Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
Watch: ନୀଳଗିରି ବନ କାର୍ଯ୍ୟାଳୟ ମାଲଖାନାରେ ଅଗ୍ନିକାଣ୍ଡ
14 minutes ago
ବାଲେଶ୍ବର: ନୀଳଗିରି ବନ କାର୍ଯ୍ୟାଳୟ ମାଲଖାନାରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ । କାର୍ଯ୍ୟାଳୟ ପରିସରରେ ଥିବା ଗୋଦାମ ଘରେ ଆଜି (ଶୁକ୍ରବାର) ସକାଳୁ ହଠାତ୍ ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ଶୁଣାଯିବା ସହ କଳା ଧୂଆଁ ବାହାରିବାକୁ ଲାଗିଥିଲା । ପରିସ୍ଥିତିକୁ ଦେଖି କାର୍ଯ୍ୟାଳୟ ତରଫରୁ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ, ଫଳରେ ଏକ ବଡ଼ ଧରଣର ବିପଦ ଟଳିଯାଇଛି । ତେବେ ସର୍ଟ ସର୍କିଟ୍ରୁ ଏହି ଅଗ୍ନିକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି । ଏଥିରେ ୨ଟି ବାଇକ୍ ସହ ବିଭିନ୍ନ ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଛି ।ଅଗ୍ନିକାଣ୍ଡର ପ୍ରକୃତ କାରଣ ଜାଣିବା ପାଇଁ ନୀଳଗିରି ଅଗ୍ନିଶମ ଅଧିକାରୀଙ୍କୁ ଏକ ତଦନ୍ତ ରିପୋର୍ଟ ମଗାଯାଇଛି । ପ୍ରାଥମିକ ତଦନ୍ତରୁ ମିଳିଥିବା ସୂଚନା ଅନୁସାରେ, ମାଲଖାନାରେ ଥିବା ଏକ ବାଇକ୍ର ବ୍ୟାଟେରୀରେ ସର୍ଟ ସର୍କିଟ୍ ହେବା ଯୋଗୁଁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ବର୍ତ୍ତମାନ ଏହି ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ଏହି ଘଟଣାକୁ ନେଇ ବନ କର୍ମଚାରୀ ପରେଶ ଚନ୍ଦ୍ର ନାଥ କହିଛନ୍ତି," ନିଆଁ ସମ୍ପୂର୍ଣ୍ଣ ଭାବେ ଆୟତ୍ତକୁ ଆସିଛି । ବର୍ତ୍ତମାନ ଆଉ ନିଆଁର କୌଣସି ପ୍ରଭାବ ନାହିଁ କିମ୍ବା ଏହା ବ୍ୟାପିବାର ମଧ୍ୟ ସମ୍ଭାବନା ନାହିଁ । ପ୍ରାଥମିକ ଭାବେ ତଦନ୍ତରୁ ଜଣାପଡ଼ୁଛି ଯେ, ବାଇକ୍ର ବ୍ୟାଟେରୀରେ ସର୍ଟସର୍କିଟ୍ ହେବାରୁ ନିଆଁ ଲାଗିଥିଲା । ଏହି ଅଗ୍ନିକାଣ୍ଡରେ ଦୁଇଟି ବାଇକ୍ ସମେତ ଅନ୍ୟାନ୍ୟ ଜରି ଓ କିଛି ସାମଗ୍ରୀ ପୋଡ଼ି ନଷ୍ଟ ହୋଇଛି । ତେବେ ବାରୁଦରେ ନିଆଁ ଲାଗିନାହିଁ । ସେଠାରେ ରଖାଯାଇଥିବା ଗୋଟିଏ ଜବତ ବନ୍ଧୁକ ମଧ୍ୟ ନିଆଁର ପ୍ରଭାବରୁ ସୁରକ୍ଷିତ ରହିଛି । ଯଦି ନିଆଁ ଲିଭାଇବାରେ ବିଳମ୍ବ ହୋଇଥାନ୍ତା, ତେବେ ଏହା ଅନ୍ୟାନ୍ୟ ସାମଗ୍ରୀକୁ ବ୍ୟାପି ଅଧିକ କ୍ଷୟକ୍ଷତି ଘଟାଇଥାନ୍ତା ।" ଏହା ମଧ୍ୟ ପଢନ୍ତୁ...ରାସ୍ତା ଉପରେ ଜଳିଗଲା ବୋଲେରୋଏହା ମଧ୍ୟ ପଢନ୍ତୁ...ପାଇପ ଲାଇନରେ ଗ୍ୟାସ୍ ଲିକ୍ ହୋଇ ଅଗ୍ନିକାଣ୍ଡ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ କଟକ ଜିଲ୍ଲାପାଳଇଟିଭି ଭାରତ, ବାଲେଶ୍ବର
Category
🗞
News
Transcript
Display full video transcript
00:00
Thank you for listening.
Show less
Recommended
New
4:46
शिक्षक आणि पदवीधर निवडणुकीत तब्बल 58,932 मते बाद; वाचा नेमका घोळ काय?
ETVBHARAT
3:49
ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା' ମଙ୍ଗଳା
ETVBHARAT
2:21
ରେଙ୍ଗାଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ETVBHARAT
New
3:38
'ആനകളെ വളർത്താൻ ഞങ്ങളെ കുടിയൊഴിപ്പിക്കരുത്'; ചിന്നക്കനാലിൽ ഭൂമാഫിയക്കെതിരെ ആദിവാസി പ്രക്ഷോഭം
ETVBHARAT
New
3:17
Will Serve People Until My Last Breath’: PM Modi Holds Roadshow, Launches Rs 14,000-Crore Projects In Gujarat
ETVBHARAT
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
1:16
ଚୋରି ଭୟରୁ ନିଆରା ଯୋଗାଡ଼, ଛାତ ଉପରେ ସ୍କର୍ପିଓ କାର୍ ପାର୍କିଂ
ETVBHARAT
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
1:32
Watch: ଗାଁକୁ ଆସି ପାଇଖାନା ଟାଙ୍କିରେ ଫସିଗଲା ହାତୀ, ଘଣ୍ଟାଏ ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ
ETVBHARAT
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
0:26
Watch: ବ୍ରହ୍ମପୁରରୁ ବିରଳ ଆଲବିନୋ କମନ୍ ଉଲ୍ଫ ସାପ ଉଦ୍ଧାର, ରଙ୍ଗରୁ ନେଇ ରୋଚକ ତଥ୍ୟ
ETVBHARAT
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
1:48
Watch: ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା
ETVBHARAT
3:24
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
1:04
ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛା
ETVBHARAT
New
2:00
AI की मदद से अयोध्या में डिजिटल रंगोली; धर्मपथ की भव्यता बढ़ी, दीपोत्सव की तैयारियां तेज
ETVBHARAT
New
2:29
बीजों की बैंकर बनी शहडोल की महिला किसान, रानी सिंह बचा रहीं देसी धान की विरासत
ETVBHARAT
0:37
Watch: ବିଘ୍ନନାଶକଙ୍କ ପୂଜାରେ ବିଘ୍ନ, ପୂଜାର୍ଚ୍ଚନା ବେଳେ ମଣ୍ଡପରେ ଲାଗିଲା ନିଆଁ
ETVBHARAT
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3:57
ଗଜମୁଆଁରେ ପାରଳା ମହାରାଜାଙ୍କ ପ୍ରତିକୃତି, ଧୂମଧାମରେ ପରମ୍ପରା ପାଳିଲେ ଗଜପତିବାସୀ
ETVBHARAT
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT