Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
11 months ago
ବ୍ରହ୍ମପୁର: ବିଦାୟ ନେଲେ ଜଗତଜନନୀ ମା'ଦୁର୍ଗା। ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର ବ୍ରହ୍ମପୁର । ବିଜୟା ଦଶମୀ ଉତ୍ସବ ଶେଷ ପରେ ବ୍ରହ୍ମପୁର ସହରର ସମସ୍ତ ପୂଜା ମଣ୍ଡପରୁ ମେଲାଣି ନେଇଛନ୍ତି ମା'। ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା 4ଟି ଅସ୍ଥାୟୀ ପୋଖରୀରେ ଶେଷ ହୋଇଛି ବିସର୍ଜନ ପ୍ରକ୍ରିୟା । ଦୀର୍ଘ ୧୦ ଦିନ ଧରି ଶାନ୍ତି ଶୃଙ୍ଖଳାର ସହ ବ୍ରହ୍ମପୁରର ବିଭିନ୍ନ ପୂଜା ମଣ୍ଡପରେ ପୂଜା ପାଇ ଆସୁଥିଲେ ମା'ଦୁର୍ଗା । ତେବେ ଚଳିତ ବର୍ଷ ଡିଜେ କଟକଣା ଯୋଗୁଁ ପୂଜା କମିଟି ଗୁଡ଼ିକ ବିଭିନ୍ନ ପାରମ୍ପାରିକ ବାଦ୍ୟରେ ବିରାଟ ପଟୁଆରରେ ଶୋଭାଯାତ୍ରା କରି ମା'ଙ୍କୁ ମେଲାଣି ଦେଇଥିଲେ । ପୂର୍ବରୁ ମା'ଙ୍କ ବିସର୍ଜନ ପାଇଁ ସହରର ପୁରୁଣା ବସଷ୍ଟାଣ୍ଡଠାରେ ମେଲଣ ଉତ୍ସବ ଅନୁଷ୍ଠିତ ହୋଉଥିବା ବେଳେ ବିଗତ କିଛି ବର୍ଷ ହେବ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ବନ୍ଦ କରାଯାଇଛି । ଏଣୁ ବିଭିନ୍ନ ପୂଜା କମିଟି ପକ୍ଷରୁ ବିସର୍ଜନ ପାଇଁ ଭିନ୍ନ ଭିନ୍ନ ସମୟରେ ବିସର୍ଜନ କରାଯାଇଥିଲା । ମା'ଙ୍କ ବିସର୍ଜନକୁ ନେଇ ପଣ୍ଡିତ ଡ଼ମ୍ୱରୁ ଧର କହିଛନ୍ତି, "ଶାରଦୀୟ ଦୁର୍ଗା ପୂଜା ସମୟରେ ମା'ଙ୍କୁ ସମସ୍ତ ପ୍ରକାର ଦୈନିକ ପୁଜାର୍ଚ୍ଚନା କରି ଆସୁଥିଲୁ । ହେଲେ ପରମ୍ପାରା ଅନୁଯାୟୀ ବିଦାୟ ଦେବାର ସମୟ । ମହାଷ୍ଠଷ୍ଟୀ ଠାରୁ ଆରମ୍ଭ କରି ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ପରେ ଏବେ ବିଦାୟ ଦେବାର ସମୟ । ମା'ଙ୍କୁ ବିଦାୟ ଦେଉଥିବାରୁ ଆଖିରୁ ଲୁହ ଝରି ଆସୁଥିବା ବେଳେ ପୁଣି ଆସନ୍ତା ବର୍ଷକୁ ଅପେକ୍ଷା ।"ଏହା ମଧ୍ୟ ପଢନ୍ତୁ...ଦୁର୍ଗା ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ଡିସିପିଙ୍କ ସମେତ 6 ଆହତଏହା ମଧ୍ୟ ପଢନ୍ତୁ...ରାଜନଗରର ନିଆରା ପରମ୍ପରା: ନଦୀରେ ଚାପ ଖେଳି ବିଦାୟ ନେଲେ ମା'ଇଟିଭି ଭାରତ,ବ୍ରହ୍ମପୁର
Category
🗞
News
Transcript
Display full video transcript
00:00
1, 2, 3, 3, 4, 5, 5, 6, 7, 8, 8, 9, 9, 10, 11, 11.
00:28
Thank you very much.
00:58
Thank you very much.
01:28
Thank you very much.
01:58
Thank you very much.
02:28
Thank you very much.
Show less
Comments
Log in to post a comment
Recommended
3:27
|
Up next
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
ETVBHARAT
1 week ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
3 weeks ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
3 weeks ago
6:58
ନାରୀତ୍ବର ପର୍ବ 'ରଜ' ଅବସରରେ, ପାରମ୍ପରିକ ପୋଷାକ ପିନ୍ଧି ରାମ୍ପରେ ଚାଲିଲେ କୁନି ଝିଅ ଓ ମଡେଲ
ETVBHARAT
3 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
3 months ago
1:58
चिंताजनक! पिंपरी-चिंचवडमध्ये स्वाईन फ्लूचा शिरकाव; 37 रुग्णांना लागण, गणेशोत्सवाच्या गर्दीत खबरदारीचं आवाहन
ETVBHARAT
13 minutes ago
1:20
पुलिस का डिजिटल डंडा : कॉल मैसेज कर महिलाओं युवतियों को परेशान करने वालों की सिम-मोबाइल होंगे ब्लॉक
ETVBHARAT
19 minutes ago
2:14
കാടും മലയും ചുമന്ന് തീരുന്ന ആയുസ്സുകൾ; നാല് ചുവരുകൾക്കപ്പുറം ഒരു റോഡെന്ന സ്വപ്നവുമായി ഇടമലക്കുടി കണ്ണീരൊഴുക്കുന്നു!
ETVBHARAT
24 minutes ago
2:23
অভিৰুচি ক্ৰীড়া দিৱস : বান পৰিস্থিতিৰ বাবে শিৱসাগৰত অনুষ্টুপীয়াকৈ উদযাপন
ETVBHARAT
37 minutes ago
6:52
DJ विरोधात आवाज उठवणाऱ्या विद्यानंद बापट यांना पुण्यात मारहाण
ETVBHARAT
40 minutes ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
4 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
4 months ago
1:19
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ସାନ୍ନିଧ୍ୟ ଲାଭକଲେ ୬୧ତମ ଫେମିନା ମିସ୍ ଇଣ୍ଡିଆର ୩୦ ପ୍ରତିଯୋଗୀ
ETVBHARAT
5 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
8 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
9 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
9 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
9 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
10 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
10 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
10 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
10 months ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
11 months ago
3:37
ପାରମ୍ପାରିକ ବାଦ୍ୟରେ ପ୍ରକମ୍ପିତ ପରିବେଶ, ମା' ଡୋକରିଙ୍କ ଛତର ଯାତ୍ରା ଅନୁଷ୍ଠିତ
ETVBHARAT
11 months ago
3:28
ମା' ବିରଜାଙ୍କ କ୍ଷେତ୍ରରେ ନବରାତ୍ର ପୂଜା, ଆଜିଠୁ ମନ୍ଦିରରେ ନବଦିନାତ୍ମକ ରଥଯାତ୍ରା
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
Comments