Skip to player
Skip to main content
Watch fullscreen
Add to Playlist
Report
ETVBHARAT
Follow
Watch: ଆନ୍ଧ୍ରରେ ଉଡାଇଲା, ବୁଡାଇଲା ବାତ୍ୟା ‘ଅର୍ଣ୍ଣବ’, କେମିତି ଅଛି ସ୍ଥିତି ଦେଖନ୍ତୁ
3 hours ago
ଅମରାବତୀ: ଆନ୍ଧ୍ରପ୍ରଦେଶର ଦକ୍ଷିଣ-ପଶ୍ଚିମ ୟାନାମ ଉପକୂଳରେ ସ୍ଥଳଭାଗରେ ଲ୍ୟାଣ୍ଡଫଲ୍ କଲା ବାତ୍ୟା ଅର୍ଣ୍ଣବ । ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ରହିଥିବା ବେଳେ ଝଟକା ପବନର ବେଗ ୧୪୦ କିଲୋମିଟର ବେଗରେ ବହିଥିଲା । ତେବେ ବାତ୍ୟା ଅର୍ଣ୍ଣବ ସ୍ଥଳଭାଗ ଛୁଇଁବା ପରେ ତାଣ୍ଡବ ରଚିଛି । ଛାରଖାର ହୋଇଛି ଅନେକ ଅଞ୍ଚଳ । ରାସ୍ତାରେ ବିରାଟ ବିରାଟ ଗଛ ଉପୁଡି ପଡିଥିବା ବେଳେ ଅସ୍ତବ୍ୟସ୍ତ ହୋଇଛି ମଛଲିପାଟନମ, କୋଣାସୀମା । ଆନ୍ଧ୍ରର ଅନେକ ଜିଲ୍ଲାରେ ଗଛ ଭାଙ୍ଗି ପଡିଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ଉପୁଡି ପଡିଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଅନେକ ସ୍ଥାନ ଜଳମଗ୍ନ ହୋଇ ରହିଛି । ସେପଟେ ବାତ୍ୟା ଅର୍ଣ୍ଣବ ପାଇଁ କାହାର ଜୀବନ ହାନି ହୋଇନଥିବା କହିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ସେପଟେ ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା ଆନ୍ଧ୍ର ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହା ମଧ୍ୟ ପଢନ୍ତୁ:ଆନ୍ଧ୍ର ୟାନାମ ଉପକୂଳରେ ସ୍ଥଳଭାଗ ଛୁଇଁଲା ବାତ୍ୟା ଅର୍ଣ୍ଣବ: ୧୪୦ କିମି ବେଗରେ ପବନ, ଦକ୍ଷିଣ ଓଡିଶାକୁ ହାଇଆଲର୍ଟମାଲକାନଗିରିରେ ‘ଅର୍ଣ୍ଣବ’ ମୁକାବିଲା: ୨୧୩୫ ସ୍ଥାନାନ୍ତର, ସୁରକ୍ଷିତ ଅଛନ୍ତି ୨୬୦ ଗର୍ଭବତୀ
Category
🗞
News
Transcript
Display full video transcript
00:18
I'm going to take a look at this video.
00:52
I'll see you next time.
01:23
All right.
01:31
What the last?
01:32
Good!
02:00
Good!
Show less
Recommended
1:48
|
Up next
Watch: ପୁରୀ ଆସି ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ବଲିଉଡ ଅଭିନେତା ଗୋବିନ୍ଦା
ETVBHARAT
1 week ago
1:50
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
1 week ago
3:10
ଆଜି ପବିତ୍ର ମହାନବମୀ; କୁମାରୀ ବେଶରେ ପୂଜା ପାଇଲେ ମା' ଦୁର୍ଗା
ETVBHARAT
1 week ago
3:22
ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ETVBHARAT
1 week ago
1:17
ଦାଣ୍ଡିଆ ତାଳେ ତାଳେ ଝୁମିଲେ ଶତାଧିକ ଯୁବକ ଯୁବତୀ
ETVBHARAT
1 week ago
1:48
मुजफ्फरनगर में प्रेम विवाह से नाराज युवती के परिजनों ने युवक को ईंट से कूच कर मार डाला
ETVBHARAT
7 minutes ago
0:45
गुजरात से हरियाणा आएगा निवेश, हरियाणा का प्रतिनिधिमंडल निवेशकों से करेगा संवाद
ETVBHARAT
10 minutes ago
2:16
डीजल खरीदी में 6 करोड़ का नुकसान, MIC बैठक में तय नहीं हो पाई जिम्मेदीरी, ग्वालियर से होगी ईंधन खरीदी
ETVBHARAT
14 minutes ago
0:53
ଗଜପତିରେ ବାତ୍ୟା ଅର୍ଣ୍ଣବ ପ୍ରଭାବ: ଭାଙ୍ଗିଲା ଘର, ମାଟିରେ ଲୋଟିଲା ବଡ଼ ବଡ଼ ଗଛ, ଯୋଗାଯୋଗ ବିଚ୍ଛିନ୍ନ
ETVBHARAT
16 minutes ago
0:59
पंचायत चुनाव 2026 : झुंझुनू और भीलवाड़ा के गांव में ग्रामीणों ने किया मतदान का बहिष्कार, जानें पूरा मामला
ETVBHARAT
19 minutes ago
0:58
ବାଲୁକାକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ
ETVBHARAT
6 weeks ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
3 months ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
4 months ago
1:42
ସ୍ମାର୍ଟସିଟିରେ କାଳବୈଶାଖୀ ତାଣ୍ଡବ, ଉପଡ଼ିଲା ଗଛ, ଭାଙ୍ଗିଲା ହୋଡିଂ
ETVBHARAT
5 months ago
1:03
Watch: ଆଜି ବିଶ୍ଵ ପରିବେଶ ଦିବସ: ବାଲୁକା ଆନିମେସନରେ ପରିବେଶ ସୁରକ୍ଷା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ
ETVBHARAT
5 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
7 months ago
3:49
Watch: ସମାପନ ହେଲା ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା, ଶେଷ ଦିନରେ ଶ୍ରଦ୍ଧାଳୁଙ୍କ ଖଚାଖଚ୍ ଭିଡ
ETVBHARAT
7 months ago
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
7 months ago
1:32
Watch: ଗାଁକୁ ଆସି ପାଇଖାନା ଟାଙ୍କିରେ ଫସିଗଲା ହାତୀ, ଘଣ୍ଟାଏ ପରିଶ୍ରମ ପରେ ଉଦ୍ଧାର କଲା ବନବିଭାଗ
ETVBHARAT
7 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
8 months ago
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
8 months ago
1:50
Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହର
ETVBHARAT
9 months ago
3:15
Watch: ରଣପୁର ମହୋତ୍ସବ 'ଅର୍ଜୁନ', ଓଡ଼ିଶୀ ନୃତ୍ୟ-ମେଲୋଡିରେ ଝୁମିଲେ ଦର୍ଶକ
ETVBHARAT
10 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
1 year ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
1 year ago