Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଚୋରି ଭୟରୁ ନିଆରା ଯୋଗାଡ଼, ଛାତ ଉପରେ ସ୍କର୍ପିଓ କାର୍ ପାର୍କିଂ
7 weeks ago
ଗୋପାଳଗଞ୍ଜ (ବିହାର): ସାଧାରଣତଃ ଘର ଛାତ ଉପରେ ଲୋକେ ଗଛ ଲଗାଇଥାନ୍ତି, ପାଣି ଟାଙ୍କି ରଖିଥାନ୍ତି କିମ୍ବା ଲୁଗା ଶୁଖାଇବା ବ୍ୟବସ୍ଥା କରିଥାନ୍ତି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଜଣେ ବ୍ୟକ୍ତି ଚୋରି ଭୟରେ ନିଜର ନୂଆ ସ୍କର୍ପିଓ କାର୍ଟିକୁ ଛାତ ଉପରେ ପାର୍କ କରିଛନ୍ତି । ଏକ କ୍ରେନ୍ ସହାୟତାରେ ନିଜ ଗାଡ଼ିକୁ ଛାତ ଉପରେ ପହଞ୍ଚାଇଛନ୍ତି । ବିହାରର ଗୋପାଳଗଞ୍ଜରୁ ଆସିଥିବା ଆଶ୍ଚର୍ଯ୍ୟ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବିହାର ମାଞ୍ଜା ଥାନା କ୍ଷେତ୍ରସ୍ଥିତ ମୀରା ଟୋଲା ଗ୍ରାମର ମନୋଜ ଯାଦବ ନିକଟରେ ନୂଆ ସ୍କର୍ପିଓ କ୍ଲାସିକ୍ କାର୍ କିଣିଥିଲେ । ମନୋଜ ଯାଦବ ନିଜେ ଇସ୍ରାଇଲ୍ରେ ଚାକିରି କରନ୍ତି ଏବଂ ଘରେ ତାଙ୍କ ପତ୍ନୀ ରହୁଥିଲେ । ମନୋଜ ଯାଦବ ବିଦେଶ ଯିବା ପରେ ଗାଡ଼ିର ରକ୍ଷଣାବେକ୍ଷଣ ପାଇଁ ଡ୍ରାଇଭରକୁ ରଖାଯାଇଥିଲା । ମାତ୍ର କିଛି ଦିନ ପରେ ଡ୍ରାଇଭର ମଧ୍ୟ କୌଣସି କାମ ପାଇଁ ବିଦେଶ ଯିବା ପରେ କାର୍ଟିର ସୁରକ୍ଷା ପାଇଁ ପରିବାର ଉପରେ ଚିନ୍ତା ବଢିଥିଲା । ଦୁଇ ମହଲା ଘର ଉପରେ କାର୍ ପାର୍କିଂ :
ସ୍ଥାନୀୟ ବାସିନ୍ଦା ରାମ କୁମାର କହିଛନ୍ତି, "ଘରେ କୌଣସି ପୁରୁଷ ସଦସ୍ୟ ନଥିବାରୁ, କାର୍ଟି ଚୋରି ହୋଇଯିବା କିମ୍ବା କ୍ଷତିଗ୍ରସ୍ତ ହେବା ନେଇ ପରିବାର ଲୋକେ ଚିନ୍ତିତ ଥିଲେ । ଦୀର୍ଘ ସମୟ ପାଇଁ ଗାଡ଼ିଟିକୁ ସୁରକ୍ଷିତ ରଖିବାର ଅନ୍ୟ କୌଣସି ଉପାୟ ନପାଇ, ଘର ମାଲିକ ଏକ ଭିନ୍ନ ନିଷ୍ପତ୍ତି ନେଇଥିଲେ । ସେମାନେ ଏକ ବଡ଼ କ୍ରେନ୍ (crane) ଡକାଇ କାର୍ କୁ ଦୁଇ ମହଲା ଘରର ଛାତ ଉପରେ ରଖିଦେଲେ ।"ମୋବାଇଲରେ କଏଦ ହେଲା ଦୃଶ୍ୟ:
କ୍ରେନ୍ ଦ୍ବାରା ଛାତ ଉପରେ କାର୍ ରଖାଯିବାର ଦୃଶ୍ୟ ଜନୈକ ବ୍ୟକ୍ତି କ୍ୟାମେରାରେ କଏଦ କରିଥିଲେ । ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ନେଟିଜେନ୍ସ (Netizens) ଏହି ଅନନ୍ୟ ଯୋଗାଡ଼କୁ ଦେଖି ଭିନ୍ନ ପ୍ରତିକ୍ରିୟା ପ୍ରଦାନ କରିଛନ୍ତି । କିଛି ଲୋକ ଏହାକୁ ପ୍ରଶଂସା କରିଥିବା ବେଳେ କିଛି ଲୋକ ଘରର ଛାତର ମଜବୁତି ଓ ଅଧିକ ଭାର ସହିବାର କ୍ଷମତା ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । ଏହା ମଧ୍ୟ ଦେଖନ୍ତୁ:ବାୟୁ ପ୍ରଦୂଷଣ ରୋକିବାକୁ BMCର ମାରାଥନଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
Category
🗞
News
Transcript
Display full video transcript
00:01
This video is brought to you by S.T.A.L.D.
00:58
Transcription by CastingWords
01:11
Transcription by CastingWords
Show less
Recommended
1:39
|
Up next
ବିଜୟା ଦଶମୀରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ 'ଲାଖବିନ୍ଧା' ନୀତି
ETVBHARAT
5 days ago
3:49
ସିଂହବାହିନୀ ବେଶରେ ଦର୍ଶନ ଦେଉଛନ୍ତି କାକଟପୁର ମା' ମଙ୍ଗଳା
ETVBHARAT
1 week ago
2:21
ରେଙ୍ଗାଲିରେ ବିଜେଡିର ଜନସମ୍ପର୍କ ପଦଯାତ୍ରା
ETVBHARAT
2 weeks ago
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
5 weeks ago
2:04
କର୍ତ୍ତବ୍ୟ ବ୍ୟସ୍ତତା ମଧ୍ୟରେ କୁନି କୁନି ଛାତ୍ରଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ଯବାନ
ETVBHARAT
2 months ago
2:46
తుపానుపై ప్రతి నాలుగు గంటలకోసారి బులెటిన్ - అధికారులను ఆదేశించిన సీఎం చంద్రబాబు
ETVBHARAT
6 minutes ago
3:12
मेहरानगढ़ में RIFF की आखिरी रात लोक संगीत और वैश्विक सुरों के नाम, जसवंत थड़ा पर हुआ समापन
ETVBHARAT
7 minutes ago
2:29
ಕೇಂದ್ರದಿಂದ ರಾಜ್ಯಕ್ಕೆ ₹2,186 ಕೋಟಿ ಬಾಕಿ ಹಣಕ್ಕಾಗಿ ಸುಪ್ರೀಂಕೋರ್ಟ್ಗೆ ಹೋಗಲು ತೀರ್ಮಾನ: ಸಚಿವ ಈಶ್ವರ್ ಖಂಡ್ರೆ
ETVBHARAT
7 minutes ago
6:41
खटीक समाज को नायब सैनी का बड़ा आश्वासन, हरियाणा में प्रदेश स्तर पर मनेगी संत दुर्लभनाथ जी की जयंती
ETVBHARAT
12 minutes ago
2:21
पामगढ़ शराब से मौत मामला: उधार से मुक्ति पाने शराब में सुहागा मिलाकर पार्षद और क्लिनिक संचालक की हत्या
ETVBHARAT
15 minutes ago
4:01
ଦେଶ ସେବାରେ ସମର୍ପିତ ବୀର ଯବାନଙ୍କୁ ମନେ ପକାଇଲେ ପୂର୍ବତ୍ତନ ମନ୍ତ୍ରୀ
ETVBHARAT
2 months ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
4 months ago
2:41
ଅନ୍ତର୍ଜାତୀୟ ଯୋଗ ଦିବସ: କୋଣାର୍କ ମନ୍ଦିର ସମ୍ମୁଖରେ ଯୋଗ ଦିବସ ପାଳିତ
ETVBHARAT
4 months ago
1:52
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା, ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୟୂରଭଞ୍ଜ MP ନବଚରଣ
ETVBHARAT
5 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
6 months ago
3:57
ଗଜମୁଆଁରେ ପାରଳା ମହାରାଜାଙ୍କ ପ୍ରତିକୃତି, ଧୂମଧାମରେ ପରମ୍ପରା ପାଳିଲେ ଗଜପତିବାସୀ
ETVBHARAT
7 months ago
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
8 months ago
0:26
Watch: ବ୍ରହ୍ମପୁରରୁ ବିରଳ ଆଲବିନୋ କମନ୍ ଉଲ୍ଫ ସାପ ଉଦ୍ଧାର, ରଙ୍ଗରୁ ନେଇ ରୋଚକ ତଥ୍ୟ
ETVBHARAT
8 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
9 months ago
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
9 months ago
3:15
WATCH: ସଂସ୍କୃତିର ଅପୂର୍ବ ସମନ୍ବୟ,ଗଜପତିରେ ଓଡ଼ିଆ-ତେଲୁଗୁ ପାଳିଲେ ମକର ସଂକ୍ରାନ୍ତି
ETVBHARAT
10 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
10 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
11 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1 year ago