Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
7 months ago
ପୁରୀ: ସାରା ରାଜ୍ୟରେ ଆଜି ଉତ୍କଳ ଦିବସ ଅବସରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ଆଜିର ଦିନରେ ଓଡିଆ ନିଜର ଐତିହ୍ୟ, ପରମ୍ପରା, ଇତିହାସକୁ ମନେପକାଇ ଗର୍ବ ଅନୁଭବ କରୁଛି । ଏହି ଅବସରରେ ପୁରୀର ପ୍ରସିଦ୍ଧ ବାଲୁକା ଶିଳ୍ପୀ ମାନସ ସାହୁ ନିଜର ଷ୍ଟୁଡିଓରେ ଉତ୍କଳ ଦିବସ ଅବସରରେ ଏକ ସ୍ୱତନ୍ତ୍ର ବାଲୁକା ଆନିମେସନ୍ ସୃଷ୍ଟି କରିଛନ୍ତି । ସେ ଏହି ବାଲୁକା କଳାରେ ରାଜ୍ୟର ଗୌରବମୟ କଳା, ସଂସ୍କୃତି, ସାହିତ୍ୟ ଏବଂ ସ୍ଥାପତ୍ୟ ଐତିହ୍ୟକୁ ପ୍ରଦର୍ଶନ କରିଛନ୍ତି ।ଏହି ବାଲୁକା କଳା ତିଆରି କରିବା ପାଇଁ ବାଲୁକାଶିଳ୍ପୀଙ୍କୁ ପ୍ରାୟ 15 ମିନିଟ ସମୟ ଲାଗିଥିଲା । ସେ ଏହି ଆନିମେସନ୍ ଜରିଆରେ ଓଡିଆ ଭାଷା ଆନ୍ଦୋଳନରେ ଝାସ ଦେଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ହୃଦୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ । ରାଜ୍ୟ ଏବଂ ଜାତି ପାଇଁ ସେମାନଙ୍କ ଅପାର ବଳିଦାନକୁ ମନେ ପକାଯାଇଛି ।
ଉତ୍କଳ ଦିବସ ପାଇଁ ଶୁଭେଚ୍ଛାବାର୍ତ୍ତା ଦେଇ ବାଲୁକା ଚିତ୍ରଶିଳ୍ପୀ ମାନସ ସାହୁ କହିଛନ୍ତି, "ଓଡିଶାବାସୀଙ୍କୁ ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଓ ଶୁଭକାମନା । ଆଜି ଏହି ବାଲୁକା କଳା ମାଧ୍ୟମରେ ଓଡିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଦର୍ଶନ କରିବାକୁ ପ୍ରଚେଷ୍ଟା କରିଥିଲି । ଏହାକୁ ତିଆରି କରିବା ପାଇଁ 15 ମିନିଟ ସମୟ ଲାଗିଥିଲା ।"ଏହା ମଧ୍ୟ ଦେଖନ୍ତୁ: ‘ଉତ୍କଳ ଦିବସ’ ପାଇଁ ସଜେଇ ହୋଇଛି ରାଜଧାନୀ; ଝଲସୁଛି ସରକାରୀ କାର୍ଯ୍ୟାଳୟଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:03
For more information about you, visit the website.
00:03
Please visit www.fema.org
00:03
www.fema.org
Show less
Recommended
5:11
|
Up next
ବାତ୍ୟା 'ଅର୍ଣ୍ଣବ'; ରାୟଗଡାରେ ବିଶେଷ କ୍ଷୟକ୍ଷତି ହୋଇନାହିଁ କହିଲେ ଉପମୁଖ୍ୟମନ୍ତ୍ରୀ
ETVBHARAT
1 week ago
1:50
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
2 weeks ago
3:10
ଆଜି ପବିତ୍ର ମହାନବମୀ; କୁମାରୀ ବେଶରେ ପୂଜା ପାଇଲେ ମା' ଦୁର୍ଗା
ETVBHARAT
2 weeks ago
1:20
ଢେଙ୍କାନାଳ ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ କୁଆଁରୀ ପୂଜା
ETVBHARAT
2 weeks ago
6:30
ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ଆହ୍ୱାନ: ଖୋରଧାରେ ମୁଖ୍ୟମନ୍ତ୍ରୀଙ୍କ ସେବା ଜ୍ୟୋତି ଯାତ୍ରା
ETVBHARAT
4 weeks ago
2:20
ରାଜଧାନୀରେ ଠିକା କର୍ମଚାରୀଙ୍କ ତୀବ୍ର ପ୍ରତିବାଦ: ୩୬ ଦିନର ଧାରଣା, ଆମ୍ବୁଲାନ୍ସ ନମିଳିବାରୁ ସାଥୀଙ୍କୁ କାନ୍ଧରେ ବୋହିଲେ ଠିକା କର୍ମଚାରୀ !
ETVBHARAT
59 minutes ago
0:31
गोंडा में ट्रैफिक जाम में फंसे बृजभूषण शरण सिंह; बोले- "घोर अव्यवस्था है, किसको जिम्मेदारी दें"
ETVBHARAT
1 hour ago
2:34
અમદાવાદઃ સોલા STP દુર્ઘટનાના પીડિતોને કોન્ટ્રાક્ટર ચૂકવશે 30-30 લાખનું વળતર, બાળકોના શિક્ષણની જવાબદારી પણ સ્વીકારી
ETVBHARAT
1 hour ago
0:47
मैनपुरी में लेखपाल ने किसान के खाते से निकाले 4 लाख से अधिक रुपये, डीएम ने पुलिस हिरासत में भेजा
ETVBHARAT
1 hour ago
2:58
पौड़ी डीएफओ बदसलूकी मामला, अफसर के समर्थन में IFS एसोशिएशन, वन कर्मियों ने दी कार्य बहिष्कार की चेतावनी
ETVBHARAT
1 hour ago
1:04
ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା
ETVBHARAT
5 weeks ago
0:52
ବନ୍ୟା ବିଭୀଷିକା; ୧୨୦ ନର୍ସିଂ ଛାତ୍ରୀ ଉଦ୍ଧାର, ଅଗ୍ନିଶମ ବାହିନୀ କାର୍ଯ୍ୟକୁ ପ୍ରଶଂସା କଲେ ଛାତ୍ରୀ
ETVBHARAT
6 weeks ago
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
2 months ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
4 months ago
1:09
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
4 months ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
4 months ago
8:17
ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା
ETVBHARAT
5 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
5 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
7 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
9 months ago
1:20
ପୋଙ୍ଗଲ ଓ ମକର ସଂକ୍ରାନ୍ତି; ଆକର୍ଷଣୀୟ ବାଲୁକା ଆନିମେସନରେ ଶୁଭେଚ୍ଛା
ETVBHARAT
10 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
10 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago