Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
6 months ago
ନିମାପଡ଼ା: ଓଡ଼ିଶାର ବରପୁତ୍ର ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ ତମ ଜନ୍ମ ଜୟନ୍ତୀ ଅବସରରେ ପୁରୀ ଜିଲ୍ଲା ନିମାପଡାଠାରେ 'ଆଇନଜୀବୀ ଦିବସ' ମହାସମାରୋହରେ ପାଳିତ ହୋଇଯାଇଛି । ନିମାପଡ଼ା ଓକିଲ ସଂଘ ପକ୍ଷରୁ ତହସିଲ କାର୍ଯ୍ୟାଳୟ ପରିସରରେ ଏକ ବିଶେଷ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନିମାପଡ଼ା ତହସିଲଦାର ମନୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସେ ନିଜ ଅଭିଭାଷଣରେ କହିଥିଲେ ଯେ, ମଧୁସୂଦନ ଦାସ କେବଳ ଜଣେ ଆଇନଜୀବୀ ନଥିଲେ ବରଂ ସେ ଥିଲେ ଆଧୁନିକ ଓଡ଼ିଶାର ନିର୍ମାତା । ତାଙ୍କର ଅଦମ୍ୟ ସାହସ ଏବଂ ସ୍ୱାଭିମାନ ପାଇଁ ଆଜି ଓଡ଼ିଶା ସ୍ୱତନ୍ତ୍ର ପରିଚୟ ପାଇପାରିଛି । ସେହି ମହାନ ପୁରୁଷଙ୍କ ସ୍ମୃତିରେ ପ୍ରତିବର୍ଷ ଆଇନଜୀବୀ ଦିବସ ପାଳନ କରାଯାଉଛି । ସମସ୍ତେ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମକୁ ଓଡ଼ିଶାକୁ ପ୍ରଗତି ପଥରେ ଆଗେଇ ନେବାକୁ ହେବ । ଯିଏ ଯେଉଁ ପେଶାରେ ଥାଆନ୍ତୁ ନା କାହିଁକି ଜନସେବାକୁ ବ୍ରତ ଭାବେ ଗ୍ରହଣ କରି ସଚ୍ଚୋଟତାର ସହ କାର୍ଯ୍ୟ କରିବା ଆବଶ୍ୟକ । " ସେହିପରି ନିମାପଡ଼ା ଓକିଲ ସଂଘର ସଭାପତି ଅଭିମନ୍ୟୁ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସଂଘର ବହୁ ବରିଷ୍ଠ ସଦସ୍ୟ ଯୋଗ ଦେଇଥିଲେ । ମଧୁବାବୁଙ୍କ ସଂଘର୍ଷମୟ ଜୀବନ ଓ ଆଇନ କ୍ଷେତ୍ରରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଉପସ୍ଥିତ ସମସ୍ତ ଆଇନଜୀବୀ ମଧୁବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ କହିଥିଲେ ।ଏହା ମଧ୍ୟ ପଢନ୍ତୁ...ମଧୁବାବୁଙ୍କ ଜୟନ୍ତୀରେ କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଭେଟି: ୪୦୦/୨୨୦ କେଭି ଗ୍ରୀଡ୍ ସବଷ୍ଟେସନ ପାଇଁ ଭିତ୍ତିପ୍ରସ୍ତର ସ୍ଥାପିତଇଟିଭି ଭାରତ, ନିମାପଡ଼ା
Category
🗞
News
Transcript
Display full video transcript
00:09
This is the first time I was born in the 1880th century in the 1880th century.
Show less
Recommended
1:32
|
Up next
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
6 weeks ago
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
7 weeks ago
3:27
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
ETVBHARAT
7 weeks ago
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
2 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3 months ago
3:38
મધ્યપ્રદેશ લેપા હત્યાકાંડનો આરોપી હરિયાણાથી ઝડપાયો, અમદાવાદ ક્રાઇમ બ્રાન્ચને સફળતા
ETVBHARAT
6 minutes ago
2:04
48 કલાકથી વધુ સમય બાદ પણ 10 વર્ષની પ્રજ્ઞાચક્ષુ બાળકીનો પત્તો નહીં, પીરાણાની ડ્રેનેજ લાઇનમાં શોધખોળ સામે મોટો પડકાર
ETVBHARAT
6 minutes ago
1:51
कांकेर में बीजेपी महिला मोर्चा का कांग्रेस के खिलाफ प्रदर्शन, यौन उत्पीड़न के दोषी मणिपुर सांसद पर कार्रवाई की मांग
ETVBHARAT
7 minutes ago
4:05
ପ୍ରାର୍ଥୀପତ୍ର କଟିବାକୁ ନେଇ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଉତ୍ତେଜନା, ଗେଟରେ ତାଲା ପକାଇଲା BCJD
ETVBHARAT
9 minutes ago
0:58
ಬೆಳಗಾವಿ: ಕೆಎಸ್ಆರ್ಟಿಸಿ ಬಸ್ ಟೈರ್ ಬ್ಲಾಸ್ಟ್; ಚಾಲಕನ ಸಮಯಪ್ರಜ್ಞೆಯಿಂದ ತಪ್ಪಿತು ಭಾರಿ ಅನಾಹುತ
ETVBHARAT
14 minutes ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
4 months ago
1:11
ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ପରେ ଜଳିଗଲେ ଦୁଇ ଡ୍ରାଇଭର
ETVBHARAT
4 months ago
1:52
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା, ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୟୂରଭଞ୍ଜ MP ନବଚରଣ
ETVBHARAT
4 months ago
4:37
ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ, ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ
ETVBHARAT
5 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
1:49
ଜାତୀୟ ରାଜପଥରେ ହୁତୁହୁତୁ ଜଳିଗଲା ଟ୍ରକ୍, ଅସମ୍ଭାଳ ଟ୍ରାଫିକ୍ ଜାମରେ ଲୋକେ ହନ୍ତସନ୍ତ
ETVBHARAT
6 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
6 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
9 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
11 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
11 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
1 year ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
1 year ago
2:51
ପୁରୀ ଗଜପତିଙ୍କ ଶ୍ରୀନଅରରେ ପାରମ୍ପରିକ ରୀତିରେ ଅନୁଷ୍ଠିତ ହେଲା ପୁଷ୍ୟାଭିଷେକ
ETVBHARAT
2 years ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
1 year ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago