Skip to player
Skip to main content
Watch fullscreen
Add to Playlist
Report
ETVBHARAT
Follow
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
6 months ago
ପୁରୀ: ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ତିନି ରଥର ମୁଖ୍ୟ ମହାରଣାଙ୍କ ଦ୍ଵାରା ତୁମ୍ବ ବିନ୍ଧ ଅନୁକୂଳ ପୂଜା ପରେ ତୁମ୍ବ ଗୁଡିକରେ ୧୬ ଯୋଡ଼ା ବିନ୍ଧ କାର୍ଯ୍ୟ ଆରମ୍ଭ ହୋଇଛି । ତିନି ରଥର ୫୦ ଭାଗ ତୁମ୍ବ ଗୁଡ଼ିକରେ ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ଚାଳି ମହାରଣା ସେବକମାନେ ତୁମ୍ବ ଗୁଡ଼ିକରେ ବିନ୍ଧ କାର୍ଯ୍ୟ ଜାରି ରଖିଛନ୍ତି । ମୋଟ ୪୨ ଗୋଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପରେ ତୁମ୍ବ ବିନ୍ଧ ଗୁଡ଼ିକର ସଂଶୋଧନ କାର୍ଯ୍ୟ ସହ ତୁମ୍ବ ବିନ୍ଧରେ ଅର କଣ୍ଟା ବସିବା ପାଇଁ ଅଗର ବିନ୍ଧ କରାଯିବ ବୋଲି ତିନି ରଥ ମୁଖ୍ୟ ମହାରଣାମାନେ ସୂଚନା ଦେଇଛନ୍ତି । ଏଥିସହ କରତୀ ମହାରଣା ସେବକମାନେ ଆଉ ୪ ଗୋଟି ତୁମ୍ବର ଘେରକଟା କାର୍ଯ୍ୟ ଶେଷ କରିଛନ୍ତି ।
ସେପଟେ ଦୋଳବେଦୀ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ତିନି ରଥର ଅର କଣ୍ଟା ପ୍ରସ୍ତୁତି ସହ ତୁମ୍ବ ଅଖ ବିନ୍ଧରେ ବସିବା ପାଇଁ 'ପନ୍ଦାରି ବଳା' ନିର୍ମାଣ ଜାରି ରଖିଛନ୍ତି । ଓଝା କମାର ସେବକମାନେ ତିନି ତିନୋଟି ଚକ ପାଇଁ ଆବଶ୍ୟକ ପନ୍ଦାରି ବଳା ନିର୍ମାଣ ସହ ଦୁଇ ଦୁଇଟି ଚକର ଅର କଣ୍ଟା ପ୍ରସ୍ତୁତ ସହ ବାକି ଚକ ଗୁଡ଼ିକର ଅର କଣ୍ଟା ନିର୍ମାଣ ପାଇଁ ଆବଶ୍ୟକ ପ୍ରକାରେ ଜିଆଇ ଲୁହା ରଡ୍ ମାପ ପ୍ରକାରେ କାଟି ସାଇତିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ଚଳଚଞ୍ଚଳ ରଥଖଳା; ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନି ରଥ କାର୍ଯ୍ୟନିହଣ ମୁନରେ କମ୍ପୁଛି ରଥଖଳା; ଆଗେଇ ଚାଲିଛି ମହାପ୍ରଭୁଙ୍କ ତିନି ରଥ ନିର୍ମାଣ କାର୍ଯ୍ୟଏକ କୋଟି ଟଙ୍କା ଅନୁଦାନରେ ତିଆରି ହେବ ନୂଆ ବ୍ରହ୍ମ ତାଳଧ୍ଵଜ ରଥ; ପହଞ୍ଚିଲା ଶାଳକାଠ, ତିନିମାସ ମଧ୍ୟରେ କାମ ସାରିବା ଚ୍ୟାଲେଞ୍ଜ
ଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:27
Thank you very much.
00:40
Thank you very much.
01:02
Thank you very much.
01:32
Thank you very much.
Show less
Recommended
3:22
|
Up next
ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ETVBHARAT
5 days ago
1:17
ଦାଣ୍ଡିଆ ତାଳେ ତାଳେ ଝୁମିଲେ ଶତାଧିକ ଯୁବକ ଯୁବତୀ
ETVBHARAT
5 days ago
3:24
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
2 weeks ago
0:46
Watch: ପୁରୀର ରେଲୱେ କୋଚିଂ ଡିପୋରୁ ବିଶାଳ ୧୨ ଫୁଟ ଅଜଗର ଉଦ୍ଧାର
ETVBHARAT
2 weeks ago
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
5 weeks ago
5:25
'সমতার নামে আলিয়ার ঐতিহ্য মুছে দেওয়ার চেষ্টা', রাজ্যের সিদ্ধান্ত ঘিরে বিতর্ক তুঙ্গে
ETVBHARAT
2 hours ago
3:37
କୋଟିଆ ପ୍ରସଙ୍ଗ: ଗ୍ରାଉଣ୍ଡକୁ ଓହ୍ଲାଇଲେ ବିରୋଧୀ ବିଜେଡି, କଂଗ୍ରେସ; ବିଜେପି କହିଲା-'କୋଟିଆ ପାଇଁ ସବୁ ରାଜନୈତିକ ଦଳର ରହିଛି ନୈତିକ ଦାୟିତ୍ୱ'
ETVBHARAT
3 hours ago
3:41
ଆଦିବାସୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଉଥିବା ଡାକ୍ତର ଏବେ ଜେଲ୍ରେ; ସିଜିମାଳି ଖଣି ବିବାଦକୁ ନେଇ ତେଜିଲା ରାଜନୀତି
ETVBHARAT
4 hours ago
0:46
मुजफ्फरनगर में चेकिंग कर रही पुलिस पर फायरिंग, हेड कांस्टेबल को लगी गोली, बदमाशों की तलाश में 8 टीम गठित
ETVBHARAT
4 hours ago
2:24
लंबे इंतजार के बाद आई अफीम नीति, सिर्फ शर्त पूरी करने वाले किसानों को मिलेगा लाइसेंस
ETVBHARAT
4 hours ago
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
5 weeks ago
1:20
ଭୁବନେଶ୍ୱରରେ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା EV କାର୍
ETVBHARAT
5 weeks ago
2:04
କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନ
ETVBHARAT
2 months ago
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
2 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4 months ago
2:25
ଅନ୍ତର୍ଜାତୀୟ ମହିଳା ଦିବସରେ ପଡ଼ିଲା ହାତଗଣ୍ଠି
ETVBHARAT
8 months ago
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
8 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
10 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
11 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1 year ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
1 year ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
1 year ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
1 year ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
1 year ago