Skip to player
Skip to main content
Watch fullscreen
Add to Playlist
Report
ETVBHARAT
Follow
ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ
9 months ago
ଖୋର୍ଦ୍ଧା: ବାଘମାରୀ ଅଟ୍ରିସ୍ଥିତ ଏକାଦଶ ରୁଦ୍ର ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ସ୍ବର୍ଣ୍ଣ ଧନୁ ଯାତ୍ରା । ସ୍ବର୍ଣ୍ଣ ଧନୁ ପ୍ରଥମେ ରାଉରକେଲା ହନୁମାନ ବାଟିକାରୁ ବାହାରି ବିଭିନ୍ନ ପୀଠ ପରିଭ୍ରମଣ କରି ଆଜି (ରବିବାର) ଅଟ୍ରିରେ ଥିବା ଏକାଦଶ ରୁଦ୍ର ବାବା ହଟ୍ଟକେଶ୍ବରଙ୍କ ପୀଠରେ ପହଞ୍ଚିଛି । ବର୍ତ୍ତମାନ ହଟ୍ଟକେଶ୍ବରଙ୍କ ପୀଠରେ ମକର ମେଳା ଚାଲୁଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଏହି ସ୍ବର୍ଣ୍ଣ ଧନୁ ଦେଖିବାର ସୁଯୋଗ ପାଇଛନ୍ତି । ସେହିପରି ଏକାଦଶ ରୁଦ୍ର ବାବା ହଟ୍ଟକେଶ୍ବରଙ୍କ ଠାରୁ ଆଜ୍ଞା ମାଳ ଆସି ଘଣ୍ଟ ଘଣ୍ଟା ଖୋଳ ଝାଞ୍ଜରେ ଜୋରଦାର ସ୍ବର୍ଣ୍ଣ ଧନୁକୁ ସ୍ବାଗତ କରାଯାଇଛି । ସ୍ବର୍ଣ୍ଣ ଧନୁ ହଟ୍ଟକେଶ୍ବରଙ୍କ ପୀଠରୁ ବାହାରି ଭୁବନେଶ୍ବର ବାବା ଲିଙ୍ଗରାଜ ମନ୍ଦିର ଯିବ। ସେଠାରୁ ଶ୍ରୀକ୍ଷେତ୍ର ଯିବା ପରେ ସିଧା ଅଯୋଧ୍ୟା ଯିବ । ଏହି ଧନୁ ଅଯୋଧ୍ୟା ପ୍ରଭୁ ଶ୍ରୀରାମ ମନ୍ଦିରରେ ସ୍ଥାନ ପାଇବ ।ତେବେ ସ୍ବର୍ଣ୍ଣ ଧନୁକୁ ଦେଖିବାକୁ ହଟ୍ଟକେଶ୍ବର ମନ୍ଦିର ପରିସରରେ ଜୋରଦାର ଭିଡ ପରିଲିକ୍ଷିତ ହୋଇଥିଲା ଏବଂ ମକର ମେଳାରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ସ୍ବର୍ଣ୍ଣ ଧନୁଷକୁ ପାଖରୁ ପାଇଁ ବେଶ ଆନନ୍ଦିତ ହୋଇଥିବା ଦେଖିବାକୁ ମିଳିଥିଲା । ଯୁବ ସମାଜସେବୀ ମାନସ ବେହେରା କହିଛନ୍ତି, "ଆମର ସୌଭାଗ୍ୟ ଯେ, ବିଭିନ୍ନ ଜିଲ୍ଲା ଅତିକ୍ରମ କରିବା ପରେ ସ୍ବର୍ଣ୍ଣ ଧନୁ ପବିତ୍ର ହାଟକେଶ୍ୱର ପୀଠରେ ପହଞ୍ଚିଛି । ଏଠାରୁ ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଯିବା ପରେ ପୁରୀ ଧାମରେ ପହଞ୍ଚିବ । ଜଗନ୍ନାଥ ଧାମରେ ପୂଜାର୍ଚ୍ଚନା କରାଯାଇ ସେଠାରୁ ଆସନ୍ତା 22 ତାରିଖରେ ଅଯୋଧ୍ୟା ଯିବ ଏବଂ ସେଠାରେ ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ରହିଛି । ଅଞ୍ଚଳବାସୀ ଆଜି ଏହାକୁ ଦେଖିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।" ଏହା ମଧ୍ୟ ପଢ଼ନ୍ତୁ...ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନାWatch: ବିଶ୍ବର ସବୁଠୁ ବଡ଼ ଶିବଲିଙ୍ଗ ସ୍ଥାପନସେହିପରି ବାବା ହାଟକେଶ୍ୱରଙ୍କ ପୂଜକ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, "ସ୍ବର୍ଣ୍ଣ ଧନୁ ଯାତ୍ରାକୁ ଦେଖି ବହୁତ ଖୁସି ଲାଗୁଛି । ମହାଦେବ ଶିବଙ୍କ ଇଷ୍ଟ ହେଉଛନ୍ତି ରଘୁନାଥ ମହାପ୍ରଭୁ । ଏବେ ହାଟକେଶ୍ୱରଙ୍କ ମକର ଯାତ୍ରା ଚାଲିଥିବା ବେଳେ ମହାପ୍ରଭୁଙ୍କ ଆଜ୍ଞା ଦେଇ ଆମେ ସ୍ୱାଗତ କରିଛୁ ।"
ଇଟିଭି ଭାରତ, ଖୋର୍ଦ୍ଧା
Category
🗞
News
Transcript
Display full video transcript
00:00
Oh
00:30
It's been a long time for a long time, and it's been a long time for a long time.
01:00
Thank you very much.
01:30
Thank you very much.
02:00
Thank you very much.
02:30
Thank you very much.
Show less
Recommended
2:04
|
Up next
Watch: ଗାଁରେ ବୁଲୁଥିଲା ୧୭ ଫୁଟ୍ ଲମ୍ବର ବିଶାଳ ଅଜଗର, ଛାନିଆ ଲୋକେ
ETVBHARAT
3 days ago
0:46
Watch: ପୁରୀର ରେଲୱେ କୋଚିଂ ଡିପୋରୁ ବିଶାଳ ୧୨ ଫୁଟ ଅଜଗର ଉଦ୍ଧାର
ETVBHARAT
4 days ago
1:31
ମହୀଶୂର ଦଶରା ହାତୀଙ୍କ ପାଇଁ ସ୍ବତନ୍ତ୍ର ଫାଇବରଯୁକ୍ତ ଖାଦ୍ୟ
ETVBHARAT
5 weeks ago
1:53
ମିଳିଲାନି ଡ଼ଙ୍ଗା, ଅସୁସ୍ଥ ଜେଜେ ମାଆକୁ ଟିୟୁବରେ ଭସାଇ ଘରକୁ ଆଣିଲା ନାତି
ETVBHARAT
2 months ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
2 months ago
1:29
यूट्यूबर ध्रुव राठी के खिलाफ जमानती वारंट जारी, 2018 के क्रिमिनल मानहानी से जुड़ा है मामला
ETVBHARAT
11 minutes ago
1:59
काशी विद्यापीठ में तिरंगा यात्रा; जालौन में CJP के खिलाफ ABVP का प्रदर्शन, पुतला फूंककर जताया विरोध
ETVBHARAT
12 minutes ago
1:29
जालौन में कक्षा 8 की छात्रा आस्था बिश्नोई बनीं 1 दिन की कोतवाल, फरियादियों की समस्याएं सुनीं
ETVBHARAT
14 minutes ago
3:29
हिमाचल में 54 साल बाद नए जिलों की सुगबुगाहट, आयोग के गठन पर मचा सियासी घमासान
ETVBHARAT
17 minutes ago
4:09
ಸಿಎಂರನ್ನೂ ಟ್ರ್ಯಾಪ್ ಮಾಡಿರಬಹುದು ಎಂಬ ಅನುಮಾನ ಇದೆ: ಹೆಚ್.ಡಿ. ಕುಮಾರಸ್ವಾಮಿ
ETVBHARAT
18 minutes ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
3 months ago
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
5 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
6 months ago
2:49
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
6 months ago
4:28
Watch: ନେତାଙ୍କୁ ଏକାଠି କଲା ପଖାଳ କଂସା, ବାଣ୍ଟିଲା ଭାଇଚାରା
ETVBHARAT
7 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
7 months ago
2:30
ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ; ଟିମ୍ ଇଣ୍ଡିଆ ବିଜୟ ପାଇଁ ଜାଗର ବ୍ରତ ସହ ଦୀପ ଜାଳିଲେ ଫ୍ୟାନ୍ସ
ETVBHARAT
8 months ago
2:55
Watch: ଜନମାନବ ଶୂନ୍ୟ ଦ୍ବୀପ 'ଉଡ଼ାବାଲି'ରେ ଉଡ଼ିଲା ତ୍ରିରଙ୍ଗା
ETVBHARAT
9 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
9 months ago
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
9 months ago
3:37
ବାରବାଟୀ ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ ନିକଟରେ ଜମିଲାଣି ଫ୍ୟାନ୍ସ ଙ୍କ ଭିଡ଼
ETVBHARAT
10 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
11 months ago
2:24
ଚିନ୍ତା ବଢ଼ାଇଛି ପ୍ରଦୂଷଣ, ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇବାକୁ ଅନୁଗୋଳରୁ ସାଇକେଲ ଯାତ୍ରା
ETVBHARAT
2 years ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
1 year ago
2:54
ହରିବୋଲ ହୁଳହୁଳିରେ ଗୁଞ୍ଜରିତ ହବିଷ୍ୟାଳି ଶିବିର, ରାଧା-କୃଷ୍ଣ ଜପରେ କଟୁଛି ଦିନ
ETVBHARAT
1 year ago