Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
Watch: ପୁରୀର ରେଲୱେ କୋଚିଂ ଡିପୋରୁ ବିଶାଳ ୧୨ ଫୁଟ ଅଜଗର ଉଦ୍ଧାର
2 weeks ago
ପୁରୀ: ବିରାଟକାୟ ଅଜଗର ସାପ ଉଦ୍ଧାର । ପୁରୀ ରେଳ ଷ୍ଟେସନ ନିକଟରେ ଥିବା ରେଲୱେ କୋଚିଂ ଡିପୋରୁ ଆଜି (ମଙ୍ଗଳବାର) ପୂର୍ବାହ୍ନ ୧୦ ଟା ୩୦ ରେ ପୁରୀ ସ୍ନେକ ହେଲ୍ପଲାଇନ ସଦସ୍ୟ ସଂଗ୍ରାମ କେଶରୀ ଦାଶ ଓ ବନ ବିଭାଗର କର୍ମଚାରୀ ଉଦ୍ଧାର କରିଛନ୍ତି । ଏହାର ଓଜନ ୧୫ କିଲୋ ଓ ଲମ୍ବ ୧୨ ଫୁଟ ଥିବା ଜଣାପଡିଛି । ଘଟଣାସ୍ଥଳରେ ସାପକୁ ଦେଖିବା ପାଇଁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା । ରେଲୱେ କୋଚିଂ ଡିପୋରୁ ଅଜଗର ସାପ ଉଦ୍ଧାର ହେବା ଘଟଣା ସମଗ୍ର ପୁରୀ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । କିପରି ଏଠାକୁ ଅଜଗର ସାପ ଆସିଲା ସେ ନେଇ ସଧାରଣରେ ପ୍ରଶ୍ନ ଉଠିଛି ।
ସ୍ନେକ ହେଲ୍ପ ଲାଇନ୍ ପୁରୀ ସଦସ୍ୟ ସଂଗ୍ରାମ କେଶରୀ ଦାସ କହିଛନ୍ତି, "ଆଜି ଦିନ ୧୦ଟା ୩୦ରେ ପୁରୀ ରେଲୱେ ଷ୍ଟେସନରେ ଥିବା କୋଚିଂ ଡିପୋରୁ ଏକ ସାପ ଉଦ୍ଧାର ପାଇଁ ଏକ ଫୋନ୍ କଲ ଆସିଥିଲା । ସେଠାରେ ପହଞ୍ଚିବା ପରେ ଏକ ଅଜଗର ସାପ ଦେଖି ସଙ୍ଗେ ସଙ୍ଗେ ମୁଁ ବାଲୁଖଣ୍ଡ ଅଭୟାରଣ୍ୟ ରେଞ୍ଜରଙ୍କୁ ଯୋଗାଯୋଗ କରିଥିଲି । ବନ ବିଭାଗର କର୍ମଚାରୀ ମାନେ ଆସିବା ପରେ ଆମେ ମିଳିତ ଭାବେ ଅଜଗର ସାପଟିକୁ ଉଦ୍ଧାର କରିଥିଲୁ । ଏହା ଏକ ମାଈ ଅଜଗର ସାପ ଥିଲା ଓ ଏହାର ଲମ୍ବ ୧୨ ଫୁଟ ଓ ଓଜନ ୧୫ କେଜି ରହିଥିଲା । ତେବେ ରେଲୱେ କୋଚିଂ ଡିପୋକୁ ଅଜଗର ସାପ ଆସିଲା କେମିତି । ଏହା ତଦନ୍ତ ସାପେକ୍ଷ । ମୁଁ ବନ ବିଭାଗର ଅଧିକାରୀଙ୍କୁ ଅନୁରୋଧ କରିଛି ଘଟଣାର ତଦନ୍ତ କରାଯାଉ । ଏହା ପଛରେ କିଛି ସାପ ଧରାଳିଙ୍କ ହାତ ରହିଥିବା ସନ୍ଦେହ କରାଯାଉଛି । କିଛି ଦିନ ତଳେ ପୁରୀର ଜଣେ ସାପ ଧରାଳି ଏକ ଅଜଗର ଉଦ୍ଧାର କରିଥିଲେ । ସୋସିଆଲ ମିଡିଆରେ ରିଲ୍ କରିଥିଲେ । ଏଣୁ ଏହି ଘଟଣାର ତଦନ୍ତ କରାଗଲେ ଅଜଗର ସାପ ଉଦ୍ଧାର ଘଟଣା ପଛର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ମୋର ଆଶା ରହିଛି ।ଏହା ମଧ୍ୟ ପଢନ୍ତୁ:କାଳ ସାଜିଲା ରିଲ୍ସ ନିଶା; ସାପ ଚୋଟରେ ଚାଲିଗଲା ସାପ ଧରାଳିଙ୍କ ଜୀବନ !ବାଣୀବିହାର ଓଭରବ୍ରିଜ୍ରେ ଅଜଗର ଆତଙ୍କ, କେଉଁଠୁ ଆସିଲା ଏତେ ବଡ଼ ସାପ ?ଇଟିଭି ଭାରଚ, ପୁରୀ
Category
🗞
News
Transcript
Display full video transcript
00:11
We'll see you next time.
00:32
We'll see you then.
Show less
Recommended
1:39
|
Up next
ବିଜୟା ଦଶମୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ 'ଲାଖବିନ୍ଧା' ନୀତି
ETVBHARAT
5 days ago
2:21
ରେଙ୍ଗାଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ETVBHARAT
2 weeks ago
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
5 weeks ago
1:16
ଚୋରି ଭୟରୁ ନିଆରା ଯୋଗାଡ଼, ଛାତ ଉପରେ ସ୍କର୍ପିଓ କାର୍ ପାର୍କିଂ
ETVBHARAT
7 weeks ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
2 months ago
2:29
दुश्मनों के सारे इरादे फेल करेंगे स्वदेशी ड्रोन, हैकिंग, जैमर और रडार को देंगे चकमा
ETVBHARAT
10 minutes ago
4:55
गया एयरपोर्ट से बैंकॉक के लिए सीधी हवाई सेवा शुरू, CM सम्राट चौधरी ने दिखाई हरी झंडी
ETVBHARAT
10 minutes ago
1:42
आंध्र प्रदेश में चक्रवात अर्नब का मंडराया खतरा, दर्जनों जिलों में भारी बारिश को लेकर रेड अलर्ट
ETVBHARAT
20 minutes ago
1:16
টায়ার ফেটে কালভার্টের নীচে পড়ল গাড়ি, জীবন্ত দগ্ধ 4 বন্ধু
ETVBHARAT
22 minutes ago
6:14
तकनीक की मार!: इंसानी हुनर के सामने खड़ी हुई बड़ी चुनौती?
ETVBHARAT
24 minutes ago
2:04
କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନ
ETVBHARAT
2 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
6 months ago
3:57
ଗଜମୁଆଁରେ ପାରଳା ମହାରାଜାଙ୍କ ପ୍ରତିକୃତି, ଧୂମଧାମରେ ପରମ୍ପରା ପାଳିଲେ ଗଜପତିବାସୀ
ETVBHARAT
7 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
8 months ago
0:26
Watch: ବ୍ରହ୍ମପୁରରୁ ବିରଳ ଆଲବିନୋ କମନ୍ ଉଲ୍ଫ ସାପ ଉଦ୍ଧାର, ରଙ୍ଗରୁ ନେଇ ରୋଚକ ତଥ୍ୟ
ETVBHARAT
8 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
9 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
10 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
11 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
1 year ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1 year ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
1 year ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
1 year ago