Skip to playerSkip to main content
  • 6 minutes ago
ବସ୍ତର (ଛତିଶଗଡ଼): ଦେଶର ସୁରକ୍ଷା ବାହିନୀ ସହିତ ଦୀପାବଳି ପାଳନ କରିବାର ପରମ୍ପରାକୁ ବଜାୟ ରଖି, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛତିଶଗଡ଼ର ବସ୍ତରରେ ପହଞ୍ଚିଥିଲେ । ନକ୍ସଲ ବିରୋଧୀ ଅଭିଯାନରେ ନିୟୋଜିତ ସୁରକ୍ଷାକର୍ମୀଙ୍କ ସହିତ ଦୀପାବଳି ଅବସରରେ ଆୟୋଜିତ ଏକ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଏକଦା ନକ୍ସଲଙ୍କ ଗଡ଼ ଥିବା ଏହି ଅଞ୍ଚଳରେ ଆସିଥିବା ପରିବର୍ତ୍ତନ ଉପରେ ଆଲୋଚନା କରିଥିଲେ ।ଆବୁଝମାଡ଼ (Abujhmad) ଏବଂ ବସ୍ତରରେ ଅପରେସନ୍ ପାଇଁ ପ୍ରାଥମିକ ଲଞ୍ଚପ୍ୟାଡ୍ କରଣପୁରସ୍ଥିତ କୋବ୍ରା ଅପରେସନ୍ ବେସ୍ ପରିଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦି କ୍ୟାମ୍ପରେ ସହିଦ ସିଆରପିଏଫ୍ ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ଉତ୍ସବରେ ସୁରକ୍ଷା ବାହିନୀ ପ୍ରଧାନମନ୍ତ୍ରୀଙ୍କ ଚାରିପାଖରେ ପାରମ୍ପରିକ ଆଦିବାସୀ ଗୀତରେ ନୃତ୍ୟ କରିଥିଲେ ।ଏକଦା ଏକ ମୁଖ୍ୟ ନକ୍ସଲ ଗଡ଼ ଭାବେ ବିବେଚିତ ଅଞ୍ଚଳରେ ସୈନ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋକର ପର୍ବ ଦୀପାବଳି ପାଳନ କରିବା ସମୟରେ ପରିବେଶ "ଭାରତ ମାତା କି ଜୟ" ଧ୍ୱନିରେ ପ୍ରକକମ୍ପି ହୋଇ ଉଠିଥିଲା ।ଏହା ମଧ୍ୟ ଦେଖନ୍ତୁ:ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ୨,୫୦୦ ଦୀପରେ ୨୫ ଫୁଟର ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକ

Category

🗞
News
Transcript
00:00Oh
00:17Yeah
00:30is
00:46foreign

Recommended