Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଫୋକସରେ ସମୁଦ୍ରତଟ ସୁରକ୍ଷା, ପାରାଦ୍ୱୀପରେ କୋଷ୍ଟ ଗାର୍ଡର ସମରଭ୍ୟାସ
11 months ago
ଜଗତସିଂହପୁର: ଆଞ୍ଚଳିକ ତଟ ସୁରକ୍ଷା ପାଇଁ ପାରାଦ୍ୱୀପରେ ଭାରତୀୟ ତଟରଖି ବାହିନୀର ସମରାଭ୍ୟାସ । ପାରାଦ୍ବୀପ ବନ୍ଦର ଠାରୁ 60 Nautimile ଦୂରରେ ଆଜି (ଶନିବାର) ସମରାଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ସମୁଦ୍ରରେ ଆସନ୍ନ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ଭାରତୀୟ ତଟରଖି ବାହିନୀ କରିଛି ଏହି ଅଭ୍ୟାସ । ସମୁଦ୍ର ପଥରେ ବିଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା, ସାମୁଦ୍ରିକ ବାତ୍ୟାରେ ଫସି ରହିଥିବା ଲୋକଙ୍କୁ ରକ୍ଷା କରିବା ତଥା ବନ୍ଦର ସୁରକ୍ଷା ସୁନିଶ୍ଚିତ କରିବାକୁ ନେଇ ଏହି ସମରାଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ଦିଲ୍ଲୀ ବୋମା ବିସ୍ଫୋରଣ ପରେ ଚାରିଆଡ଼େ ସୁରକ୍ଷା ବଢିଛି । ଜଳପଥରେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରି ଦିଆଯାଇଛି । ଏନେଇ ଜଳପଥରେ ମଧ୍ୟ ଅନୁରୂପ ସୁରକ୍ଷା ବଢାଇବା ପାଇଁ ଏହି ସମରାଭ୍ୟାସ ଅନୁଷ୍ଠିତ ହୋଇଯାଇଛି । ପୁରୀ, କୋଣାର୍କ, ଗୋପାଳପୁର ଓ ବାଲେଶ୍ୱର, କେନ୍ଦ୍ରାପଡା ମଧ୍ୟକୁ କିଭଳି ଭାବରେ ଅନୁପ୍ରବେଶକାରୀଙ୍କୁ ରୋକାଯାଇ ପାରିବ ଏହାକୁ ନେଇ ମଧ୍ୟ ଅଭ୍ୟାସ କରାଯାଇଥିଲା । ଏହା ମଧ୍ୟ ପଢନ୍ତୁ: ୧୪ତମ ଅନ୍ତର୍ଜାତୀୟ ବାଲୁକାକଳା ମହୋତ୍ସବ, ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇଟିଭି ଭାରତ, ଜଗତସିଂହପୁର
Category
🗞
News
Transcript
Display full video transcript
00:00
Thank you for joining us.
Show less
Recommended
0:37
|
Up next
Watch: ବିଘ୍ନନାଶକଙ୍କ ପୂଜାରେ ବିଘ୍ନ, ପୂଜାର୍ଚ୍ଚନା ବେଳେ ମଣ୍ଡପରେ ଲାଗିଲା ନିଆଁ
ETVBHARAT
2 weeks ago
2:04
କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନ
ETVBHARAT
5 weeks ago
1:05
ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ଉଦ୍ଧାର ହେଲେ ୫ ଫୁଟର ମଗର
ETVBHARAT
5 weeks ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
3 months ago
1:11
ସ୍ୟାଣ୍ଡ ଆନିମେସନରେ ରଥଯାତ୍ରା ଶୁଭେଚ୍ଛା
ETVBHARAT
3 months ago
4:39
महात्मा गांधी के प्रिय भजन से गुंजायमान हुआ रांची का बापू वाटिका, राज्यपाल संतोष गंगवार और सीएम हेमंत ने श्रद्धा-सुमन अर्पित की
ETVBHARAT
18 minutes ago
0:53
સળગતી હાલતમાં આરોગ્ય કેન્દ્ર પહોંચ્યા વૃદ્ધ, જોઈને બધા ચોંકી ગયા! અંદર ઘૂસે તે પહેલા જ...
ETVBHARAT
20 minutes ago
5:11
ରେଳବାଇ ଚାକିରି ସହ ଜିମ୍ନାଷ୍ଟିକ୍ସରେ ସଫଳତା, କଳିଙ୍ଗ ଷ୍ଟାଡିୟମରୁ ବିଶ୍ୱ ଦରବାରକୁ କରିଶ୍ମାଙ୍କ ଯାତ୍ରା
ETVBHARAT
24 minutes ago
6:37
YUVA : పూల వ్యర్థాలతో పూజ వస్తువులు - సక్సెస్ఫుల్గా బిజినెస్ చేస్తున్న అన్నాచెల్లెళ్లు
ETVBHARAT
24 minutes ago
1:09
SPECIAL: झारखंड में एक्टिव हैं बच्चा चोर गिरोह! त्योहारों में बढ़ सकता है खतरा, पुलिस के साथ अभिभावकों को भी रहना होगा अलर्ट
ETVBHARAT
25 minutes ago
1:09
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
3 months ago
1:34
ଇନ୍ଦୋର ଭାଇରାଲ ଭିଡିଓକୁ ନେଇ ପଶ୍ଚିମ ରେଳବାଇ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟୀକରଣ, ସମୋସା ପାଇଁ ନୁହେଁ ସିଗନାଲ୍ ପାଇଁ ଅଟକିଥିଲା ଟ୍ରେନ
ETVBHARAT
3 months ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
3 months ago
3:00
ଓଡିଆ ସିନେମା ନିର୍ମାତା ରବି ସ୍ୱାଇଁଙ୍କ ଏକାଦଶାହ ଅବସରରେ ଭାବବିହ୍ୱଳ ହେଲା ଓଲିଉଡ୍ ଜଗତ
ETVBHARAT
6 months ago
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
6 months ago
3:01
ଉତ୍କଳ ଦିବସରେ ରସଗୋଲା ମହୋତ୍ସବ, ଗ୍ୟାସ ସଙ୍କଟ ପାଇଁ କମିଲା ମିଠା ଭେରାଇଟି
ETVBHARAT
6 months ago
1:32
Watch: ଗାଁକୁ ଆସି ପାଇଖାନା ଟାଙ୍କିରେ ଫସିଗଲା ହାତୀ, ଘଣ୍ଟାଏ ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ
ETVBHARAT
6 months ago
2:47
ଯାଜପୁରରେ ଭାରତ ବନ୍ଦର ପ୍ରଭାବ, ଦୋକାନ ବଜାର ବନ୍ଦ-ଗଡିଲାନି ଗାଡି
ETVBHARAT
8 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
8 months ago
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
9 months ago
1:20
ପୋଙ୍ଗଲ ଓ ମକର ସଂକ୍ରାନ୍ତି; ଆକର୍ଷଣୀୟ ବାଲୁକା ଆନିମେସନରେ ଶୁଭେଚ୍ଛା
ETVBHARAT
9 months ago
3:41
ରାଷ୍ଟ୍ରପତିଙ୍କ ଆନ୍ଧ୍ରପ୍ରଦେଶ ଗସ୍ତ, ତିରୁପତି ବାଲାଜୀଙ୍କ କଲେ ଦର୍ଶନ
ETVBHARAT
11 months ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
1 year ago
3:08
ଜୁଏଲ ଓରାମ ଙ୍କ ସହ 121
ETVBHARAT
2 years ago
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
1 year ago