Skip to playerSkip to main content
  • 14 minutes ago
ଛାତ୍ର ସଂସଦ ନିର୍ବାଚନ ଘୋଷଣା ପରେ ବ୍ରହ୍ମପୁର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ ଉତ୍ତେଜନା । ମୁହାଁମୁହିଁ ଦୁଇ ଛାତ୍ର ଗୋଷ୍ଠୀ,ଉଭୟଙ୍କ ପକ୍ଷରୁ ଥାନାରେ ଏତଲା। କ୍ୟାମ୍ପସରେ ପୋଲିସ ମୁତୟନ । ରିପୋର୍ଟ- ସମୀର କୁମାର ଆଚାର୍ଯ୍ୟ

Category

🗞
News
Transcript
00:00Thank you for joining us.

Recommended