Skip to playerSkip to main content
  • 5 minutes ago
ସମ୍ଭାବ୍ୟ ବାତ୍ୟା 'ଅର୍ଣ୍ଣବ'କୁ ନେଇ ଗଜପତି ଜିଲ୍ଲାରେ ପାଖାପାଖି 5000 ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଥିଲା। ବର୍ଷା କମିବା ପରେ ଲୋକେ ଧୀରେ ଧୀରେ ଘରମୁହାଁ ହେଉଛନ୍ତି। ରିପୋର୍ଟ: ହରିହର ପଟ୍ଟନାୟକ

Category

🗞
News
Transcript
00:00Thank you for listening.
Comments

Recommended