Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ମହାନତା, ଆମ୍ବୁଲାନ୍ସକୁ ଛାଡିଲେ ବାଟ
1 year ago
ଭୁବନେଶ୍ବର: ଆମ୍ବୁଲାନ୍ସକୁ ବାଟ ଛାଡ଼ିଲେ ପ୍ରଧାନମନ୍ତ୍ରୀ । ରୋଡ ସୋ' ବେଳେ ଆମ୍ବୁଲାନ୍ସ ପାଇଁ ସ୍ଲୋ ହେଲା ପ୍ରଧାନମନ୍ତ୍ରୀ ମୋଦିଙ୍କ କାରକେଟ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଆଜି ରାଜଧାନୀ ଭୁବନେଶ୍ବରେ । ଆଜି ଓଡ଼ିଶା ଗସ୍ତରେ ଆସିଥିଲେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଜନତା ମଇଦାନରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ । ତେବେ ବୈଠକ ପରେ ସେ ଜନତା ମଇଦାନରୁ ସିଧାସଳଖ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ବାହାରି ଥିଲେ । ତେବେ ରାସ୍ତା କଡ଼ରେ ହଜାର ହଜାର ଦର୍ଶକ ମୋଦିଙ୍କ ଝଲକ ପାଇବା ପାଇଁ ଉପସ୍ଥିତ ରହିଥିଲେ । ଏହି ସମୟରେ ସେହି ରାସ୍ତା ଦେଇ ଏକ ଆମ୍ବୁଲାନ୍ସ ରୋଗୀକୁ ନେଇ ଦ୍ରୁତ ଗତିରେ ଆସୁଥିବା ଖବର ପାଇଁ ବାଟ ଛାଡ଼ିଥିଲା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବଳୟ ଏବଂ କିଛି ସମୟ ପାଇଁ ସ୍ଲୋ ହୋଇଯାଇଥିଲା କାରକେଡ । ତେବେ ଏହି ଦୃଶ୍ୟ ସେଠାରେ ଉପସ୍ଥିତ ଥିବା ଜନତାଙ୍କୁ ବେଶ ପସନ୍ଦ ଆସିଥିବା ବେଳେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ମଧ୍ୟ ପଢନ୍ତୁ...ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରୋଡ ସୋ, ଏୟାରପୋର୍ଟରୁ ଜନତା ମୈଦାନ - ODISHA BJP GOVT 1 YEAR CELEBRATIONଏହା ମଧ୍ୟ ପଢନ୍ତୁ...ଭାରତର ପେଟ୍ରୋ କେମିକାଲ୍ସ ହବ୍ ହେବ ଓଡ଼ିଶା: ମୋଦି - PM MODI ODISHA VISIT 2025ଏହା ମଧ୍ୟ ପଢନ୍ତୁ...'ଜୟ ଜଗନ୍ନାଥ'ରୁ ଭାଷଣ ଆରମ୍ଭ କଲେ ମୋଦି, କହିଲେ ଏହା ସୁଶାସନ ସ୍ଥାପନର ବର୍ଷ - PM NARENDRA MODIଇଟିଭି ଭାରତ, ଭୁବନେଶ୍ବର
Category
🗞
News
Transcript
Display full video transcript
00:00
For more information visit www.fema.com
00:10
Please visit the website www.fema.org
Show less
Recommended
4:41
|
Up next
MMDR ଆଇନ; 'ପ୍ରତିବର୍ଷ ଓଡ଼ିଶା ହରାଇବ 12000 କୋଟି ଟଙ୍କା, ରାଜ୍ୟର ଅଧିକାର ଛଡାଇ ନେବାକୁ ଷଡଯନ୍ତ୍ର'
ETVBHARAT
6 weeks ago
2:09
ବାଲୁକା ଚିତ୍ରକଳା ମାଧ୍ୟମରେ ସ୍ନାନଯାତ୍ରାର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ଏବଂ ମାନସ
ETVBHARAT
4 months ago
6:48
ପବିତ୍ର ଦେବସ୍ନାନ ପୂର୍ଣ୍ଣମୀ; ମହାଆଡମ୍ବରରେ ନୟାଗଡ଼ରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ
ETVBHARAT
4 months ago
1:29
ନବ ଦାସ ହତ୍ୟାକାଣ୍ଡ ଘଟଣା, CBI ତଦନ୍ତ ଦାବି ନେଇ ବିଜେପି ରାଜ୍ୟ ସଭାପତିଙ୍କ ବଡ଼ ବୟାନ
ETVBHARAT
4 months ago
6:56
ଭୁବନେଶ୍ୱର ଫରେଷ୍ଟ ପାର୍କରେ ଧୁମଧାମରେ ପାଳିତ ହେଲା ରଜ ସଂକ୍ରାନ୍ତି
ETVBHARAT
5 months ago
3:10
वाराणसी में अवैध असलहा फैक्ट्री का खुलासा; तीन पिस्टल, 19 हथियार, 143 कारतूस बरामद, दो गिरफ्तार
ETVBHARAT
9 minutes ago
5:52
आजम खान को उनकी मुस्लिम पहचान के कारण जेल में डाला- दानिश अली
ETVBHARAT
15 minutes ago
0:32
सहारनपुर मंदिर परिसर में खड़ी लग्जरी कार बनी आग का गोला
ETVBHARAT
16 minutes ago
4:26
2027 से पहले महामुकाबला: न्याय यात्रा vs अराजकता हटाओ मार्च , शुरू हुई सियासी जंग
ETVBHARAT
16 minutes ago
4:01
MCD स्कूलों के शिक्षकों को स्कूल नहीं जा रहे छात्रों का एडमिशन कराने की मिली जिम्मेदारी, मिला ये लक्ष्य
ETVBHARAT
16 minutes ago
3:34
JEE ଆଡଭାନ୍ସ ପରୀକ୍ଷାରେ ସଫଳତା ଆଣିଲେ ଯାଜପୁରର ସୁଦୀପ ଓ ଅର୍ଜୁନ
ETVBHARAT
5 months ago
2:16
Watch: ଜଗତସିଂହପୁରରେ ଜଳିଲା ଆସାମ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କଲା କଂଗ୍ରେସ
ETVBHARAT
7 months ago
8:45
ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ; ଘୋଡା କିଏ, ଘୋଡାର ମୁଣ୍ଡ କେତେ ?
ETVBHARAT
8 months ago
3:29
'ମୋ ନେତାଙ୍କ ସହ ଆଲୋଚନା କରିଛି, ତାଙ୍କ ନିର୍ଦ୍ଦେଶ ମୁତାବକ ଭୋଟ ଦେବି'
ETVBHARAT
8 months ago
3:00
MGNREGA ବଞ୍ଚାଅ ସଂଗ୍ରାମ; ବ୍ରହ୍ମପୁରରେ ଦିନିକିଆ ଉପବାସ କରି ପ୍ରତିବାଦ କରିବ କଂଗ୍ରେସ
ETVBHARAT
10 months ago
1:46
ସ୍ୟାଣ୍ଡ ଆନିମେସନରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ETVBHARAT
11 months ago
5:57
ନୂଆପଡାରେ ଫୁଟିଲା ପଦ୍ମ, ବିଜୟ ପଛର କାରଣ କହିଲେ ପଞ୍ଚାୟତିରାଜ ମନ୍ତ୍ରୀ
ETVBHARAT
1 year ago
1:50
ଭୋଟ୍ ଦେଲେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ, କହିଲେ '2000% ଆଶାବାଦୀ'
ETVBHARAT
1 year ago
1:02
ରାମୋଜୀ ଫିଲ୍ମ ସିଟିରେ ସ୍ୱାଧୀନତା ଦିବସ, ଅଭିବାଦନ ଗ୍ରହଣ କଲେ ରାମୋଜୀ ଗ୍ରୁପ୍ ଅଧ୍ୟକ୍ଷ
ETVBHARAT
1 year ago
3:24
ଛୁଆ ପାଇଁ ଗୁଆ ଖୋଜା
ETVBHARAT
2 years ago
3:31
ପ୍ରଭୁ ବଳଦେବଜୀୟୁଙ୍କ ସ୍ନାନ ଉତ୍ସବ, ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି
ETVBHARAT
1 year ago
4:22
BMCର ଦାୟିତ୍ବ ଓ ସମସ୍ତ ବିଭାଗ ସହିତ ସମନ୍ୱୟ ରଖି କାର୍ଯ୍ୟ କରିବା ଚ୍ୟାଲେଞ୍ଜ ହେବ: ଚଞ୍ଚଳ ରାଣା
ETVBHARAT
1 year ago
2:52
ଯାଜପୁର ଉଦୟଗିରିରେ ପ୍ରଥମ ପଦ୍ମସମ୍ଭବ ବୌଦ୍ଧ ସମ୍ମିଳନୀ
ETVBHARAT
2 years ago
3:31
ମହାପ୍ରଭୁଙ୍କ ପ୍ରେମରେ ମରିସସର ପ୍ରବାସୀ ଭାରତୀୟ ମହମ୍ମଦ ଅରସଦ
ETVBHARAT
2 years ago
2:14
ମା' ଶ୍ୟାମାକାଳୀଙ୍କ ପୂଜା ପାଇଁ ଚଳଚଞ୍ଚଳ ଯାଜପୁର, ଶେଷ ହେଲା କଳସ ବିସର୍ଜନ
ETVBHARAT
1 year ago