Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
କେବଳ ମୂର୍ତ୍ତିରେ ନୁହେଁ, କୁମାରୀ କନ୍ୟାଙ୍କ ଶରୀରରେ ବିରାଜନ୍ତି ମା'; ମାତୃଶକ୍ତିର ସମ୍ମାନରେ ସମ୍ପନ୍ନ ହେଲା କୁଆଁରୀ ପୂଜା
24 minutes ago
କେନ୍ଦ୍ରାପଡା: ପବିତ୍ର ନବରାତ୍ରି ପୂଜାର ଆଜି ଅନ୍ତିମ ଦିବସ । ଅହୋରାତ୍ରି ତଥା ମହାନବମୀ ତିଥିରେ ସାରା ଅଞ୍ଚଳ ଶକ୍ତିମୟ ହୋଇଉଠିଛି। ଗତକାଲି ଅର୍ଥାତ ମହାନବମୀ ତିଥିରେ ଜଗଜ୍ଜନନୀ ମା’ ଦୁର୍ଗାଙ୍କ ସ୍ୱତନ୍ତ୍ର ପୂଜା ସମ୍ପନ୍ନ ହୋଇଯାଇଛି । ଶକ୍ତିସ୍ୱରୂପିଣୀଙ୍କୁ ବିଦାୟ ଜଣାଇବା ପୂର୍ବରୁ ଆୟୋଜିତ ହୋଇଯାଇଛି ପ୍ରସିଦ୍ଧ ‘କନ୍ୟା ପୂଜନ’ ନୀତି। ଏହି ଅବସରରେ କେନ୍ଦ୍ରାପଡ଼ା ଜିଲ୍ଲା ଇନ୍ଦୁପୁର ଅଞ୍ଚଳର ଥାନାପତି ମଣ୍ଡପରେ ଏକ ଆଧ୍ୟାତ୍ମିକ ଓ ଆବେଗପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା।ଥାନପତି ମଣ୍ଡପରେ ଚଳିତ ବର୍ଷ କନ୍ୟା ପୂଜନକୁ ଅତ୍ୟନ୍ତ ମହା ସମାରୋହ ଓ ମହାଡମ୍ବରରେ ପାଳନ କରାଯାଇଛି। ସ୍ଥାନୀୟ ଅଞ୍ଚଳର ନଅ ଜଣ କୋମଳମତି ଶିଶୁ କନ୍ୟାଙ୍କୁ ମା’ ଦୁର୍ଗାଙ୍କ ନବଦୁର୍ଗା ରୂପରେ ସଜ୍ଜିତ କରାଯାଇଥିଲା। ପୂଜକ ଓ ଶ୍ରଦ୍ଧାଳୁମାନେ ସମ୍ପୂର୍ଣ୍ଣ ରୀତିନୀତି ଅନୁସାରେ ଏହି କୁମାରୀମାନଙ୍କ ପାଦ ଧୋଇ, ଚନ୍ଦନ,ସିନ୍ଦୂର ଓ ପୁଷ୍ପମାଲ୍ୟ ଦେଇ ବନ୍ଦାପନା କରିଥିଲେ। ସେମାନଙ୍କୁ ନାନାଦି ସ୍ୱାଦିଷ୍ଟ ମିଷ୍ଟାନ୍ନ, ଭୋଗ ଓ ଉପହାର ପ୍ରଦାନ କରାଯାଇ ଆଶୀର୍ବାଦ ଭିକ୍ଷା କରା ଯାଇଥିଲା। ଏହି ସ୍ୱତନ୍ତ୍ର ପୂଜା ନୀତି ଦେଖିବାକୁ ମଣ୍ଡପରେ ଶହ ଶହ ଭକ୍ତଙ୍କ ସମାଗମ ହୋଇଥିଲା।କେବଳ ମୃଣ୍ମୟୀ ମୂର୍ତ୍ତି ମଧ୍ୟରେ ନୁହେଁ, ଏହି କୁମାରୀ କନ୍ୟାମାନଙ୍କ ମଧ୍ୟରେ ସାକ୍ଷାତ୍ ମା’ ଜଗଜ୍ଜନନୀଙ୍କ ପ୍ରତ୍ୟକ୍ଷ ଆବିର୍ଭାବକୁ ଅନୁଭବ କରିଥିବା ଭକ୍ତମାନେ ମତ ପ୍ରକାଶ କରିଛନ୍ତି। ଶଙ୍ଖ, ହୁଳହୁଳି, ଘଣ୍ଟପାଟୁଆ ଓ ବେଦମନ୍ତ୍ରର ଗମ୍ଭୀର ଧ୍ୱନିରେ ପୂରା ଇନ୍ଦୁପୁର ଅଞ୍ଚଳ ଏକ ଅପୂର୍ବ ଦିବ୍ୟ ଶାନ୍ତି ଓ ଭକ୍ତିରସ ଭରି ହୋଇଯାଇଥିଲା ।
ପୂଜା କମିଟି ଓ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅତ୍ୟନ୍ତ ସଫଳତାର ସହ ସମ୍ପନ୍ନ ହୋଇଛି। ଏନେଇ ପୂଜା କମିଟି ସମ୍ପାଦକ ନୀଳମାଧବ ପତି କୁହନ୍ତି," ଏହି ଅନୁଷ୍ଠାନର ଏକ ମୁଖ୍ୟ ଆକର୍ଷଣ ହେଉଛି କାଳିକା ନାଚ, ଯାହା ପ୍ରାୟ ଅଧା ଘଣ୍ଟା ଧରି ଚାଲିଥାଏ। ଏହି ନାଚରେ ପ୍ରାୟ ୫,୦୦୦ରୁ ଅଧିକ ଲୋକଙ୍କ ସମାଗମ ହୋଇଥାଏ। ଏଠାରେ ପାଖାପାଖି ୨୦୦ ପାଣି କଖାରୁ ବଳି ପଡ଼େ। ଖଣ୍ଡା ଧରି ମାଆଙ୍କ ଆଗରେ ନାଚି ନାଚି ତିନିଥର ବଳି ପକାଯିବାର ପରମ୍ପରା ରହିଛି। ଏବର୍ଷ ଥାନାପତି ପାଖରେ ପିଲାମାନଙ୍କୁ (କୁମାରୀମାନଙ୍କୁ) ଏକାଠି କରି କୁମାରୀ ପୂଜା କରାଯାଉଛି। ମାଆ ଦୁର୍ଗା କୁମାରୀ ଅବସ୍ଥାରେ ମହିଷାସୁରକୁ ବଧ କରିଥିଲେ। ତେଣୁ କୁମାରୀ ପିଲାମାନଙ୍କ ମାଧ୍ୟମରେ ନାରୀ ଶକ୍ତିକୁ ଜାଗ୍ରତ ଓ ଉତ୍ସାହିତ କରିବା ପାଇଁ ଏହି ବଡ଼ ଆୟୋଜନ କରାଯାଇଛି। ମାତୃଶକ୍ତିକୁ ସମ୍ମାନ ଜଣାଇ ଏବଂ ନାରୀ ଶକ୍ତିକୁ ଆଗକୁ ବଢ଼ାଇବା ପାଇଁ ଏହି ପରମ୍ପରା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ"ବୋଲି ସେ କହିଛନ୍ତି।
ଇଟିଭି ଭାରତ, କେନ୍ଦ୍ରାପଡ଼ା
Category
🗞
News
Transcript
Display full video transcript
00:01
It's time to go to the airport.
00:03
We're going to drive it in.
00:06
We're going to drive it in.
00:11
We're going to drive it in.
00:16
We're going to drive it in.
Show less
Recommended
3:24
|
Up next
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
1 week ago
2:21
ରେଙ୍ଗାଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ETVBHARAT
2 weeks ago
1:56
ବାଲୁକା ଚିତ୍ରକଳା ମାଧ୍ୟମରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ସଲାମ୍ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
3 weeks ago
2:59
ଦୋକାନ ଭିତରେ ପଶିଲା ଲୁହା ବୋଝେଇ ଟ୍ରକ; ୩ ଦୋକାନ ଭାଙ୍ଗିରୁଜି ଚୁରମାର
ETVBHARAT
4 weeks ago
2:19
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ମହୋତ୍ସବର ପଡିଲା ମୂଳଦୁଆ; ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଶୁଭ ମାଟି ଅନୁକୂଳ
ETVBHARAT
4 weeks ago
5:28
छत्तीसगढ़ के किसान का बेटा बना टेक गुरु, AI ब्रेन कर रहा डेवलप, स्कूली बच्चों को फ्री में सीखा रहे रोबोटिक्स, कोडिंग और 3D प्रिंटिंग
ETVBHARAT
10 minutes ago
2:08
આરોપીને ફરાર જાહેર કરવાના નિયમો શું? ખોટા પોલીસ રિપોર્ટ અંગે ગુજરાત હાઇકોર્ટની ગાઇડલાઇન
ETVBHARAT
13 minutes ago
3:06
पुरी में बेसहारा पशुओं का सहारा बना श्री जगन्नाथ गो सेवा संस्थानम: चौबीसों घंटे इलाज, चारा-पानी और शेल्टर का इंतजाम
ETVBHARAT
16 minutes ago
1:52
PRTC ਬੱਸਾਂ ਦਾ ਅੱਜ ਚੱਕਾ ਜਾਮ! ਘਰੋਂ ਨਿਕਲਣ ਤੋਂ ਪਹਿਲਾਂ ਦਿਓ ਧਿਆਨ, ਕਿਤੇ ਹੋਣਾ ਨਾ ਪਵੇ ਪਰੇਸ਼ਾਨ
ETVBHARAT
19 minutes ago
3:52
आत्महत्या केलेल्या शेतकऱ्याच्या मुलींच्या शिक्षणासाठी रोहित पवारांचा पुढाकार; क्षीरसागर कुटुंबीयांना मदतीची ग्वाही
ETVBHARAT
26 minutes ago
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
4 weeks ago
1:29
ବାଲୁକା କଳାରେ ୧୦୧ଟି ମାଖନ ହାଣ୍ଡି ସହ ନନ୍ଦଲାଲା, ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
7 weeks ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
7 weeks ago
3:27
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
ETVBHARAT
2 months ago
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
2 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3 months ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
4 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4 months ago
1:52
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା, ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୟୂରଭଞ୍ଜ MP ନବଚରଣ
ETVBHARAT
4 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
5 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
6 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
8 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
8 months ago
3:06
୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା
ETVBHARAT
9 months ago
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT
10 months ago