Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ଶିଳ୍ପ ନଗରୀରୁ ବିଦାୟ ନେଲେ ମା' ଧନଦାତ୍ରୀ
5 minutes ago
ଅନୁଗୋଳ: ଶେଷ ହେଲା ଶିଳ୍ପ ନଗରୀ ଅନୁଗୋଳର ଗଣପର୍ବ ପ୍ରସିଦ୍ଧ ଗଜକ୍ଷ୍ମୀ ପୂଜା । ମେଲାଣି ନେଲେ ମା' ଧନଦାତ୍ରୀ । ଦୀର୍ଘ ୧୦ ଦିନ କାଳ ମା'ଙ୍କୁ ଆରାଧନା ପରେ ଗତକାଲି (ବୁଧବାର) ଦିଆଯାଉଛି ମେଲାଣି । ଚଳିତ ବର୍ଷ ସହରରେ ୨୯ଟି ମଣ୍ଡପରେ ମା'ଙ୍କ ପୂଜା ହୋଇଥିଲା । ଏହା ଗତ ୨୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗତକାଲି ଭସାଣି ଉତ୍ସବ ଅନୁଷ୍ଠିତ ହୋଇଥିଲା । ଅପରାହ୍ନ ୩ଟାରେ ଆରମ୍ଭ ହୋଇଥିଲା ସାମୂହିକ ଭସାଣି ଶୋଭାଯାତ୍ରା । ସହର ଥାନା ଛକ ଠାରେ ମେଢ଼ ଗୁଡ଼ିକ ଏକାଠି ହେବା ପରେ ଗୋଟିଏ ପରେ ଗୋଟିଏ ମେଢ଼ ଶୋଭାଯାତ୍ରାରେ ବାହାରି ଥିଲେ । ପୂର୍ବରୁ କେଉଁ ମେଢ଼ କେଉଁ ସ୍ଥାନରେ ରହିବ, ସେନେଇ ଲଟେରୀ ହୋଇଥିଲା । ସେ କ୍ରମରେ କମାନ୍ୱୟରେ ମେଢ଼ ଗୁଡ଼ିକ ଶୋଭାଯାତ୍ରାରେ ବାହାରିଥିଲେ । ମେଢ଼ ଗୁଡ଼ିକ କାଞ୍ଚନ ବଜାର, ପୁରୁଣା ବସ୍ ଷ୍ଟାଣ୍ଡ ରଜାଛକ ଦେଇ ବଜାର ପ୍ରବେଶ କରିଥିଲେ । ଅତ୍ୟାଧୁନିକ ଲାଇଟ୍ ସଜାର ମେଢ଼ ସବୁ ଦେଖିବାକୁ ପୁରା ସହରରେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରର ଲୋକ ନୃତ୍ୟ ସବୁ ପର୍ଦଶିତ ହୋଇଥିଲା । ସପଟେ ସୁରକ୍ଷା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଥିଲା। ବିଳମ୍ବିତ ରାତି ଯାଏଁ ଚାଲିଥିଲା ଭଷାଣି ଉତ୍ସବ । ମେଢ଼ ଗୁଡିକ ସହର ପରିକ୍ରମା କରି ଶେଷରେ ନିଜ ନିଜ ସ୍ଥାନର ବିସର୍ଜିତ ହୋଇଥଲା ।ଏହା ମଧ୍ୟ ପଢନ୍ତୁ... Watch: ଭକ୍ତି ଆଗରେ ହାର୍ ମାନେ ପ୍ରତିବନ୍ଧକ, ନିଆରା ଥିମରେ ଢେଙ୍କାନାଳ ବାଜିଚୌକ ପୂଜାମଣ୍ଡପ ଦେଲା ବାର୍ତ୍ତାଏହା ମଧ୍ୟ ପଢନ୍ତୁ... କାଳୀ ନୃତ୍ୟରେ ଦୁଲୁକୁଛି ଢେଙ୍କାନାଳ, ଆଜି ମା'ଲକ୍ଷ୍ମୀଙ୍କ ଭସାଣ ଉତ୍ସବଇଟିଭି ଭାରତ, ଅନୁଗୋଳ
Category
🗞
News
Transcript
Display full video transcript
00:00
Thank you for joining us.
00:38
Thank you for joining us.
Show less
Recommended
1:14
Watch: ନୀଳଗିରି ବନ କାର୍ଯ୍ୟାଳୟ ମାଲଖାନାରେ ଅଗ୍ନିକାଣ୍ଡ
ETVBHARAT
1:48
Watch: ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା
ETVBHARAT
3:10
ଆଜି ପବିତ୍ର ମହାନବମୀ; କୁମାରୀ ବେଶରେ ପୂଜା ପାଇଲେ ମା' ଦୁର୍ଗା
ETVBHARAT
New
1:47
ਤਾਰਾਂਵਾਲਾ ਪੁਲ ਗੋਲੀਕਾਂਡ: ਪੁਲਿਸ ਨੇ ਕਾਬੂ ਕੀਤੇ 7 ਮੁਲਜ਼ਮ, ਕੀਤੇ ਵੱਡੇ ਖੁਲਾਸੇ
ETVBHARAT
New
9:42
उत्तराखंड की अर्थव्यवस्था में 71 फीसदी हिस्सेदारी 3 मैदानी जिलों की, 26 साल में बहुत पीछे छूटे पहाड़ी जिले
ETVBHARAT
3:22
ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ETVBHARAT
2:21
ରେଙ୍ଗାଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ETVBHARAT
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
3:57
ଗଜମୁଆଁରେ ପାରଳା ମହାରାଜାଙ୍କ ପ୍ରତିକୃତି, ଧୂମଧାମରେ ପରମ୍ପରା ପାଳିଲେ ଗଜପତିବାସୀ
ETVBHARAT
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
0:50
ଥର୍ମାଲ୍ କ୍ୟାମେରାରେ କଏଦ ହେଲେ ୪୦ ଟିକିଏ ହାତୀ ପଲ
ETVBHARAT
1:20
ଢେଙ୍କାନାଳ ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ କୁଆଁରୀ ପୂଜା
ETVBHARAT
New
2:16
ಶಿವರಾತ್ರಿ ರಾಜೇಂದ್ರ ಶ್ರೀ 111ನೇ ಜಯಂತ್ಯುತ್ಸವದಲ್ಲಿ ನಟ ಡಾಲಿ ಧನಂಜಯ ಭಾಗಿ: ವಿದ್ಯಾರ್ಥಿನಿಯರೊಂದಿಗೆ ಡ್ಯಾನ್ಸ್
ETVBHARAT
New
1:56
दीपावली की मिठास में मिलावट का खतरा, खाद्य विभाग की मिठाई दुकानों पर छापेमारी
ETVBHARAT
New
3:08
Inspiring Story: ईंट भट्ठे की तपिश में फौजी बनने की जिद, बिहार में बच्चों के हाथों में पहुंची किताबें
ETVBHARAT
3:49
ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା' ମଙ୍ଗଳା
ETVBHARAT
1:56
ବାଲୁକା ଚିତ୍ରକଳା ମାଧ୍ୟମରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ସଲାମ୍ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
1:41
ରାସ୍ତା ମଝିରେ ଚଳନ୍ତା ବସରୁ ବାହାରିଲା ଧୂଆଁ, ଜୀବନ ବଞ୍ଚାଇବାକୁ ଦୌଡିଲେ ଯାତ୍ରୀ
ETVBHARAT
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
1:32
Watch: ଗାଁକୁ ଆସି ପାଇଖାନା ଟାଙ୍କିରେ ଫସିଗଲା ହାତୀ, ଘଣ୍ଟାଏ ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ
ETVBHARAT
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT