Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର
7 months ago
ସମ୍ବଲପୁର: ଧୂମଧାମ୍ରେ ପାଳିତ ହୋଇଯାଇଛି ହନୁମାନ ଜୟନ୍ତୀ । ଏହି ଅବସରରେ ସମ୍ବଲପୁର ସହରରେ ଗତକାଲି (ମଙ୍ଗଳବାର) ସନ୍ଧ୍ୟାରେ ବିଭିନ୍ନ ସ୍ଥାନରୁ ହନୁମାନ ଜୟନ୍ତୀ ଅବସରରେ ଶୋଭାଯାତ୍ରା ବାହାରିଥିଲା । ଶୋଭାଯାତ୍ରା ବୃକସହିଲସ୍ଥିତ ହନୁମାନ ମନ୍ଦିରକୁ ପହଞ୍ଚିବା ପରେ ମହାଆଳତି ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ପ୍ରମୁଖ ଭାଗ ନେଇଥିଲେ ।
ହନୁମାନ ଜୟନ୍ତୀ ପାଇଁ ଶୋଭାଯାତ୍ରା:
ଏହା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୁନାପାଲି ଠାରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ଖଣ୍ଡା ଏବଂ ଗଦା ବୁଲେଇବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସେହିପରି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ମଧ୍ୟ ଗଦା ବୁଲେଇ ପ୍ରଭୁ ହନୁମାନଙ୍କ ଆଶୀର୍ବାଦ ଗ୍ରହଣ କରିଥିଲେ । ଅନ୍ୟପଟେ ଧନକଉଡ଼ା ପଟରୁ ବାହାରୁଥିବା ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବିଧାୟକ ଜୟନାରୟଣ ମିଶ୍ର ଆଦିବାସୀ ମହିଳା ମାନଙ୍କ ସହ ନୃତ୍ୟ କରିଥିଲେ । ଶେଷରେ ସହର ସମସ୍ତ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଜିଲ୍ଲା ସ୍କୁଲ ଛକରେ ଏକତ୍ରିତ ହୋଇଥିଲେ । ସମସ୍ତ ଶୋଭାଯାତ୍ରା ଗୁଡିକରେ ଭିନ୍ନ ଭିନ୍ନ ସାଂସ୍କୃତିକ ଦଳ ମାନଙ୍କ ସଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା । ଜିଲ୍ଲା ସ୍କୁଲ ଛକ ଠାରେ ଏକ ବିଶାଳ ଆତଶବାଜୀ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା ।
କଡ଼ା ସୁରକ୍ଷା ବ୍ୟବସ୍ଥା:
ଶୋଭାଯାତ୍ରାକୁ ଦେଖିବା ପାଇଁ ଜିଲ୍ଲା ସ୍କୁଲ ଛକରେ ବିଶାଳ ଜନ ସମାଗମ ହୋଇଥିଲା । ହନୁମାନ ଜୟନ୍ତୀ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହେବାପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ସମ୍ବଲପୁର ଏସ୍ପି ନିଜେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । 52 ପ୍ଲାଟୁନ ପୋଲିସ ଫୋର୍ସ ସହରରେ ମୁତୟନ କରାଯାଇଥିବା ନେଇ ଏସପି କହିଥିଲେ ।
ଏହା ମଧ୍ୟ ଦେଖନ୍ତୁ: ପବିତ୍ର ପଣା ସଂକ୍ରାନ୍ତି; ଘଟଗାଁ ମା' ତାରିଣୀଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ, କହିଲେ ଆମ ସରକାର ଫୋକସରେ ସମସ୍ତଙ୍କ ଉନ୍ନତି
ଇଟିଭି ଭାରତ, ସମ୍ବଲପୁର
Category
🗞
News
Transcript
Display full video transcript
00:29
I'll see you next time
Show less
Recommended
2:04
|
Up next
Watch: ଗାଁରେ ବୁଲୁଥିଲା ୧୭ ଫୁଟ୍ ଲମ୍ବର ବିଶାଳ ଅଜଗର, ଛାନିଆ ଲୋକେ
ETVBHARAT
3 weeks ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
3 months ago
3:37
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
3 months ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
4 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
6 months ago
1:42
झांसी और आगरा में विजिलेंस का एक्शन; 2 जेई और 1 संविदाकर्मी रिश्वत लेते गिरफ्तार
ETVBHARAT
16 minutes ago
2:04
ঘূর্ণিঝড় মুরাসু'র ল্যান্ডফলে অন্ধ্রে ভারী বর্ষণ, বিক্ষিপ্ত বৃষ্টির পূর্বাভাস বাংলায়
ETVBHARAT
22 minutes ago
1:01
छत्तीसगढ़ राज्योत्सव का भव्य समापन आज, केंद्रीय गृहमंत्री अमित शाह राज्य अलंकरण के चयनित विभूतियों को करेंगे सम्मानित
ETVBHARAT
38 minutes ago
0:56
CM योगी का ऐलान: UP में अग्निवीरों को बिना परीक्षा मिलेगी नौकरी; हर विभाग में 20% भर्ती
ETVBHARAT
40 minutes ago
0:56
Fire Under Control, Says HPCL After Massive Blaze At Visakhapatnam Refinery; No Casualties
ETVBHARAT
45 minutes ago
2:58
Watch: ଚଷମା ଦୋକାନରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ
ETVBHARAT
6 months ago
2:05
Watch: ବାଲିରେ ମହାପ୍ରଭୁଙ୍କ ପ୍ରତିକୃତି, ପୂଜା ପାଉଛନ୍ତି ରଥକାଠ, ଅକ୍ଷୟ ତୃତୀୟାର ଶୁଭେଚ୍ଛା ଦେଲେ ସୁଦର୍ଶନ
ETVBHARAT
7 months ago
2:49
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
7 months ago
1:15
Watch: ଘର ଭିତରେ ଫଁ ପଁ ଗର୍ଜନ କରୁଥିଲା 14 ଫୁଟିଆ ଅହିରାଜ, ଉଦ୍ଧାର କଲା ବନବିଭାଗ
ETVBHARAT
7 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
8 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
8 months ago
2:22
Watch: ଶାନ୍ତି ଶୃଙ୍ଖଳାରେ ମାତୃଭାଷା ପରୀକ୍ଷା ଶେଷ, ସହଜ ପ୍ରଶ୍ନ ଦେଖି ଖୁସି ପରୀକ୍ଷାର୍ଥୀ
ETVBHARAT
9 months ago
2:55
Watch: ଜନମାନବ ଶୂନ୍ୟ ଦ୍ବୀପ 'ଉଡ଼ାବାଲି'ରେ ଉଡ଼ିଲା ତ୍ରିରଙ୍ଗା
ETVBHARAT
9 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
10 months ago
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
10 months ago
3:37
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
ETVBHARAT
11 months ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
11 months ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
1:03
ସୁନା ବେଶରେ ଦର୍ଶନ ଦେଲେ ମା' କଟକ ଚଣ୍ଡୀ
ETVBHARAT
1 year ago