Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ସ୍ମାର୍ଟସିଟିରେ କାଳବୈଶାଖୀ ତାଣ୍ଡବ, ଉପଡ଼ିଲା ଗଛ, ଭାଙ୍ଗିଲା ହୋଡିଂ
4 months ago
ଭୁବନେଶ୍ବର: ରାଜଧାନୀରେ ମାଡ଼ି ଆସିଲା କଳାହାଣ୍ଡିଆ ମେଘ । ଅପରାହ୍ନରେ ସ୍ମାର୍ଟ ସିଟିରେ କାଳବୈଶାଖୀ ତାଣ୍ଡବ ରଚିଛି । କାଳବୈଶାଖୀ ବର୍ଷା ଯୋଗୁଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଗଛ ଉପୁଡ଼ି ପଡିବା ସହ ବ୍ୟାପକ କ୍ଷତି ହୋଇଛି । ପ୍ରବଳ ଘଡଘଡି ବଜୁଳି ସାଙ୍ଗକୁ କୁଆପଥର ବର୍ଷା ଓ ଝଡ଼ି ପବନ ହୋଇଛି । ପବନରେ ଗଛ ଉପୁଡି ପଡ଼ିଥିବା ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ଟ୍ରାଫିକ୍ ସମସ୍ୟା ଦେଖିବାକୁ ମିଳିଛି । ରାସ୍ତା ଉପରେ ଗଛ ପଡ଼ି ଯାତାୟାତ ବାଧାପ୍ରାପ୍ତ ହୋଇଛି । ଏହାସହ ହୋଡ଼ିଂ ଭାଙ୍ଗି ରାସ୍ତା ଉପରେ ପଡ଼ିଛି । କିଛି ଯାଗାରେ ବିଦ୍ୟୁତ୍ ଓ ଅନ୍ୟାନ୍ୟ ଯୋଗାଯୋଗ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି । ସହରର ବିଭିନ୍ନ ଅଞ୍ଚଳରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି । ଯୁଦ୍ଧକାଳୀନ ଭିତ୍ତିରେ ମରାମତି ଓ ରାସ୍ତା ଉପରୁ ଗଛ ହଟାଯାଇ ଟ୍ରାଫିକ୍ ବ୍ୟବସ୍ଥାକୁ ସ୍ବାଭାବିକ କରାଯାଇଛି । ତେବେ ଅସହ୍ୟ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ ରାଜଧାନୀବାସୀଙ୍କୁ ଆଶ୍ବସ୍ତି ଦେଇଛି ଏହି କାଳବୈଶାଖୀ ବର୍ଷା ।ଏହା ମଧ୍ୟ ପଢ଼ନ୍ତୁ...EXPLAINER: କାହିଁକି ପ୍ରଥମେ କେରଳ ଛୁଏଁ ଦକ୍ଷିଣ-ପଶ୍ଚିମ 'ମୌସୁମୀ' ବାୟୁ, ଓଡ଼ିଶାରେ କେବେ ପ୍ରବେଶ କରେ ?ପାଣିପାଗ ବିଭାଗର ପୂର୍ବାନୁମାନ; ରଜ ବେଳକୁ ଓଡ଼ିଶା ସ୍ପର୍ଶ କରିପାରେ ମୌସୁମୀ
Category
🗞
News
Transcript
Display full video transcript
00:28
Transcribed by ESO, translated by —
00:58
Transcribed by —
01:28
Transcribed by —
01:40
Transcribed by —
Show less
Recommended
1:05
|
Up next
ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ଉଦ୍ଧାର ହେଲେ ୫ ଫୁଟର ମଗର
ETVBHARAT
6 weeks ago
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
6 weeks ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
3 months ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
3 months ago
6:58
ନାରୀତ୍ବର ପର୍ବ 'ରଜ' ଅବସରରେ, ପାରମ୍ପରିକ ପୋଷାକ ପିନ୍ଧି ରାମ୍ପରେ ଚାଲିଲେ କୁନି ଝିଅ ଓ ମଡେଲ
ETVBHARAT
4 months ago
2:15
अखिल भारतीय स्तरावरील नृत्य स्पर्धेचं उद्घाटन; कोकणातील लोककलांना राजाश्रय मिळायला हवा, आमदार अनिकेत तटकरेंची मागणी
ETVBHARAT
25 minutes ago
6:50
थ्रोबॉल प्रतियोगिता के दौरान अंतरराष्ट्रीय खिलाड़ी का छलका दर्द, कहा- संवेदनशील नहीं सरकार, सड़क किनारे बेच रहे हैं सब्जी
ETVBHARAT
35 minutes ago
2:04
'दसऱ्याच्या आधी शेतकऱ्यांच्या बँक खात्यात 1 लाख रुपयांची मदत द्या'; हर्षवर्धन सपकाळ यांची मागणी, विद्यार्थ्यांच्या आंदोलनाला दिला पाठिंबा
ETVBHARAT
38 minutes ago
1:35
छिंदवाड़ा और इटारसी में मस्कारा गणेश, नागपुर के भोसले राजवंश ने पितृ पक्ष में की शुरुआत?
ETVBHARAT
46 minutes ago
3:13
क्या 'बागी' अनंत सिंह पर एक्शन लेने से 'डर' रहा है JDU? मंत्री श्रवण कुमार से सुनिये
ETVBHARAT
49 minutes ago
8:17
ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା
ETVBHARAT
4 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
5 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
6 months ago
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
6 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
7 months ago
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
7 months ago
1:20
ପୋଙ୍ଗଲ ଓ ମକର ସଂକ୍ରାନ୍ତି; ଆକର୍ଷଣୀୟ ବାଲୁକା ଆନିମେସନରେ ଶୁଭେଚ୍ଛା
ETVBHARAT
9 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
10 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
11 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
11 months ago
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
1 year ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
2 years ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago