Skip to playerSkip to main content
  • 6 minutes ago
ଢେଙ୍କାନାଳ: ଭକ୍ତି ଆଗରେ ହାର ମାନେ ଜାତିଭେଦ । ମନର ପବିତ୍ରତା ହିଁ ମା' ଲକ୍ଷ୍ମୀଙ୍କ ପ୍ରକୃତ ଆବାହନ । ଏହି ମହାନ ବାର୍ତ୍ତା ନେଇ ଚଳିତ ବର୍ଷ ଢେଙ୍କାନାଳ ଲକ୍ଷ୍ମୀପୂଜାରେ ଚର୍ଚ୍ଚାରେ ରହିଥିଲା ଜୟଲକ୍ଷ୍ମୀ ବଜାର ବାଜିଚୌକ ପୂଜାମଣ୍ଡପ । ଏଠାରେ ଦେଖିବାକୁ ମିଳିଥିଲା ଲକ୍ଷ୍ମୀ ପୁରାଣର ଏକ ନିଆରା ଦୃଶ୍ୟ । ଶ୍ରୀୟା ଚଣ୍ଡାଳୁଣୀଙ୍କ ଭକ୍ତି, ଶ୍ରଦ୍ଧା ଓ ନିଷ୍କପଟ ମନରେ ଆକର୍ଷିତ ହୋଇ ତାଙ୍କ ଝାଟିମାଟି ଘରକୁ ବିଜେ କରିଥିଲେ ମା' ଲକ୍ଷ୍ମୀ । ଶ୍ରୀୟାଙ୍କ ଘରର ପରିଷ୍କାର ପରିଚ୍ଛନ୍ନତା ଓ ଭକ୍ତିଭାବକୁ ଅତି ସୁନ୍ଦର ଭାବେ ପୂଜାମଣ୍ଡପରେ ଉପସ୍ଥାପନ କରାଯାଇଥିଲା । ସେପଟେ ଆଜି ମା' ଲକ୍ଷ୍ମୀଙ୍କୁ ମେଲାଣି ଦେଉଛନ୍ତି ଢ଼େଙ୍କାନାଳବାସୀ । ଶ୍ରଦ୍ଧାଳୁ ବନିତା ସ୍ୱାଇଁଙ୍କ କହିବା ଅନୁଯାୟୀ, ଶ୍ରୀୟା ଚଣ୍ଡାଳୁଣୀଙ୍କ ଘରର ପରିଷ୍କାର ପରିଚ୍ଛନ୍ନତା ଓ ମନର ଭକ୍ତି ଦେଖି ମା' ଲକ୍ଷ୍ମୀ ତାଙ୍କ ଘରକୁ ବିଜେ କରିଥିଲେ । ଏଥିରୁ ଆମେ ଶିକ୍ଷା ପାଉଛୁ ଯେ, କେବଳ ଘର ନୁହେଁ, ମନ ଓ ହୃଦୟ ମଧ୍ୟ ପବିତ୍ର ରହିବା ଆବଶ୍ୟକ ।"ଏହା ମଧ୍ୟ ପଢନ୍ତୁ...ଢେଙ୍କାନାଳରେ ଜମୁଛି ଲକ୍ଷ୍ମୀପୂଜା ସାଙ୍ଗକୁ ପଲ୍ଲିଶ୍ରୀ ମେଳାଏହା ମଧ୍ୟ ପଢନ୍ତୁ... ଧରାପୃଷ୍ଠରେ ମା’ ଧନଦାତ୍ରୀ; ଢେଙ୍କାନାଳରେ ୪୧ଟି ମଣ୍ଡପରେ ପୂଜା ପାଉଛନ୍ତି ମା' ଲଷ୍ମୀଇଟିଭି ଭାରତ, ଢେଙ୍କାନାଳ 

Category

🗞
News
Transcript
00:00Was That Was That Was That Was That Was Wasn't This Mass hoje Was That Was Was That Was That
00:20Was Was Was
00:29And it can be completed anywhere in an hour and at least 12 years.
00:32In this country they were able to trim the same way the world is so beautiful.
00:39And in this country, we don't have to show the people who have changed the way they are.
00:44For example we've become a safe space.
00:49We've become a safe space.
00:59I was told that I was going to be a part of the concept I was going to be there
01:01but I was not going to be a part of the concept but I didn't have to go back into
01:06the world and I was going to be a part of it.
01:18we don't have any needs, but we need toну, we need to do everything we do
01:31So, for example, we have to follow up in our steps, we had to go to our steps
02:11Thank you for joining us and thank you so much for joining us today.
02:13people over parade talked a lot.
02:18We've been putting our nossos técnica on IR Nazi訴ers.
02:20We have premiered as a parent,
02:27and especially during this time
02:31we played there.
02:57Thank you very much.
03:05Don't touch the sows.
03:07My husband that I learned about the art.
03:11He taught us how to do art.
03:15He taught us how to do art.
03:18He taught us how to do art.
03:20We have to read our art.
03:23We are allowed to teach others.
03:27Our art is not taught.
03:28.
03:30.
03:30.
03:31...
03:33...
03:34...
03:34...
03:35...
03:36...
03:36it was true to Hashimaya,
03:42the Muslims had about all that.
03:43He told them the poop.
03:53They were bitten in the poop.
03:56They said have this poop.
04:01God replied to them,
04:07That's all a new religion.
04:09Even if it is a law that rules and rules and rules,
04:10that's why I don't need to use the law.
04:17But I have never seen the law.
04:19But as a law that rules, I'm not a law.
04:27foreign
Comments

Recommended