Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
Watch: ଚଷମା ଦୋକାନରେ ଅଗ୍ନିକାଣ୍ଡ, ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ
6 months ago
ସମ୍ବଲପୁର: ସମ୍ବଲପୁର ସହର ବୁଢାରଜା ଫାଟକ ନିକଟରେ ଥିବା ଏକ ଚଷମା ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଆଜି ଭୋର ପ୍ରାୟ ସାଢେ 5ଟା ସମୟରେ ଦୋକାନ ଜଳୁଥିବା ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଅଗ୍ନିଶମ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲା । ପ୍ରାୟ 2 ଘଣ୍ଟା ଉଦ୍ୟମ ପରେ ନିଆଁ ଲିଭିଥିଲା । ନିଆଁ ଲିଭା କାର୍ଯ୍ୟରେ ସମ୍ବଲପୁର ଜିଲ୍ଲା ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ ଉପସ୍ଥିତ ଥିଲେ । ତାଙ୍କ କହିବା ଅନୁସାରେ, ରାତିରେ ସମ୍ବଲପୁର ସହରରେ ବର୍ଷା ହେବା ସହ ଜୋରରେ ପବନ ବହିଥିଲା । ଫଳରେ ସାରା ସହରରେ ବିଦ୍ୟୁତ ଚାଲି ଯାଇଥିଲା । ଆଜି ସକାଳୁ ପୁଣି ବିଦ୍ୟୁତ ସଂଯୋଗ କରାଯିବା ସମୟରେ କୌଣସି ସର୍ଟ ସର୍କିଟ ଯୋଗୁଁ ଏହି ନିଆଁ ଲାଗି ଥାଇପାରେ ବୋଲି ଅନୁମାନ କରାଯାଉଛି । ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ କହିଛନ୍ତି, "ଏହି ଘଟଣା ନେଇ ଆମେ ସକାଳ ପ୍ରୟ 6ଟା 15 ମିନିଟରେ ସୂଚନା ପାଇ ଘଟଣାସ୍ଥଳକୁ ପହଞ୍ଚି ତୁରନ୍ତ ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିଲୁ । ନିଆଁକୁ ଆୟତ୍ତ କରିବାକୁ ଆମକୁ ପ୍ରାୟ 2 ଘଣ୍ଟା ସମୟ ଲାଗିଥିଲା ।"
ତେବେ କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଚଷମା ଦୋକାନ ପାଖରେ ଏକ ବଦ୍ୟୁତ ଟ୍ରାନ୍ସଫରମର ରହିଛି । ପ୍ରଥମେ ସେଠାରେ କୌଣସି କାରଣ ଯୋଗୁଁ ନିଆଁ ଲାଗିବା ପରେ ଚଷମା ଦୋକାନରେ ନିଆଁ ବ୍ୟାପି ଥାଇପାରେ l ଏହି ଘଟଣାରେ କୌଣସି ବ୍ୟକ୍ତି ମୃତାହତ ହୋଇନାହାନ୍ତି ।ଏହା ମଧ୍ୟ ପଢ଼ନ୍ତୁ...ଜାତୀୟ ରାଜପଥରେ ହୁତୁହୁତୁ ଜଳିଗଲା ଟ୍ରକ୍, ଅସମ୍ଭାଳ ଟ୍ରାଫିକ୍ ଜାମରେ ଲୋକେ ହନ୍ତସନ୍ତହାଇକୋର୍ଟ ସମୁଖ ଅଗ୍ନିକାଣ୍ଡ ଘଟଣାରେ ଚାଞ୍ଚଲ୍ୟକର ତଥ୍ୟ, ଜାଣିଶୁଣି ମହିଳା ଲଗାଇଥିଲେ ନିଆଁଇଟିଭି ଭାରତ, ସମ୍ବଲପୁର
Category
🗞
News
Transcript
Display full video transcript
00:00
Thank you for listening.
Show less
Recommended
2:04
|
Up next
Watch: ଗାଁରେ ବୁଲୁଥିଲା ୧୭ ଫୁଟ୍ ଲମ୍ବର ବିଶାଳ ଅଜଗର, ଛାନିଆ ଲୋକେ
ETVBHARAT
2 weeks ago
0:51
Watch: ତାମିଲନାଡୁରେ ବିଦେଶୀ ବିହଙ୍ଗ, ସାଇବେରିଆନ ପକ୍ଷୀଙ୍କ କିଚିରି ମିଚିରି କରୁଛି ଆନମନା
ETVBHARAT
7 weeks ago
1:31
ମହୀଶୂର ଦଶରା ହାତୀଙ୍କ ପାଇଁ ସ୍ବତନ୍ତ୍ର ଫାଇବରଯୁକ୍ତ ଖାଦ୍ୟ
ETVBHARAT
7 weeks ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
3 months ago
3:42
ଅଗଷ୍ଟ 12ରେ ଏବର୍ଷର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ
ETVBHARAT
3 months ago
3:45
दरभंगा स्नातक सीट पर RJD के लिए 'कोटा सिस्टम' बना संजीवनी, अनिल झा को मिला जीत का सर्टिफिकेट
ETVBHARAT
15 minutes ago
3:16
काशी में मनाया करवा चौथ का त्योहार; हमीरपुर में चांद देखते समय छत से गिरी महिला की मौत
ETVBHARAT
27 minutes ago
3:53
अलवर: पिछले साल नदी-नालों में फेंका, इस साल उसी लाल प्याज ने चमकाई किसानों की किस्मत
ETVBHARAT
43 minutes ago
2:41
झारखंड में कर चोरी पर लगेगी लगामः छह महीने में तैयार होगा IRIS सिस्टम, कई विभागों के पोर्टल होंगे एकीकृत
ETVBHARAT
53 minutes ago
2:31
विश्व बचत दिवस : गुल्लक से शुरू हुई सेविंग्स की आदत, अब डिजिटलाइजेशन से हाईटेक हुए बचत के तरीके
ETVBHARAT
1 hour ago
3:37
କୁଲା ଓ 3Dରେ କଳାକୃତି କରି ରାଷ୍ଟ୍ରପତିଙ୍କ ପାଇଁ ଉପହାର ଆଣିଲେ ଦୁଇ ଗଞ୍ଜାମ ଯୁବକ
ETVBHARAT
3 months ago
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
5 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
6 months ago
2:34
ନିହଣ ମୁନରେ କମ୍ପୁଛି ରଥଖଳା; ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟ
ETVBHARAT
6 months ago
2:05
Watch: ବାଲିରେ ମହାପ୍ରଭୁଙ୍କ ପ୍ରତିକୃତି, ପୂଜା ପାଉଛନ୍ତି ରଥକାଠ, ଅକ୍ଷୟ ତୃତୀୟାର ଶୁଭେଚ୍ଛା ଦେଲେ ସୁଦର୍ଶନ
ETVBHARAT
6 months ago
1:15
Watch: ଘର ଭିତରେ ଫଁ ପଁ ଗର୍ଜନ କରୁଥିଲା 14 ଫୁଟିଆ ଅହିରାଜ, ଉଦ୍ଧାର କଲା ବନବିଭାଗ
ETVBHARAT
7 months ago
5:00
ସଂସଦରେ ନକ୍ସଲବାଦ ଚର୍ଚ୍ଚା: ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ସମସ୍ୟା କରାଯାଉ, ଦାବି ଉଠାଇଲେ କୋରାପୁଟ ସାଂସଦ
ETVBHARAT
7 months ago
7:04
Watch: ରାମ ନାମରେ ପ୍ରକମ୍ପିତ ରାମ ମନ୍ଦିର, ଭକ୍ତି ରସରେ ଭିଜୁଛନ୍ତି ଭକ୍ତ
ETVBHARAT
7 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
7 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
7 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
10 months ago
2:49
ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ
ETVBHARAT
10 months ago
1:05
କଳାହାଣ୍ଡିରେ ପ୍ରଥମ ତୁଷାରପାତ, ଥରୁଛି ସମଗ୍ର ଜିଲ୍ଲା
ETVBHARAT
11 months ago
2:15
ବ୍ୟଞ୍ଜନ ଦ୍ବାଦଶୀ: 108 ପ୍ରକାର ବ୍ୟଞ୍ଜନରେ ତୃପ୍ତ ହେଲେ ପ୍ରଭୁ ସିଦ୍ଧ ଜଗନ୍ନାଥ
ETVBHARAT
11 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
11 months ago