Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
6 weeks ago
ବାଲେଶ୍ବର: ଆଲାର୍ମ ଯୋଗୁଁ ପଣ୍ଡ ହୋଇଗଲା ବ୍ୟାଙ୍କ୍ ଲୁଟ୍ ଯୋଜନା । ଯୋଜନା ମୁତାବକ ଲୁଟ୍ ଉଦ୍ଦେଶ୍ୟରେ ଦୁର୍ବୃତ୍ତମାନେ ଝରକା ଭାଙ୍ଗି ବ୍ୟାଙ୍କରେ ପଶିଥିଲେ । ହେଲେ ହଠାତ୍ ଆଲାର୍ମ ବାଜି ଉଠିବାରୁ କିଂକର୍ତ୍ତବ୍ୟବିମୂଢ ହୋଇ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଧୀନସ୍ଥ ଶ୍ରୀରାମପୁର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଘଟିଯାଇଛି । ଗତକାଲି (ମଙ୍ଗଳବାର) ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବ୍ୟାଙ୍କର ପଛପଟ ଝରକା ଭାଙ୍ଗି ଭିତରକୁ ପ୍ରବେଶ କରି ଚୋରି କରିବାକୁ ଉଦ୍ୟମ କରିଥିଲେ । ଆଜି ସକାଳେ କିଛି ଲୋକ ଉକ୍ତ ରାସ୍ତାରେ ଯାଉଥିବା ସମୟରେ ବ୍ୟାଙ୍କର ଝରକା ଖୋଲା ଥିବା ଦେଖିଥିଲେ । ଏନେଇ ସେମାନେ ସ୍ଥାନୀୟ ଲୋକଙ୍କୁ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ବସ୍ତା ପୋଲିସ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ଖବର ପାଇ ବସ୍ତା ପୋଲିସ ସହ ବ୍ୟାଙ୍କ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଥିଲେ । ଯାଞ୍ଚ ପରେ ବ୍ୟାଙ୍କରୁ କୌଣସି ଟଙ୍କା କିମ୍ବା ଅନ୍ୟ ସାମଗ୍ରୀ ଚୋରି ହୋଇନଥିବା ଜଣାପଡ଼ିଛି । ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ଝରକା ଭାଙ୍ଗି ବ୍ୟାଙ୍କ ଭିତରକୁ ପ୍ରବେଶ କରିବା ପରେ ଆଲାର୍ମ ବାଜିଥିଲା । ଆଲାର୍ମ ବାଜିବାରୁ ଦୁର୍ବୃତ୍ତମାନେ ଭୟଭୀତ ହୋଇ ଚୋରି ନକରି ଘଟଣାସ୍ଥଳରୁ ପଳାଇ ଯାଇଥିବା ଅନୁମାନ କରାଯାଉଛି । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି ।ଏହା ମଧ୍ୟ ଦେଖନ୍ତୁ:ରାସ୍ତା ମଝିରେ ଚଳନ୍ତା ବସରୁ ବାହାରିଲା ଧୂଆଁ, ଜୀବନ ବଞ୍ଚାଇବାକୁ ଦୌଡିଲେ ଯାତ୍ରୀହୁତୁହୁତୁ ହୋଇ ଜଳିଗଲା ହୋଟେଲ, ନିଆଁ ଲାଗି ସବୁ ପାଉଁଶଇଟିଭି ଭାରତ, ବାଲେଶ୍ବର
Category
🗞
News
Transcript
Display full video transcript
00:27
This is a production of the U.S. Department of State.
Show less
Recommended
0:50
ଥର୍ମାଲ୍ କ୍ୟାମେରାରେ କଏଦ ହେଲେ ୪୦ ଟିକିଏ ହାତୀ ପଲ
ETVBHARAT
1:20
ଢେଙ୍କାନାଳ ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ କୁଆଁରୀ ପୂଜା
ETVBHARAT
2:21
ରେଙ୍ଗାଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ETVBHARAT
New
3:35
Diwali 2026 : 8 नवंबर को दीपावली पर होगा लक्ष्मी पूजन, लेकिन इस बार अगले दिन नहीं होगी गोवर्धन पूजा...
ETVBHARAT
New
3:43
किशाऊ बांध परियोजना को लेकर चिंता में ग्रामीण, क्वानू में किया जबरदस्त प्रदर्शन
ETVBHARAT
1:04
ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା
ETVBHARAT
1:16
ଚୋରି ଭୟରୁ ନିଆରା ଯୋଗାଡ଼, ଛାତ ଉପରେ ସ୍କର୍ପିଓ କାର୍ ପାର୍କିଂ
ETVBHARAT
1:05
ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ଉଦ୍ଧାର ହେଲେ ୫ ଫୁଟର ମଗର
ETVBHARAT
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
1:50
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
3:24
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
New
2:50
पूर्व सीएम अर्जुन मुंडा ने बीमार मां के लिए बजाई बांसुरी, 2 साल से ज्यादा समय से अस्वस्थ चल रही हैं सायरा मुंडा
ETVBHARAT
New
4:05
ଖୋଲିଲା ଶିମିଳିପାଳ ଅଭୟାରଣ୍ୟ; ଅନଲାଇନ୍ ବୁକିଂ ବାଧ୍ୟତାମୂଳକ, ୱାଇଲ୍ଡଲାଇଫ୍ ସଫାରି ସହ ରାତ୍ରି ଯାପନ ସୁବିଧା, ପର୍ଯ୍ୟଟକ ଉତ୍ସାହିତ
ETVBHARAT
New
1:07
ਸਰਹੱਦੀ ਪਿੰਡ 'ਚ ਪਾਕਿਸਤਾਨ ਤੋਂ ਆਇਆ ਡਰੋਨ? ਮੌਕੇ 'ਤੇ ਪਹੁੰਚ ਗਈ ਪੁਲਿਸ, ਦੇਖੋ ਤਸਵੀਰਾਂ
ETVBHARAT
1:56
ବାଲୁକା ଚିତ୍ରକଳା ମାଧ୍ୟମରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ସଲାମ୍ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
2:14
ବୈତରଣୀ ନଦୀ ସ୍ରୋତରେ ଭାସିଗଲା କାର୍, ଦୁଇ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ
ETVBHARAT
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
1:52
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା, ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୟୂରଭଞ୍ଜ MP ନବଚରଣ
ETVBHARAT
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT