Skip to player
Skip to main content
Watch fullscreen
Add to Playlist
Report
ETVBHARAT
Follow
ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ; ଟିମ୍ ଇଣ୍ଡିଆ ବିଜୟ ପାଇଁ ଜାଗର ବ୍ରତ ସହ ଦୀପ ଜାଳିଲେ ଫ୍ୟାନ୍ସ
9 months ago
କଟକ: ଆଉ କିଛି ସମୟ ପରେ T20 ବିଶ୍ଵକପରେ ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ । ଆଜି ଶିବରାତ୍ରିରେ ଏହି ମ୍ୟାଚ ଖେଳା ଯାଉଥିବା ବେଳେ ଭାରତ ବିଜୟୀ ପାଇଁ ଫ୍ୟାନଙ୍କ ପୂଜାର୍ଚ୍ଚନା ସହ ଦୀପ ଦାନ । ବିଶେଷକରି ଶିବ ମନ୍ଦିରରେ ଫ୍ୟାନମାନେ ଦୀପ ଜାଳି ଭାରତ ବିଜୟ ପାଇଁ ପାର୍ଥନା କରିଛନ୍ତି । ଏମିତିକି କିଛି ଫ୍ୟାନ ଭାରତ ପାଇଁ ଆଜି ଉପବାସ କରିଛନ୍ତି । ସନ୍ଧ୍ୟା ସମୟରେ ଏହି ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ମ୍ୟାଚ ସମୟରେ ମନ୍ଦିରରେ ଦୀପ ଜାଳି ପାର୍ଥନା କରିବା ସହ ଭାରତ ବିଜୟ ହେବ ବୋଲି ଆଶା ରଖିଛନ୍ତି ଫ୍ୟାନ୍ସମାନେ ।
ଯୁବ ତାରକା ଅଭିଷେକ ଶର୍ମା ଆଜି ରେକର୍ଡ଼ କରିବେ ବୋଲି ଆଶା ରଖିଛନ୍ତି ପ୍ରଶଂସକ । ସେହିପରି ହାର୍ଦିକ ପାଣ୍ଡ୍ୟା, ଅଧିନାୟକ ସୂର୍ଯ୍ୟ କୁମାର ଯାଦବ, ଇଷାନ କିଷାନ ଆଜି ଭଲ ପ୍ରଦର୍ଶନ କରିବେ ବୋଲି ଫ୍ୟାନ୍ସ ମାନେ ଆଶା ରଖିଛନ୍ତି । ଆଜି ପାକିସ୍ତାନକୁ ଭାରତ ଧୂଳି ଚଟାଇବ ବୋଲି ଆଶଙ୍କା କରିଛନ୍ତି ଭାରତୀୟ ଫ୍ୟାନ୍ସ । ଏନେଇ ଦେବାଶିଷ ଦାସ ନାମକ ଜଣେ ଯୁବକ କହିଛନ୍ତି, "ଭାରତ ପାକିସ୍ତାନ ମ୍ୟାଚ ସବୁବେଳେ ରୋମାଞ୍ଚକର ରହିଥାଏ । ଆଜି ମହା ଶିବରାତ୍ରୀ । ଆମେ ପ୍ରଭୁଙ୍କ ପାଖରେ ଦୀପ ଜାଳିଛୁ । ଭାରତ ନିଶ୍ଚୟ ବିଜୟ ହେବ ।"ସେହିପରି ସୁରେଶ ସାହୁ ନାମକ ଅନ୍ୟତମ ପ୍ରଶଂସକ କହିଛନ୍ତି, "ମୁଁ ପ୍ରଥମ ଥର ପାଇଁ ଆଜି ଜାଗର କରୁଛି ଭାରତର ବିଜୟ ପାଇଁ । ପୂର୍ବରୁ କେବେ ଉପବାସ କରିନଥିଲି । ମାତ୍ର ଆଜି ଶିବରାତ୍ରିରେ ଭାରତ ପାକିସ୍ତାନ ମ୍ୟାଚ ଥିବାରୁ ମୁଁ ଆଜି ଉପବାସ ରଖିଛି । ଏମିତିକି ଆମେ 10ରୁ 15 ଜଣ ଯୁବକ,ମ୍ୟାଚ ଆରମ୍ଭରୁ ଶେଷ ଯାଏ ଦୀପ ଜାଳି ଭାରତ ଜିତିବା ପାଇଁ ପାର୍ଥନା କରିବୁ ।"ଇଟିଭି ଭାରତ, କଟକ
Category
🗞
News
Transcript
Display full video transcript
00:07
Music
00:08
Music
00:09
Music
00:09
Music
00:12
Music
00:20
Music
00:20
Music
00:21
Music
00:21
Music
00:21
Music
01:19
Thank you very much.
01:51
Thank you very much.
02:21
Thank you very much.
Show less
Recommended
1:52
|
Up next
ସ୍ୟାଣ୍ଡ ଆନିମେସନ୍ରେ ମା' ବିରଜାଙ୍କ ପ୍ରତିମୂର୍ତ୍ତି ଓ ରଥ
ETVBHARAT
2 weeks ago
4:27
ମୋଦିଙ୍କ ଜନ୍ମଦିନରେ ବେଦପାଠରେ କମ୍ପିଲା ମନ୍ଦିର ପରିସର; ୪୦ ହଜାର ଟ୍ରାଇବାଲ ପିଲା କାଟିଲେ କେକ୍, ସମୂହ ଦୀପ ପ୍ରଜ୍ୱଳନ
ETVBHARAT
6 weeks ago
2:28
ଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
ETVBHARAT
2 months ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
3 months ago
2:04
ଗୁପ୍ତେଶ୍ୱର ଅଞ୍ଚଳରେ ମଣିଷ ପଣିଆ ଦେଖାଇଲେ ପୋଲିସ ଅଧିକାରୀ ଓ ସାଧାରଣଜନତା
ETVBHARAT
3 months ago
3:36
राहुल गांधी के आह्वान पर रांची से दिल्ली रवाना हुए टाना भगत, वोट बचाओ देश बचाओ रैली में होंगे शामिल, साथ जा रहे जलावन-बर्तन-राशन
ETVBHARAT
8 minutes ago
2:17
बालमुकुंद आचार्य बोले- नसीरुद्दीन शाह जैसे कलाकारों की फिल्मों और विज्ञापनों का हो बहिष्कार, डोटासरा को दिया तगड़ा जवाब
ETVBHARAT
10 minutes ago
3:08
নির্বিঘ্ন হবে হাতির যাতায়াত ! 4টি নতুন করিডোর বাগডোগরা সেনাছাউনিতে, সরবে সেনার ইঞ্জিনিয়ার পার্কও
ETVBHARAT
10 minutes ago
2:04
बाबूलाल मरांडी ने हजारीबाग में राहुल गांधी पर कसा तंज, कहा- मानसिक संतुलन खो बैठे हैं
ETVBHARAT
13 minutes ago
6:37
కూచిపూడిలో రాణిస్తున్న మంచిర్యాల యువతి - జాతీయ, అంతర్జాతీయ స్థాయిలో 750కి పైగా ప్రదర్శనలు
ETVBHARAT
13 minutes ago
1:44
ବ୍ରହ୍ମପୁରରେ ସୋନମ ୱାଙ୍ଗଚୁକଙ୍କ ଆନ୍ଦୋଳନକୁ ସମର୍ଥନ: ଶାନ୍ତିପୂର୍ଣ୍ଣ ଧାରଣା ସହିତ ପ୍ରତିବାଦ
ETVBHARAT
3 months ago
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
5 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
6 months ago
3:38
Watch: ଜୟ ଶ୍ରୀରାମ ଧ୍ବନିରେ କମ୍ପିଲା ସମ୍ବଲପୁର ସହର, ଖଣ୍ଡା ଓ ଗଦା ବୁଲାଇଲେ ଧର୍ମେନ୍ଦ୍ର
ETVBHARAT
7 months ago
2:49
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
7 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
7 months ago
2:41
Mahashivratri 2026: ୬୦ ଟନ ବାଲିରେ ମହାଦେବଙ୍କ ବିଶାଳ ପ୍ରତିମୂର୍ତ୍ତି
ETVBHARAT
9 months ago
2:55
Watch: ଜନମାନବ ଶୂନ୍ୟ ଦ୍ବୀପ 'ଉଡ଼ାବାଲି'ରେ ଉଡ଼ିଲା ତ୍ରିରଙ୍ଗା
ETVBHARAT
9 months ago
2:03
କଟପାଙ୍କ ନାଚରେ ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ
ETVBHARAT
9 months ago
2:49
ବାବା ହଟକେଶ୍ୱରଙ୍କ ପୀଠରେ ପହଞ୍ଚିଲା ଅଯୋଧ୍ୟା ଯାଉଥିବା ସ୍ୱର୍ଣ୍ଣ ଧନୁ
ETVBHARAT
9 months ago
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
10 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
11 months ago
1:34
ଦୀପାବଳିରେ ମାଟି ଦିପର ଚାହିଦା, ବ୍ରହ୍ମପୁର ବଜାରରେ ଗ୍ରାହକଙ୍କ ଭିଡ
ETVBHARAT
1 year ago
2:53
ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
2 years ago
3:17
ଚକେଇସିଆଣୀରେ ଚକ୍ଚକ୍ କରୁଛି ୬୫ ଫୁଟ ରୂପା ରାଜପ୍ରସାଦ
ETVBHARAT
1 year ago