Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
Watch: ବାଲିରେ ମହାପ୍ରଭୁଙ୍କ ପ୍ରତିକୃତି, ପୂଜା ପାଉଛନ୍ତି ରଥକାଠ, ଅକ୍ଷୟ ତୃତୀୟାର ଶୁଭେଚ୍ଛା ଦେଲେ ସୁଦର୍ଶନ
6 months ago
ପୁରୀ: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା । ଆଜି ମହାପ୍ରଭୁଙ୍କ ରଥଯାତ୍ରା ନିମନ୍ତେ ରଥ ନିର୍ମାଣ ଶୁଭାରମ୍ଭ ହେବ । ଏହି ପବିତ୍ର ଦିବସ ନେଇ ସାରା ଓଡ଼ିଶାରେ ଉତ୍ସାହ ଓ ଆନନ୍ଦର ମାହୋଲ । ଏହି ଅବସରରେ ପଵିତ୍ର ଅକ୍ଷୟ ତୃତୀୟା ଓ ରଥ ନିର୍ମାଣର ଶୁଭେଚ୍ଛା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀର ନିଳାଦ୍ରୀ ବିଚ୍ରେ ଏକ ସୁନ୍ଦର୍ ବାଲୁକା ଚିତ୍ରକଳା ତିଆରି କରିଛନ୍ତି ସୁଦର୍ଶନ । ବାଲିରେ ନିଖୁଣ ଚିତ୍ରକଳା:ବାଲିରେ ମହାପ୍ରଭୁଙ୍କ ପ୍ରତିକୃତି ତିଆରି ହେଇଥିବା ବେଳେ ତିନୋଟି ରଥକାଠକୁ ପୂଜାର୍ଚ୍ଚନା କରାଯାଉଥିବାର ପ୍ରତିକୃତିକୁ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ।
ଶୁଭେଚ୍ଛା ଜଣାଇଲେ ସୁଦର୍ଶନ: ଏହି ଅବସରରେ ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ‘ଆଜିର ପଵିତ୍ର ଦିବସରେ ମହାପ୍ରଭୁଙ୍କ ରଥ ନିର୍ମାଣ ଶୁଭାରମ୍ଭ ହୋଇଥାଏ । ଆଜି ହେଉଛି ଏକ ପବିତ୍ର ଦିବସ । ଏହି ଅବସରରେ ମୁଁ ମୋର ବାଲୁକା ଚିତ୍ରକଳା ମାଧ୍ୟମରେ ଏହି ପବିତ୍ର ଦିବସର ଶୁଭେଚ୍ଛା ଦେଇଛି । ମହାପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଏବଂ ସୁଖ ସମୃଦ୍ଧି ପ୍ରଦାନ କରନ୍ତୁ ।’
ଏହା ମଧ୍ୟ ପଢନ୍ତୁ:ପବିତ୍ର ଅକ୍ଷୟ ତୃତୀୟା: ଅଖିମୁଠି ଅନୁକୂଳ କରିବେ ଚାଷୀ, ଦାରୁବ୍ରହ୍ମଙ୍କ ରଥ ନିର୍ମାଣ ସହ ଚନ୍ଦନ ଯାତ୍ରା ଆରମ୍ଭରାତି ପାହିଲେ ଅକ୍ଷୟ ତୃତୀୟା; ସୁନା ବଜାରରେ ଖଚାଖଚ ଭିଡ, ଜାଣନ୍ତୁ, ସୁନା ଦୋକାନୀଙ୍କ ଅଫର୍...
Category
🗞
News
Transcript
Display full video transcript
00:00
Thank you for listening.
Show less
Recommended
1:52
|
Up next
ସ୍ୟାଣ୍ଡ ଆନିମେସନ୍ରେ ମା' ବିରଜାଙ୍କ ପ୍ରତିମୂର୍ତ୍ତି ଓ ରଥ
ETVBHARAT
5 days ago
2:04
Watch: ଗାଁରେ ବୁଲୁଥିଲା ୧୭ ଫୁଟ୍ ଲମ୍ବର ବିଶାଳ ଅଜଗର, ଛାନିଆ ଲୋକେ
ETVBHARAT
1 week ago
2:15
ଅଙ୍ଗନବାଡି ଲେଡିଜ୍ ୱାର୍କସ ଆସୋସିଏସନ୍ ତରଫରୁ ବିକ୍ଷୋଭ, ଦାବି ପୂରଣ ନହେଲେ କଲମ ଛାଡ଼ ଆନ୍ଦୋଳନ ଚେତାବନୀ
ETVBHARAT
1 week ago
0:51
Watch: ତାମିଲନାଡୁରେ ବିଦେଶୀ ବିହଙ୍ଗ, ସାଇବେରିଆନ ପକ୍ଷୀଙ୍କ କିଚିରି ମିଚିରି କରୁଛି ଆନମନା
ETVBHARAT
6 weeks ago
1:31
ମହୀଶୂର ଦଶରା ହାତୀଙ୍କ ପାଇଁ ସ୍ବତନ୍ତ୍ର ଫାଇବରଯୁକ୍ତ ଖାଦ୍ୟ
ETVBHARAT
6 weeks ago
0:51
एटा में ज्वेलर्स से तमंचे के बल पर लूट, 10 किलो चांदी और सोना लेकर फरार हुए बदमाश
ETVBHARAT
2 hours ago
1:18
प्रधानमंत्री मोदी को बेंजामिन नेतन्याहू का फोन आया; विशेष रणनीतिक साझेदारी को दोहराया
ETVBHARAT
2 hours ago
2:12
'वोट चोरी से बने हैं 14-14 बार के विधायक', उत्तराखंड में कांग्रेस पर लगा आरोप, बीजेपी नेत्री के खोला मोर्चा
ETVBHARAT
2 hours ago
1:52
बारिश की बेरुखी से बदल जाएगा मध्य प्रदेश का कृषि उत्पादन, गेहूं को छोड़कर दूसरी फसलों पर फोकस
ETVBHARAT
2 hours ago
0:52
रेवाड़ी में छाया अंधेरा, दुकानों में इनवर्टर ठप, मोमबत्तियां जलाकर चल रहा व्यापार
ETVBHARAT
2 hours ago
2:28
ଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
ETVBHARAT
7 weeks ago
1:53
ମିଳିଲାନି ଡ଼ଙ୍ଗା, ଅସୁସ୍ଥ ଜେଜେ ମାଆକୁ ଟିୟୁବରେ ଭସାଇ ଘରକୁ ଆଣିଲା ନାତି
ETVBHARAT
2 months ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
2 months ago
3:42
ଅଗଷ୍ଟ 12ରେ ଏବର୍ଷର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ
ETVBHARAT
3 months ago
3:37
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
3 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
6 months ago
3:38
Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର
ETVBHARAT
6 months ago
1:15
Watch: ଘର ଭିତରେ ଫଁ ପଁ ଗର୍ଜନ କରୁଥିଲା 14 ଫୁଟିଆ ଅହିରାଜ, ଉଦ୍ଧାର କଲା ବନବିଭାଗ
ETVBHARAT
7 months ago
5:00
ସଂସଦରେ ନକ୍ସଲବାଦ ଚର୍ଚ୍ଚା: ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ସମସ୍ୟା କରାଯାଉ, ଦାବି ଉଠାଇଲେ କୋରାପୁଟ ସାଂସଦ
ETVBHARAT
7 months ago
7:04
Watch: ରାମ ନାମରେ ପ୍ରକମ୍ପିତ ରାମ ମନ୍ଦିର, ଭକ୍ତି ରସରେ ଭିଜୁଛନ୍ତି ଭକ୍ତ
ETVBHARAT
7 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
7 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
7 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
9 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago