Like
Share
Bookmark
More
Add to Playlist
Report
ETVBHARAT
Follow
କଟକ ଲିଙ୍କରୋଡ଼ରେ ପାର୍କିଂରେ ଜଳିଗଲା 8ଟି ବସ, କାରଣ ଅସ୍ପଷ୍ଟ
6 minutes ago
କଟକ: ମଙ୍ଗଳବାର ବିଳମ୍ବିତ ରାତିରେ କଟକରେ ବଡ଼ ଧରଣର ଅଗ୍ନିକାଣ୍ଡ। କଟକ ଲିଙ୍କ୍ ରୋଡ ଓଏସଏଲ ଟାୱାର ନିକଟରେ ଥିବା ଏକ ପାର୍କିଂରେ ଭୟାବହ ଅଗ୍ନିକାଣ୍ଡରେ ଜଳି ଯାଇଛି ୮ ଟି ବସ୍। ତିନୋଟି ବସ୍ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ବାକି ବସ୍ ଗୁଡ଼ିକ ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଛି। ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର ତିନିଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ଏକ ଗ୍ୟାରେଜ ପାର୍କିଂରେ ବସ୍ ଗୁଡ଼ିକ ପାର୍କିଂ ହୋଇ ରହିଥିବା ବେଳେ ନିଆଁ ଲାଗିଥିଲା।ପାର୍କିଂରେ ଜଳିଗଲା ବସ ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ପ୍ରଥମେ ଚାଉଳିଆଗଞ୍ଜ ଅଗ୍ନିଶମ ବିଭାଗ ଆସି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ସ୍ଥିତି ବିଗିଡି ବାରୁ ଆହୁରି 2 ଟି ଟିମ ଆସି ନିଆଁକୁ ଆୟତ୍ତ କରିଥିଲେ। ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇ ପାରି ନଥିବା ବେଳେ ଅନେକ କଥା ଚର୍ଚ୍ଚା ହେଉଛି ।ଏହା ମଧ୍ୟ ପଢନ୍ତୁ ବାଣରୁ ଘରେ ଲାଗିଲା ନିଆଁ: ନାତି ମୃତ, ଜେଜେ ଗୁରୁତରକଟକ ଜୋନ ଅଗ୍ନିଶମ ବିଭାଗର ଅଧିକାରୀ ପ୍ରଶାନ୍ତ ଧଳଙ୍କ ସୂଚନା ମୁତାବକ 112 ରେ ଖବର ପାଇ ଚାଉଳିଆ ଗଞ୍ଜ ଅଗ୍ନିଶମ ବିଭାଗ ପହଞ୍ଚି ଥିଲା। ପରେ ଆହୁରି 2 ଟି ଟିମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଅଗ୍ନିକାଣ୍ଡରେ 5 ଟି ବସ ଜଳି ପାଉଁଶ ହୋଇ ଯାଇଥିବା ବେଳେ 3 ଟି ବସ ଆଂଶିକ ଜଳି ଯାଇଥିବା ଅଗ୍ନିଶମ ଅଧିକାରୀ କହିଛନ୍ତି। ବସର ସିଟ ଗୁଡିକ ତୁଳା ଏବଂ ପ୍ଲାଷ୍ଟିକ ସାମଗ୍ରୀ ଲାଗିଥିବାରୁ ନିଆଁକୁ ଆୟତ୍ତ କରିବା ବଡ଼ ଚାଲେଞ୍ଜ ସୃଷ୍ଟି କରିଥିଲା। ସେହିପରି ବସରେ ଥିବା ତେଲ ଏବଂ ମୋବିଲରେ ନିଆଁ ଲାଗିଯିବାରୁ ଅଗ୍ନିକାଣ୍ଡ କମ ସମୟରେ ବ୍ୟାପୀ ଯାଇଥିଲା । ଫୋମ ବ୍ୟବହାର କରି ନିଆଁକୁ ଆୟତ କରାଯାଇଥିଲା। ଏହା ମଧ୍ୟ ପଢନ୍ତୁ ଦୀପାବଳିରେ ଅଘଟଣ: ମଧ୍ୟପ୍ରଦେଶରେ ଗୋଟିଏ ପରିବାରର 6 ସଦସ୍ୟଙ୍କ ସମେତ 13 ଜୀବନ୍ତ ଦଗ୍ଧ25 ଜଣ କର୍ମଚାରୀ ପ୍ରାୟ ଏକ ଘଣ୍ଟା ରୁ ଉର୍ଦ୍ଧ ସମୟ ପରେ ନିଆଁ କୁ ଆୟତ୍ତ କରିଥିଲେ। ବସ ଗୁଡିକ ମରାମତି ପାଇଁ ଗ୍ୟାରେଜ ଆସିଥିଲା। ସେଥିରେ ସ୍କୁଲ ବସ ମଧ୍ୟ ଥିଲା। କାରଣ ଜଣା ପଡି ନଥିଲେ ବି ଅନେକ ଦିଗ କୁ ବିଚାର କରାଯାଉଛି। କେହି ଧୁମ୍ରପାନ କରି ପକାଇବା ବି କାରଣ ହୋଇପାରେ। ସେହିପରି ବସରେ ଥିବା ବ୍ୟାଟେରୀ ମଧ୍ୟ ଏକ କାରଣ ହୋଇପାରେ ବୋଲି ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି।ଇଟିଭି ଭାରତ, କଟକ
Category
🗞
News
Transcript
Display full video transcript
00:00
What is that?
00:02
That's right.
00:03
Aya this is a day that we have.
00:05
Oh, I think it's down here.
00:57
Thank you very much.
01:05
I don't know.
Show less
Comments
Log in to post a comment
Recommended
3:14
|
Up next
Watch: ନିମାପଡ଼ା ବୋଇତ ବନ୍ଦାଣ ଉତ୍ସବରେ କଂସ ମହାରାଜ
ETVBHARAT
20 hours ago
1:53
बारां के श्मशान से अस्थियां व राख गायब...तंत्र-मंत्र की आशंका
ETVBHARAT
2 hours ago
5:03
শৰৎকালৰ ৰাত্ৰি অতি বিতোপন... ! সোণ-ৰূপৰ মুকুট পিন্ধি কৃষ্ণ-বলোৰামৰ মনোমোহা নৃত্য
ETVBHARAT
19 minutes ago
7:57
Ramoji Excellence Award 2026: ସୁଲଭ ମେଡିକାଲ ଇମେଜିଂର ରହସ୍ୟ ଭେଦ କଲେ ରାମୋଜୀ ଏକ୍ସିଲେନ୍ସ ଆୱାର୍ଡ ବିଜେତା ଅର୍ଜୁନ ଅରୁଣାଚଳମ୍
ETVBHARAT
11 minutes ago
12:15
ప్రజల ప్రయోజనాలే సైన్స్ పరమావధి- దేశం కోసం ఆలోచించే ఆ ఆఫర్లు తిరస్కరించా : డాక్టర్ అర్జున్ అరుణాచలం
ETVBHARAT
3 hours ago
1:54
ଢେଙ୍କାନାଳରେ ବୋଇତ ବନ୍ଦାଣ ଉତ୍ସବ: ଉତ୍କଳୀୟ ଐତିହ୍ୟ ଓ ନୌବାଣିଜ୍ୟ ପରମ୍ପରାର ସ୍ମୃତିଚାରଣ
ETVBHARAT
17 hours ago
1:36
कार्तिक पूर्णिमा और देव दीपावली पर मां सर्वमंगला घाट पर भव्य हसदेव महाआरती, दीपों की रोशनी से जगमगाया तट
ETVBHARAT
59 minutes ago
4:43
सैनिक फार्म में शादियों की खुशियों पर लगा ताला, हाईकोर्ट के आदेश के बाद 7 बैंक्वेट हॉल बंद, भटक रहे सैकड़ों परिवार
ETVBHARAT
6 minutes ago
2:46
आरा में बारात के बीच गोलियों का तांडव! 3 दोस्तों पर अंधाधुंध फायरिंग, 2 की मौत
ETVBHARAT
2 hours ago
4:04
தருமபுரம் ஆதீனம் ஆக்கிரமித்திருந்த 2 ஏக்கர் அரசு நிலத்தை ஏழை மக்களுக்குப் பட்டா போட்டு வழங்க வேண்டும் - சிபிஎம் பெ.சண்முகம் வலியுறுத்தல்
ETVBHARAT
1 hour ago
1:09
ପୁରୀ ସମୁଦ୍ରରେ ଡଙ୍ଗା ଭସାଇଲେ ବିଦେଶୀ ନାଗରିକ, ସୋସିଆଲ ମିଡିଆରେ ଭିଡିଓ ସେୟାର କରିଲେ ସୁଦର୍ଶନ
ETVBHARAT
22 hours ago
3:58
கள்ளக்குறிச்சி எம்.எல்.ஏ விவகாரம்: மறைக்க முயன்றவர்கள் மீதும் விசாரணை வேண்டும் - எடப்பாடி பழனிசாமி
ETVBHARAT
1 hour ago
2:03
भरतपुर जिला प्रमुख चुनाव: कांग्रेस का शक्ति प्रदर्शन, सांसद जाटव व पूर्व मंत्री खाचरियावास ने संभाला मोर्चा... सरकार को चेतावनी
ETVBHARAT
23 minutes ago
2:33
అమరావతిలో ఆర్థిక కార్యకలాపాలు వేగం పుంజుకోవాలి : సీఎం చంద్రబాబు
ETVBHARAT
2 hours ago
4:56
ताजमहल की ढाल बनेगी हरियाली; ताज और किले के बीच बनेगा ग्रीन बफर, धूल-प्रदूषण रोकेगा हरा भरा गलियारा
ETVBHARAT
7 minutes ago
1:34
घरों मंदिरों में घुसा नाले का पानी, उज्जैन में विकास के नाम पर घोर लापरवाही
ETVBHARAT
2 hours ago
3:01
ಮನೆ ಹಂಚಿಕೆ ವಿಚಾರವಾಗಿ ಸ್ವಂತ ಚಿಕ್ಕಪ್ಪನನ್ನೇ ಚಾಕುವಿನಿಂದ ಇರಿದು ಕೊಲೆ: ಅಣ್ಣನ ಮಗನಿಗಾಗಿ ಹುಡುಕಾಟ
ETVBHARAT
2 hours ago
1:19
Watch video: ರಾಯರ ಸನ್ನಿಧಿಯಲ್ಲಿ 'ತುಂಗಾರತಿ', 'ಲಕ್ಷದೀಪೋತ್ಸವ' ವೈಭವ
ETVBHARAT
2 hours ago
1:05
आजम खान को फिर याद आईं जयाप्रदा, बोले– रामपुर लाने वाला भी मैं, हराने वाला भी मैं! जानें नेताजी के लिए क्या कहीं बातें
ETVBHARAT
19 minutes ago
1:05
भरतपुर प्रकरण पर महरिया का पलटवार, पहले 2020 का हिसाब दें डोटासरा...फिर भाजपा पर लगाएं आरोप
ETVBHARAT
2 hours ago
3:45
మూసీ పునరుజ్జీవం పనుల్లో వేగం పెంచాలి - అధికారులకు సీఎం రేవంత్రెడ్డి ఆదేశం
ETVBHARAT
2 hours ago
2:46
వరంగల్లో ఫ్లెక్సీల వివాదం - రాళ్లు, కోడిగుడ్లతో బీఆర్ఎస్, కాంగ్రెస్ శ్రేణుల పరస్పర దాడులు
ETVBHARAT
1 hour ago
1:36
Srinagar Records Season’s Coldest Night At Minus 1.9 Degrees Celsius; Winter Tightens Grip On Kashmir
ETVBHARAT
32 minutes ago
0:10
Jharkhand Assembly Special session LIVE: विशेष सत्र आज से शुरू, MMDR और SIR पर हो रही चर्चा
ETVBHARAT
3 minutes ago
3:00
ಹತ್ತು ವರ್ಷದೊಳಗೆ ಪ್ರತ್ಯೇಕ ಉತ್ತರ ಕರ್ನಾಟಕ ರಾಜ್ಯ ರಚನೆ: ಉಮೇಶ್ ಕತ್ತಿ ಹಳೆ ಮಾತಿಗೆ ಧ್ವನಿಗೂಡಿಸಿದ ಬಾಲಚಂದ್ರ ಜಾರಕಿಹೊಳಿ
ETVBHARAT
44 minutes ago
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Comments