Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ବନ୍ୟା ବିଭୀଷିକା; ୧୨୦ ନର୍ସିଂ ଛାତ୍ରୀ ଉଦ୍ଧାର, ଅଗ୍ନିଶମ ବାହିନୀ କାର୍ଯ୍ୟକୁ ପ୍ରଶଂସା କଲେ ଛାତ୍ରୀ
3 weeks ago
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବନ୍ୟା ବିଭୀଷିକାରେ ୧୨୦ ଜଣ ନର୍ସିଂ ଛାତ୍ରୀଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ଛାଡିଛି । ରେମୁଣା ବ୍ଲକ ସିଜୁଆଡ଼ି ଅଞ୍ଚଳରେ ଥିବା ଏକ ଘରୋଇ ନର୍ସିଂ କଲେଜର ଛାତ୍ରୀମାନେ ବନ୍ୟା ଜଳ ବନ୍ଦୀରେ ଥିବା ବେଳେ ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଛି । ଚଳିତ ବର୍ଷ ସୁବର୍ଣ୍ଣରେଖା ନଦୀରେ ପୁଣିଥରେ ବନ୍ୟା ଆଶଙ୍କା ଦେଖାଦେଇଛି । ସେହପରି ବୁଢ଼ାବଳଙ୍ଗ ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ଯୋଗୁଁ ବାଲେଶ୍ୱର ସହରରେ ଲୋକମାନେ ପ୍ରଭାବିତ ହୋଇଛନ୍ତି। ସହରର ୬ଟି ୱାର୍ଡ ପ୍ରଭାବିତ ହୋଇଥିବା ବେଳେ ୫୦ ପଞ୍ଚାୟତ ଜଳମଗ୍ନ ହୋଇଛି।ବାଲେଶ୍ୱରରୁ ରେମୁଣା, ବାଲେଶ୍ୱରରୁ ଫୁଲାଡ଼ି, ବାଲେଶ୍ୱରରୁ ଟିଆଖିଆ ରାସ୍ତା ଯୋଗାଯୋଗ ବିଛିନ୍ନ ହୋଇଛି। ଅନେକ ସ୍ଥାନରେ ଘର ଭିତରକୁ ପାଣି ପଶିଯାଇଥିବାରୁ ଲୋକେ ଛାତ ଉପରେ ଆଶ୍ରୟ ନେଇଛନ୍ତି।ଜିଲ୍ଲାରେ ୬୫ ପଞ୍ଚାୟତର ୧ ଲକ୍ଷ ୧୫ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ଦିନ ୧୧ ଟା ସୁଦ୍ଧା ୨୫ ହଜାର ୫୦୦ ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ଇଟିଭି ଭାରତ, ବାଲେଶ୍ୱର
Category
🗞
News
Transcript
Display full video transcript
00:00
Thank you for listening.
00:38
Thank you for listening.
Show less
Recommended
2:21
|
Up next
ରେଙ୍ଗାଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ETVBHARAT
1 week ago
1:04
ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା
ETVBHARAT
2 weeks ago
3:40
ସ୍ୟାଣ୍ଡ୍ ଆନିମେସନରେ ପ୍ରଭୁ ଶ୍ରୀ ଗଣେଶ
ETVBHARAT
5 weeks ago
5:58
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
2 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3 months ago
5:39
ਪੰਜਾਬ ਵਿੱਚ ਵਾਪਰਿਆ ਵੱਡਾ ਹਾਦਾਸਾ: ਤੇਜ਼ ਰਫ਼ਤਾਰ ਕਾਰ ਨੇ ਮਜ਼ਦੂਰਾਂ ਨੂੰ ਦਰੜਿਆ, 9 ਦੀ ਮੌਤ
ETVBHARAT
10 minutes ago
3:08
परदेशात दुर्गापूजा कशी होते? लंडनजवळील चॅथममध्ये अवतरलं 'पारंपरिक बंगाली गाव'; ब्रिटिश नागरिकही भारावले
ETVBHARAT
14 minutes ago
4:24
'सभी की जमानत जब्त करवा देंगे', पटना शिक्षक MLC सीट से BJP कैंडिडेट का दावा- जीत का छक्का मारेंगे
ETVBHARAT
16 minutes ago
0:56
धनबाद के बेलगड़िया टाउनशिप में पाइप के अंदर फंसा बच्चा, पुलिस और ग्रामीणों के सहयोग निकाला गया सुरक्षित
ETVBHARAT
17 minutes ago
0:44
बिहार का यह IPS बना श्रवण कुमार, वृद्धाश्रम के बुजुर्गों को गाड़ियों में बैठाकर दुर्गा पूजा में घूमाया
ETVBHARAT
17 minutes ago
1:09
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
3 months ago
8:17
ରଜ ପାଇଁ ଭୁବନେଶ୍ୱର ପାନ୍ଥ ନିବାସରେ ସ୍ୱତନ୍ତ୍ର ବ୍ୟବସ୍ଥା
ETVBHARAT
4 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
5 months ago
0:15
ଜଙ୍ଗଲର ପରୀ: ସାଇକେଲ୍ରେ ଏକ ମାୟାବୀ ଯାତ୍ରା
ETVBHARAT
5 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
8 months ago
1:20
ପୋଙ୍ଗଲ ଓ ମକର ସଂକ୍ରାନ୍ତି; ଆକର୍ଷଣୀୟ ବାଲୁକା ଆନିମେସନରେ ଶୁଭେଚ୍ଛା
ETVBHARAT
9 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
10 months ago
1:51
ସ୍ୟାଣ୍ଡ ଆନିମେସନ ମାଧ୍ଯମରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ କଲେ ବାଲୁକା ଶିଳ୍ପୀ
ETVBHARAT
2 years ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
2:54
ସଡ଼କ ସୁରକ୍ଷାର ବାର୍ତ୍ତା ବାଣ୍ଟିଲେ ଶିଶୁ ସୈନିକ
ETVBHARAT
2 years ago
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
1 year ago
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
1 year ago
1:17
పోటీ చేయకుండా అడ్డుకోవడం అంటే ప్రజాస్వామ్యాన్ని ఖూనీ చేయడమే: వైఎస్ జగన్
ETVBHARAT
20 minutes ago
2:47
जैसलमेर में गरजे गहलोत, बोले- मोदी राज में मेरी सरकार गिराने की हुई थी कोशिश, लेकिन जनता के आशीर्वाद से बचे
ETVBHARAT
21 minutes ago
0:54
बकरी बाजार के मेले में हादसा टला, बेयरिंग टूटने और झूले की फ्रेमिंग में हुई गड़बड़ी
ETVBHARAT
26 minutes ago