Skip to playerSkip to main content
  • 19 minutes ago
ନିଆଳି: ଆଜି ପବିତ୍ର ମହାସପ୍ତମୀ । କାକଟପୁର ପ୍ରସିଦ୍ଧ ମା' ମଙ୍ଗଳା ଆଜି (ଶନିବାର) ସିଂହବାହିନୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ପାର୍ବଣ ଋତୁରେ ଚଳଚଞ୍ଚଳ ହୋଇଉଠିଛି କାକଟପୁରର ଅଧିଷ୍ଠାତ୍ରୀ ଦେବୀ, ପରମ ବୈଷ୍ଣବୀ ମା' ମଙ୍ଗଳାଙ୍କ ପୀଠ । ମୂଳାଷ୍ଟମୀ ଠାରୁ ମା' ମଙ୍ଗଳାଙ୍କ ପୀଠରେ ସ୍ୱତନ୍ତ୍ର ପୂଜାନୀତି ଏବଂ ଷୋଡ଼ଶ ଉପଚାର ପୂଜା ବିଧି ଆରମ୍ଭ ହୋଇଛି । ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଶକ୍ତିପୀଠକୁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି । ମା'ଙ୍କୁ ଦର୍ଶନ କରି ଆଶୀର୍ବାଦ  ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଭକ୍ତମାନେ ମା'ଙ୍କ ବିଭିନ୍ନ ଦିବ୍ୟ ବେଶ ଦର୍ଶନ କରିବାର ସୌଭାଗ୍ୟ ପାଉଛନ୍ତି ।
 
ପାର୍ବଣର ବିଶେଷ ନୀତିକାନ୍ତି ଅନୁଯାୟୀ, ମା'ଙ୍କ ଚଳନ୍ତି ପ୍ରତିମାକୁ ଏକ ସୁସଜ୍ଜିତ ବିମାନରେ ରତ୍ନଗିରି ଅଭିମୁଖେ ନିଆଯାଇଥାଏ । ଯେଉଁଠାରେ ମହିଷାସୁରକୁ ଠାବ କରିବାର ଏକ ପାରମ୍ପରିକ ରୀତି ରହିଛି । ଏହାପରେ ମନ୍ଦିର ମଧ୍ୟରେ ବିରାଜମାନ ଦୁର୍ଗା ପ୍ରତିମାଙ୍କୁ ରତ୍ନବେଦୀରୁ ବାହାରକୁ ଅଣାଯାଇ ଏକତ୍ର ଭାବେ ଏକ ଖଟୁଳିରେ ପୂଜା କରାଯାଏ । ଯାହାକୁ ସ୍ଥାନୀୟ ଅଞ୍ଚଳରେ ଜଗତି ପୂଜା ବୋଲି କୁହାଯାଏ । ଜଗତି ପୂଜା ସମାପ୍ତ ହେବା ପରେ ମା'ଙ୍କ ଚଳନ୍ତି ପ୍ରତିମାକୁ ପୁନର୍ବାର ରତ୍ନ ସିଂହାସନରେ ଅବସ୍ଥାପିତ କରାଯାଏ ଏବଂ ମା'ଙ୍କ ନବରାତ୍ରର ସପ୍ତମୀ ପୂଜାରେ ଆଜି ମା ମଙ୍ଗଳାଙ୍କ ସିଂହବାହିନୀ ବେଶ ଅନୁଷ୍ଠିତ ହୋଇଥାଏ । 
 ଏହା ମଧ୍ୟ ଦେଖନ୍ତୁ:୩୨ ପ୍ରକାର ଫଳ ଓ ପନିପରିବାରେ ନିର୍ମିତ ମା' ଦୁର୍ଗାଙ୍କ ବାଲୁକା କଳାବିଜୟୱାଡ଼ା କନକଦୁର୍ଗା ମନ୍ଦିରରେ ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତିନବରାତ୍ରିର ତୃତୀୟ ଦିନ: କଳାକଲି ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା' ମଙ୍ଗଳାଇଟିଭି ଭାରତ, ନିଆଳି

Category

🗞
News
Transcript
00:10હરતરતરતર આગમનરે હરાપુષ્ટરે માંગર વિરાજીત આજી માંગર સપતમી એ સપતમી તિતરે માં મંગળાંગ�
00:32સપતરતરામચીત માંગર સપતરતમી માંગ્ટરતી માંગે વતર્તરતીતં વાંગળ સપ્તરગા સંહ્તાં આગળજ�
00:57How do you do this work?
01:02Look, I am doing this work.
01:06I am doing this work.
01:33Thank you very much.
01:45Thank you very much.
02:18Thank you very much.
02:22Thank you very much.
02:52Thank you very much.
03:47Thank you very much.

Recommended