Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ମହୀଶୂର ଦଶରା ହାତୀଙ୍କ ପାଇଁ ସ୍ବତନ୍ତ୍ର ଫାଇବରଯୁକ୍ତ ଖାଦ୍ୟ
2 months ago
ମହୀଶୂର: ଦଶରା ଉତ୍ସବ ପାଇଁ ଚଳଚଞ୍ଚଳ ମହୀଶୂର । ଉତ୍ସବ ମୁଖ୍ୟ ଆକର୍ଷଣ ସାଜିବାକୁ ଥିବା ହାତୀମାନଙ୍କର ବିଶେଷ ଯତ୍ନ ନିଆଯାଉଛି । ବିଶ୍ୱ ପ୍ରସିଦ୍ଧ ଜମ୍ବୁ ସବାରୀ ପାଇଁ ବିଭିନ୍ନ ହାତୀ କ୍ୟାମ୍ପରୁ ନଅଟି ଦଶରା ହାତୀ ମହୀଶୂର ସହରରେ ପହଞ୍ଚିଛନ୍ତି । ମହୀଶୂର ରାଜପ୍ରାସାଦ ପରିସରରେ ହାତୀମାନଙ୍କୁ କଡ଼ା ନଜରରେ ରଖାଯାଇଛି ଏବଂ ସତର୍କତାର ସହିତ ଖାଦ୍ୟ ଦିଆଯାଉଛି ।ବନ ସଂରକ୍ଷକ ରବି ଶଙ୍କର କହିଛନ୍ତି, "ଆମେ ହାତୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଡାଏଟ୍ ଆରମ୍ଭ କରିଛୁ । ଏହି ଡାଏଟ୍ ମୁଖ୍ୟତଃ ପତ୍ର, ଡାଳ ଏବଂ ଫାଇବରଯୁକ୍ତ ଖାଦ୍ୟ ଉପରେ ଧ୍ୟାନ ଦିଆଯାଉଛି । ଏହା ସହିତ ପର୍ଯ୍ୟାପ୍ତ ପ୍ରୋଟିନ୍ ଏବଂ କାର୍ବୋହାଇଡ୍ରେଟ୍ ମଧ୍ୟ ରହିଛି । ଫାଇବରଯୁକ୍ତ ଖାଦ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ କାରଣ ଆମେ ସେମାନଙ୍କୁ ମଣିଷ ଯେପରି ଖାଏ ସେହିପରି ଖାଦ୍ୟ ଦେଇପାରିବୁ ନାହିଁ । ସେମାନଙ୍କୁ ଏହି ସ୍ୱତନ୍ତ୍ର ଖାଦ୍ୟ ସହିତ ଖାପ ଖୁଆଇବାକୁ ତିନିରୁ ଚାରି ଦିନ ସମୟ ଲାଗିବ ।" ଦଶରା ଶୋଭାଯାତ୍ରା ପାଇଁ ତାଲିମ ନେବା ସମୟରେ ହାତୀମାନଙ୍କୁ ଶକ୍ତିଶାଳୀ ଏବଂ ସୁସ୍ଥ ରଖିବା ପାଇଁ ସତର୍କତାର ସହ ଖାଦ୍ୟ ଖାଇବାକୁ ଦିଆଯାଉଛି । ମହୀଶୂର ଦଶରା ଅକ୍ଟୋବର 11ରୁ ପାଳନ କରାଯିବ । ଏହା 21 ଅକ୍ଟୋବରରେ ବିଜୟ ଦଶମୀ ଦିନ ଶେଷ ହେବ ।ଏହା ମଧ୍ୟ ପଢ଼ନ୍ତୁ...ଗଛ ଉପରେ ମଣିଷ, ତଳେ ହାତୀ ପଲ: ଏକ ଘଣ୍ଟା ଚାଲିଥିଲା ଛକାପଞ୍ଝା ଖେଳ..କେନାଲରେ ଫସିଥିଲା ହାତୀ ଛୁଆ; ମାଆର ଅଦମ୍ୟ ଚେଷ୍ଟାରେ ହେଲା ଉଦ୍ଧାର, ସହଯୋଗ କଲା ବନ ବିଭାଗ
Category
🗞
News
Transcript
Display full video transcript
00:00
Thank you so much for joining us.
00:30
Thank you so much for joining us.
Show less
Recommended
1:52
ସ୍ୟାଣ୍ଡ ଆନିମେସନ୍ରେ ମା' ବିରଜାଙ୍କ ପ୍ରତିମୂର୍ତ୍ତି ଓ ରଥ
ETVBHARAT
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
3:42
ଅଗଷ୍ଟ 12ରେ ଏବର୍ଷର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ
ETVBHARAT
New
0:52
कोंच थाने में रिश्वत लेते सिपाही का वीडियो वायरल, आरोपी निलंबित
ETVBHARAT
New
1:25
Rajasthan Liquor Trader's Video Of Laxmi Pujan With Pile Of Cash Hits 120 Million Views
ETVBHARAT
3:37
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
1:16
ଅଟଳ ଟନେଲରେ ଜାରି ରହିଛି ପ୍ରବଳ ତୁଷାରପାତ, ଯାତାୟାତ ବାଧାପ୍ରାପ୍ତ
ETVBHARAT
2:39
'ଦିଲ୍ଲୀପ ରାୟଙ୍କ ଫୋନ ଆସିଥିଲା, ହେଲେ...'
ETVBHARAT
1:05
କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା
ETVBHARAT
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
1:11
ଝାରସୁଗୁଡ଼ାରେ ନେତାଜୀ ସୁଭାଷ ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମୋତ୍ସବ
ETVBHARAT
2:28
ଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
ETVBHARAT
2:04
ଗୁପ୍ତେଶ୍ୱର ଅଞ୍ଚଳରେ ମଣିଷ ପଣିଆ ଦେଖାଇଲେ ପୋଲିସ ଅଧିକାରୀ ଓ ସାଧାରଣଜନତା
ETVBHARAT
New
1:22
IIT Jodhpur's Indigenously Developed Alloy Could Revolutionise India's Defence, Aviation, Space Sectors
ETVBHARAT
New
2:04
छत्तीसगढ़ में हल्की ठंड की शुरुआत, अंबिकापुर में सबसे कम तापमान दर्ज, दुर्ग रहा गर्म
ETVBHARAT
New
4:19
'ದಿನಕ್ಕೆ 50ರಿಂದ 60 ಸಾವಿರ ರೂಪಾಯಿ ಖರ್ಚು ಮಾಡಲು ನಾನೇನು ಫೈವ್ ಸ್ಟಾರ್ ಹೋಟೆಲ್ನಲ್ಲಿ ಜೀವನ ಮಾಡ್ತಿದ್ದೀನಾ?': ಹಾಸನ ಡಿಸಿ ಲತಾಕುಮಾರಿ
ETVBHARAT
1:11
ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ପରେ ଜଳିଗଲେ ଦୁଇ ଡ୍ରାଇଭର
ETVBHARAT
2:05
Watch: ବାଲିରେ ମହାପ୍ରଭୁଙ୍କ ପ୍ରତିକୃତି, ପୂଜା ପାଉଛନ୍ତି ରଥକାଠ, ଅକ୍ଷୟ ତୃତୀୟାର ଶୁଭେଚ୍ଛା ଦେଲେ ସୁଦର୍ଶନ
ETVBHARAT
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT