Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ମିଳିଲାନି ଡ଼ଙ୍ଗା, ଅସୁସ୍ଥ ଜେଜେ ମାଆକୁ ଟିୟୁବରେ ଭସାଇ ଘରକୁ ଆଣିଲା ନାତି
2 months ago
ଯାଜପୁର: ଅସୁସ୍ଥ ଜେଜେ ମାଆଙ୍କୁ ଟିୟୁବରେ ଭସାଇ ଭସାଇ ଘରକୁ ଆଣିଲା ନାତି । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଧନିପୁର୍ ଗାଁରେ ବନ୍ୟା ବିପନ୍ନଙ୍କ ବିକଳ ଚିତ୍ର । ଗାଁରେ ବନ୍ୟାଜଳ ମାଡ଼ିଯିବା ପରେ ଯାତାୟାତ ପାଇଁ କୌଣସି ଡ଼ଙ୍ଗା କିମ୍ବା ମଟର ବୋଟ୍ ନଥିବାରୁ ଟିୟୁବ୍ ସାଜିଛି ବିକଳ୍ପ । ଯଦି କାହାର ଦେହ ଖରାପ ହୁଏ ତେବେ ତାଙ୍କ ପାଇଁ ସାହାରା ସାଜିଛି ଟିୟୁବ୍ । ସେପଟେ ଅସୁସ୍ଥ ଜେଜେ ମାଆଙ୍କୁ ନାତି ଟିୟୁବ୍ ସାହାଯ୍ୟରେ ଭସାଇ ଭସାଇ ଘରକୁ ନେଉଥିବା ଚିତ୍ର ସାମ୍ନାକୁ ଆସିଛି ।ଗତ ଶୁକ୍ରବାର ସନ୍ଧ୍ୟାରେ ଉକ୍ତ ଗାଁର ଜଣେ ବୃଦ୍ଧାଙ୍କ ଦେହ ଖରାପ ହୋଇଥିଲା । ବନ୍ୟାପାଣିରେ ଗାଁ ଦାଣ୍ଡ ବୁଡ଼ି ଯାଇଥିବାରୁ ଆମ୍ବୁଲାନ୍ସ ତାଙ୍କ ଘର ପାଖରେ ପହଞ୍ଚିବା ଅସମ୍ଭବ ହୋଇ ପଡ଼ିଥିଲା । ଗାଁରେ ନ ଥିଲା ଡଙ୍ଗା କିମ୍ବା ବୋଟ୍ । ତେବେ ଅସୁସ୍ଥ ବୃଦ୍ଧାଙ୍କୁ ପରିବାର ଲୋକେ ଟିୟୁବ ସାହାଯ୍ୟରେ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଆଣିଥିଲେ । ମୁଖ୍ୟରାସ୍ତାରୁ ତାଙ୍କୁ ଅଟୋ ଯୋଗେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଶୁକ୍ରବାର ଉକ୍ତ ବୃଦ୍ଧାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ପରେ ତାଙ୍କୁ ପୂନର୍ବାର ଟିୟୁବ ସାହାଯ୍ୟରେ ଘରକୁ ନିଆଯାଇଛି ।ସେପଟେ ଏହି ଘଟଣାକୁ ନେଇ ଦଶରଥପୁର BDO ଆକାଶ ପଟ୍ଟନାୟକ କହିଛନ୍ତି," ମୁଁ ଆପଣଙ୍କ ଠାରୁ ଏହି ବିଷୟରେ ଖବର ପାଇଲି, ଯଥାଶୀଘ୍ର ସେ ଗାଁକୁ ବୋଟ୍ ବ୍ୟବସ୍ଥା କରାଯିବ । "
ଏହା ମଧ୍ୟ ପଢନ୍ତୁ...ଦୃଷ୍ଟିବାଧିତ କିନ୍ତୁ ସେବାର ସ୍ୱପ୍ନ ଅସୀମ... ବନ୍ୟା ବିପନ୍ନଙ୍କ ଆଖି ପାଲଟିଛନ୍ତି କେନ୍ଦ୍ରାପଡ଼ାର ସତ୍ୟ ନାୟକଇଟିଭି ଭାରତ, ଯାଜପୁର
Category
🗞
News
Transcript
Display full video transcript
00:00
Thank you so much for watching.
00:30
Thank you so much for watching.
Show less
Recommended
1:52
|
Up next
ସ୍ୟାଣ୍ଡ ଆନିମେସନ୍ରେ ମା' ବିରଜାଙ୍କ ପ୍ରତିମୂର୍ତ୍ତି ଓ ରଥ
ETVBHARAT
1 week ago
1:31
ମହୀଶୂର ଦଶରା ହାତୀଙ୍କ ପାଇଁ ସ୍ବତନ୍ତ୍ର ଫାଇବରଯୁକ୍ତ ଖାଦ୍ୟ
ETVBHARAT
7 weeks ago
2:28
ଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
ETVBHARAT
7 weeks ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
2 months ago
2:04
ଗୁପ୍ତେଶ୍ୱର ଅଞ୍ଚଳରେ ମଣିଷ ପଣିଆ ଦେଖାଇଲେ ପୋଲିସ ଅଧିକାରୀ ଓ ସାଧାରଣଜନତା
ETVBHARAT
3 months ago
2:31
द्वाराहाट में कांग्रेस की परिवर्तन शंखनाद रैली, 2027 में सरकार बनाने का किया दावा, बीजेपी पर साधा निशाना
ETVBHARAT
19 minutes ago
1:21
પૂર્ણિમા નિમિત્તે યાત્રાધામ શામળાજીમાં ભક્તોનું ઘોડાપૂર, વહેલી સવારથી દર્શન માટે ઉમટી ભીડ
ETVBHARAT
23 minutes ago
3:42
सूरजकुंड दिवाली मेले में छाए प्रतापगढ़ के चंद्रभान, रसोई में इस्तेमाल होने वाली फॉयल से बनाते हैं शानदार पेंटिंग, 30-35 लोगों को दे रहे रोजगार
ETVBHARAT
23 minutes ago
1:53
सोते बच्चे को लेकर मैराथन दौड़ी महिला, श्रीनगर में दिखा मनमोहक नजारा, लोगों को हौसले को किया सलाम
ETVBHARAT
23 minutes ago
0:45
भोपाल में मारपीट में घायल युवक की मौत, पुरानी रंजिश में हुआ था हमला, शाहजहानाबाद थाने का किया घेराव
ETVBHARAT
28 minutes ago
3:42
ଅଗଷ୍ଟ 12ରେ ଏବର୍ଷର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ
ETVBHARAT
3 months ago
3:37
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
3 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
6 months ago
3:38
Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର
ETVBHARAT
6 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
7 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
7 months ago
3:48
ନିଆଳିରେ 130 ବର୍ଷ ପୁରାତନ ଦୋପଟି ମେଲଣ ଆରମ୍ଭ, ହରିହର ଭେଟ ସହିତ ଏକାଠି ହେଲେ ୬୪ ବିମାନ
ETVBHARAT
8 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
9 months ago
4:09
କୋଣାର୍କ ମହୋତ୍ସବ: ଓଡ଼ିଶୀ ନୃତ୍ୟ ଦେଖି ଅଭିଭୂତ ହେଲେ ରାଜ୍ୟପାଳ
ETVBHARAT
11 months ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
11 months ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
1 year ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
1 year ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
2 years ago