:51
ప్రతి కుటుంబానికి భరోసా కూటమి ప్రభుత్వం - 2029లోపు ఇళ్ల నిర్మాణాలు పూర్తిచేస్తాం: సీఎం చంద్రబాబు
ETVBHARAT
41 minutes ago
0:35
সাৱধান ! পাকিস্তানী চোৰাংচোৱাৰ হৈ কাম কৰা যুৱকক গুৱাহাটীত গ্ৰেপ্তাৰ
ETVBHARAT
44 minutes ago