Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା
6 weeks ago
ପୁରୀ: ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା ଜଣାଇଲେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ କୁମାର ସାହୁ । ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ପାଇଁ କାୱାଶାକି ଜୋକୋ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ଏବଂ ଚୀନ୍ ମଧ୍ୟରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିଥିଲା । ଶେଷରେ ଭାରତୀୟ ମହିଳା ହକି ଦଳ ଚୀନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିବା ସହ ଦେଶ ପାଇଁ ଗୌରବ ଆଣିଥିଲେ । ଏହି ଅବସରରେ ମାନସ ପୁରୀ ସ୍ଥିତ ନିଜ ଷ୍ଟୁଡିଓରେ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ତିଆରି କରିଛନ୍ତି । ଏହି କଳାକୃତିକୁ ସମ୍ପୂର୍ଣ୍ଣ କରିବାକୁ ତାଙ୍କୁ ୪୪ ମିନିଟ୍ ସମୟ ଲାଗିଥିଲା । ଅଭିନନ୍ଦନ ବିଜୟିନୀ ଦଳ ଏବଂ 'ଭାରତୀୟ ହକିର ଗର୍ବ, ଆମ ମହିଳା ହକି ତାରକା' ବାର୍ତ୍ତା ମାଧ୍ୟମରେ ସେ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶ ପାଇଁ ଗୌରବ ଆଣିଥିବାରୁ ସେମାନଙ୍କୁ ସଲାମ ଜଣାଇଛନ୍ତି । ଭାରତୀୟଙ୍କ ପାଇଁ ଏସୀୟ କ୍ରୀଡ଼ାରେ ଏହା ଷଷ୍ଠ ସ୍ୱର୍ଣ୍ଣ ପଦକ । ଏହା ମଧ୍ୟ ପଢନ୍ତୁ...୪୪ ବର୍ଷ ଅପେକ୍ଷାର ଅନ୍ତ: ଭାରତୀୟ ମହିଳା ହକିକୁ ଐତିହାସିକ ସ୍ବର୍ଣ୍ଣ; ଲସ୍ ଆଞ୍ଜେଲ୍ସ ପାଇଁ ସ୍ଥାନ ପକ୍କାଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:00
Thank you for joining us.
00:59
Thank you for joining us.
01:00
Thank you for joining us.
Show less
Recommended
2:36
ଶିଳ୍ପ ନଗରୀରୁ ବିଦାୟ ନେଲେ ମା' ଧନଦାତ୍ରୀ
ETVBHARAT
1:50
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
3:22
ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ETVBHARAT
New
4:21
श्रमिकों के लिए खुखबरी के बीच आगरा में मजदूरों के कथित शोषण को लेकर कांग्रेस का प्रदर्शन
ETVBHARAT
New
2:35
వెంటిలేటర్పై ఆస్పత్రి - అధికారుల నిర్లక్ష్యానికి నిదర్శనంగా వీఎంసీ ఆస్పత్రి
ETVBHARAT
0:36
ଦୂର୍ଗାପୂଜା 2026; ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
1:42
ସ୍ମାର୍ଟସିଟିରେ କାଳବୈଶାଖୀ ତାଣ୍ଡବ, ଉପଡ଼ିଲା ଗଛ, ଭାଙ୍ଗିଲା ହୋଡିଂ
ETVBHARAT
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
5:11
ବାତ୍ୟା 'ଅର୍ଣ୍ଣବ'; ରାୟଗଡାରେ ବିଶେଷ କ୍ଷୟକ୍ଷତି ହୋଇନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ
ETVBHARAT
1:20
ଢେଙ୍କାନାଳ ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ କୁଆଁରୀ ପୂଜା
ETVBHARAT
New
1:41
शिवपुरी में सिंगर बने ज्योतिरादित्य सिंधिया, साधु तिवारी के साथ गाए भजन, दिखा अनोखा अंदाज
ETVBHARAT
New
2:13
अंकिता भंडारी केस: भाजपा विधायक के 'अनुदान वापसी' वाले बयान पर भड़की कांग्रेस, हरक सिंह रावत ने साधा निशाना
ETVBHARAT
New
1:14
अलवर में आग का तांडव, दो अलग-अलग कबाड़ गोदामों में लगी भीषण आग, दमकल की 6 गाड़ियों ने पाया काबू
ETVBHARAT
0:52
ବନ୍ୟା ବିଭୀଷିକା; ୧୨୦ ନର୍ସିଂ ଛାତ୍ରୀ ଉଦ୍ଧାର, ଅଗ୍ନିଶମ ବାହିନୀ କାର୍ଯ୍ୟକୁ ପ୍ରଶଂସା କଲେ ଛାତ୍ରୀ
ETVBHARAT
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
0:15
ଜଙ୍ଗଲର ପରୀ: ସାଇକେଲ୍ରେ ଏକ ମାୟାବୀ ଯାତ୍ରା
ETVBHARAT
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT