Skip to playerSkip to main content
  • 10 minutes ago
ଢେଙ୍କାନାଳ: କୁମାର ପୂର୍ଣ୍ଣିମା ଅବସରରେ ଆରମ୍ଭ ହୋଇଥିବା ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ଶେଷ ହୋଇଯାଇଛି। ୧୦ ଦିନ ଧରି ଧରା ଧାମରେ ଅବସ୍ଥାନ କରିଥିବା ମା'ଧନଧାତ୍ରୀଙ୍କୁ ଆଜି ମେଲାଣି ଦେଉଛନ୍ତି ଢେଙ୍କାନାଳ ବାସୀ। ଆଜି ଚାଲିଛି ଲଷ୍ମୀପୂଜା ମିଳିତ ଭସାଣ ଉତ୍ସବ । ରାଜ୍ୟ ତଥା ରାଜ୍ୟ ବାହାରର ପାରମ୍ପରିକ ବାଦ୍ୟ ଯନ୍ତ୍ର, ଅଧ୍ୟାଧୂନିକ ବ୍ୟାଣ୍ଡପାର୍ଟି ଓ ବିଭିନ୍ନ ଆଦିବାସୀ ନୃତ୍ୟ, କାଳୀ ନୃତ୍ୟ, କଳସ ଘଣ୍ଟୁଆ ଓ ଶଙ୍ଖୁଆ ମାନଙ୍କୁ ସାମିଲ କରି ମା’ଙ୍କୁ ମେଲାଣି ଦେଉଛନ୍ତି ସହର ବାସୀ। ଚଳିତ ବର୍ଷ ମୋଟ ୪୧ ଗୋଟି ପୂଜା ମଣ୍ଡପରୁ ଏହି ମିଳିତ ଭସାଣି ଉତ୍ସବରେ ୨୬ ଗୋଟି ମେଢ଼ ସାମିଲ ହୋଇଛନ୍ତି।ପରମ୍ପରା ମୁତାବକ ମିଳିତ ଭଷାଣରେ ସାମିଲ ସମସ୍ତ ମେଢ଼ ଗୁଡିକ ପ୍ରଥମେ ରାଜା ନଅର ନିକଟକୁ ଯାଇ ମେଳଣ ପରେ ମିଳିତ ଭସାଣ ଶୋଭାଯାତ୍ରାରେ ସାମିଲ ହେବେ । କୋର୍ଟ ଛକ ଦେଇ ମେଢ଼ ଗୁଡିକ ସହର ମୁଖ୍ୟ ରାସ୍ତା ଦେଇ କାଠ ଶଙ୍ଖ ଅଭିମୁଖେ ଯାତ୍ରା କରିବେ। ତେବେ ପୂର୍ବାହ୍ନରେ ପ୍ରଥମ ମେଢ଼ ମିନା ବଜାର ପୂଜା ମଣ୍ଡପ ଠାରେ ଏହି ମିଳିତ ଭସାଣ ଉତ୍ସବକୁ ପୂଜାର୍ଚ୍ଚନା କରାଯାଇ ଶୁଭାରମ୍ଭ କରାଯାଇଛି। ଏଥିରେ ଯୋଗ ଦେଇ ଭସାଣ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ନିର୍ଦ୍ଧାରିତ ରାତି ୧୦ଟା ପୂର୍ବରୁ ସମାପନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ।  ଏହି ମିଳିତ ଭସାଣ ଉତ୍ସବ ପାଇଁ ୨୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିବା ଢେଙ୍କାନାଳ ଏସପି ଅଜିଙ୍କ୍ୟ ବାବୁରାଓ ମାନେ କହିଛନ୍ତି । ଏହା ମଧ୍ୟ ପଢନ୍ତୁ   ଢେଙ୍କାନାଳରେ ଜମୁଛି ଲକ୍ଷ୍ମୀପୂଜା ସାଙ୍ଗକୁ ପଲ୍ଲିଶ୍ରୀ ମେଳାଏହା ମଧ୍ୟ ପଢନ୍ତୁ ଧରାପୃଷ୍ଠରେ ମା’ ଧନଦାତ୍ରୀ; ଢେଙ୍କାନାଳରେ ୪୧ଟି ମଣ୍ଡପରେ ପୂଜା ପାଉଛନ୍ତି ମା' ଲଷ୍ମୀଇଟିଭି ଭାରତ, ଢେଙ୍କାନାଳ 

Category

🗞
News
Transcript
00:00Music
00:04Music
00:06Music
00:10Music
00:11Music
00:25Music
00:25Music
00:25Music
00:25Music
00:25Music
00:25Music
00:30Music
00:30Music
00:30Music
00:30Music
00:30Music
00:30Music
00:32Music
00:33Music
00:35Hey honey
00:37Hey
00:38Hey
00:39Thank you for joining us.
01:09We have deployed a total of 25 platons, and a total of 145 officers.
01:18We have to say that we have a committee without any issues, and within time we have a committee.
01:27foreign
01:38foreign
02:33Thank you very much.
02:51Thank you very much.
03:10Thank you very much.
Comments

Recommended