Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
Watch: ବିଘ୍ନନାଶକଙ୍କ ପୂଜାରେ ବିଘ୍ନ, ପୂଜାର୍ଚ୍ଚନା ବେଳେ ମଣ୍ଡପରେ ଲାଗିଲା ନିଆଁ
7 weeks ago
ସମ୍ବଲପୁର: ଗଣେଶ ପୂଜା ଚାଲିଥିବା ବେଳେ ଅଘଟଣ । ଗତକାଲି (ସୋମବାର) ରାତି ପ୍ରାୟ 8ଟା 30ରେ ସମ୍ବଲପୁର ଫାଟକ ଅଞ୍ଚଳରେ ଥିବା ଦେହେରୀ ପାଲି ଗଣେଶ ପୂଜା ମଣ୍ଡପରେ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସମ୍ବଲପୁର ଅଗ୍ନିଶମ ଅଧିକାରୀ ସୂଚନା ଦେଇଛନ୍ତି ।
ତେବେ ସର୍ଟସର୍କିଟ ଯୋଗୁଁ ଏହି ନିଆଁ ଲାଗିଥାଇ ପାରେ ବୋଲି ସମ୍ବଲପୁର ଜିଲ୍ଲା ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ ସୂଚନା ଦେଇଛନ୍ତି l ଏନେଇ ଖବର ମିଳିବା ପରେ ତୁରନ୍ତ ଅଗ୍ନିଶମ ବାହିନୀର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ୍ତ କରିଥିଲା l ତେବେ ରାତିରେ ଅନେକ ଭକ୍ତ ମଧ୍ୟ ମଣ୍ଡପ ନିକଟରେ ଥିଲେ ମଧ୍ୟ କେହି ମୃତାହତ ହୋଇନାହାନ୍ତି l ତେବେ ଏହି ଅଗ୍ନିକାଣ୍ଡ ଯୋଗୁଁ ସମ୍ପୂର୍ଣ୍ଣ ଟେଣ୍ଟରେ ନିଆଁ ଲାଗି ଯାଇଥିଲା l
ଏଭଳି ପରିସ୍ଥିତିରେ ଅଗ୍ନିଶମ ଅଧିକାରୀ ସୁଦାମ କିସ୍କୋ ଲୋକଙ୍କୁ ସାବଧାନତା ସହ ପୂଜା କରିବାକୁ ପରାମର୍ଶ ଦେଇଛନ୍ତି l କୌଣସି ଅଗ୍ନିକାଣ୍ଡ ହେଲେ ତୁରନ୍ତ ଅଗ୍ନିଶମ ବିଭାଗକୁ ସୂଚନା ଦେବାକୁ ସେ ଅପିଲ କରିଛନ୍ତି l ସମ୍ବଲପୁର ସହରର ନିଆଁ ଲାଗିଥିବା ଏହି ଅଞ୍ଚଳଟି ଅତ୍ୟନ୍ତ ଜନଗହଳି ପୂର୍ଣ୍ଣ ହୋଇଥିବା ବେଳେ ଅଗ୍ନିଶମ ବିଭାଗର ତ୍ୱରିତ ପଦକ୍ଷେପ ଯୋଗୁ କାହାରି କିଛି କ୍ଷତି ହୋଇନାହିଁ l
ଏହା ମଧ୍ୟ ପଢନ୍ତୁ:ଧନୀଠୁ ଗରିବ...ଖୁସିରେ ଜମିବ ସଭିଙ୍କ ନୂଆଖାଇ, 118 ଗରିବ ପରିବାର ପାଇଁ ବର୍ଷକର ଭତ୍ତା ଟଙ୍କା ଖର୍ଚ୍ଚ କରିଦେଲେ ଯୁବ ଜନପ୍ରତିନିଧିରାଜ୍ୟର ପ୍ରଥମ ଗଣେଶ ମେଢ଼; ଗଜାନନଙ୍କ ପୂଜାରେ ଝଲସିଲା ଚାନ୍ଦି, ମୂଲ୍ୟ କୋଟିଏ ଟଙ୍କାରୁ ଅଧିକ, ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳିଇଟିଭି ଭାରତ, ସମ୍ବଲପୁର
Category
🗞
News
Transcript
Display full video transcript
00:00
Thank you very much.
00:30
Thank you very much.
Show less
Recommended
1:14
|
Up next
Watch: ନୀଳଗିରି ବନ କାର୍ଯ୍ୟାଳୟ ମାଲଖାନାରେ ଅଗ୍ନିକାଣ୍ଡ
ETVBHARAT
3 days ago
1:48
Watch: ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା
ETVBHARAT
2 weeks ago
1:39
ବିଜୟା ଦଶମୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ 'ଲାଖବିନ୍ଧା' ନୀତି
ETVBHARAT
2 weeks ago
3:22
ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ETVBHARAT
2 weeks ago
2:13
ବିଜୟୱାଡ଼ା କନକଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି
ETVBHARAT
3 weeks ago
4:05
ଖୋଲିଲା ଶିମିଳିପାଳ ଅଭୟାରଣ୍ୟ; ଅନଲାଇନ୍ ବୁକିଂ ବାଧ୍ୟତାମୂଳକ, ୱାଇଲ୍ଡଲାଇଫ୍ ସଫାରି ସହ ରାତ୍ରି ଯାପନ ସୁବିଧା, ପର୍ଯ୍ୟଟକ ଉତ୍ସାହିତ
ETVBHARAT
5 hours ago
3:43
किशाऊ बांध परियोजना को लेकर चिंता में ग्रामीण, क्वानू में किया जबरदस्त प्रदर्शन
ETVBHARAT
5 hours ago
1:07
ਸਰਹੱਦੀ ਪਿੰਡ 'ਚ ਪਾਕਿਸਤਾਨ ਤੋਂ ਆਇਆ ਡਰੋਨ? ਮੌਕੇ 'ਤੇ ਪਹੁੰਚ ਗਈ ਪੁਲਿਸ, ਦੇਖੋ ਤਸਵੀਰਾਂ
ETVBHARAT
6 hours ago
1:19
श्री गोविंददेवजी मंदिर के मुख्य महंत अंजन कुमार गोस्वामी का निधन, साइलेंट हार्ट अटैक से हुआ देहावसान
ETVBHARAT
6 hours ago
3:37
मंदिरों को लेकर मद्रास हाईकोर्ट के फैसले के बाद पुजारी महासंघ ने मोहन यादव से की मांग
ETVBHARAT
6 hours ago
3:24
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
3 weeks ago
2:21
ରେଙ୍ଗାଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ETVBHARAT
3 weeks ago
1:04
ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା
ETVBHARAT
4 weeks ago
1:56
ବାଲୁକା ଚିତ୍ରକଳା ମାଧ୍ୟମରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ସଲାମ୍ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
4 weeks ago
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
6 weeks ago
0:58
ବାଲୁକାକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ
ETVBHARAT
7 weeks ago
1:16
ଚୋରି ଭୟରୁ ନିଆରା ଯୋଗାଡ଼, ଛାତ ଉପରେ ସ୍କର୍ପିଓ କାର୍ ପାର୍କିଂ
ETVBHARAT
2 months ago
2:04
କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନ
ETVBHARAT
2 months ago
1:05
ବାଲିମେଳା-ଚିତ୍ରକୋଣ୍ଡା ଘାଟିରୁ ଉଦ୍ଧାର ହେଲେ ୫ ଫୁଟର ମଗର
ETVBHARAT
2 months ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
4 months ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
4 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
1:32
Watch: ଗାଁକୁ ଆସି ପାଇଖାନା ଟାଙ୍କିରେ ଫସିଗଲା ହାତୀ, ଘଣ୍ଟାଏ ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ
ETVBHARAT
7 months ago
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
8 months ago
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
10 months ago