Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
Watch: ସମାପନ ହେଲା ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା, ଶେଷ ଦିନରେ ଶ୍ରଦ୍ଧାଳୁଙ୍କ ଖଚାଖଚ୍ ଭିଡ
6 months ago
ଅନୁଗୋଳ: ମା' ହିଙ୍ଗୁଳାଙ୍କ ଓଡିଶା ପ୍ରସିଦ୍ଧ ହିଙ୍ଗୁଳା ଯାତ୍ରା ସମାପନ ହୋଇଛି । ଅଗ୍ନିରୂପି ମା' ହିଙ୍ଗୁଳା ଶୀତୁଳା ପୂଜା ସମାପ୍ତ ହେବା ପରେ ଶାନ୍ତ ହୋଇଛନ୍ତି । ଏହି ଯାତ୍ରା 9 ଦିନ ବ୍ୟାପି ପାଳିତ ହୋଇଯାଇଛି । ଷୋଡ଼ଶ ଉପଚାର ଓ ବିଭିନ୍ନ ରୀତିନୀତି ପାଳନ ପୂର୍ବକ ମା'ଙ୍କ ତାଳଚେର ବାସିନ୍ଦା ମା'ଙ୍କୁ ଆରାଧନା କରିଥିଲେ । ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ଶ୍ରଦ୍ଧାଳୁ ମାନେ ଆସି ମା'ଙ୍କ ସାନିଧ୍ୟ ଗ୍ରହଣ କରିଥିଲେ ।ରୀତିନୀତି ଓ ବିଧିବଦ୍ଧ ପୂଜାର୍ଚ୍ଚନାରେ ମା'ଙ୍କ ଆରାଧନା:
ଓଡ଼ିଶାର ଗଣପର୍ବ ତାଲିକାରେ ତାଳଚେରର ହିଙ୍ଗୁଳା ଯାତ୍ରା ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରେ । ତାଳଚେରର ଇତିହାସ ସହିତ ମା’ ହିଙ୍ଗୁଳାଙ୍କ ସମ୍ପର୍କ ଅତି ନିବିଡ଼ । ପରମ୍ପରା ଅନୁଯାୟୀ, ଯାତ୍ରାର ଶେଷ ଦିନରେ ମା’ଙ୍କୁ ଶୀତଳ କରିବା ପାଇଁ ଶୀତୁଳା ପୂଜା କରାଯାଇଥାଏ । ସନ୍ଧ୍ୟାରେ ତାଳଚେର ରାଜ ପରିବାରର ଯୁବରାଜ ବିଜୟେନ୍ଦ୍ର ଚନ୍ଦ୍ର ଦେବ ମୁଖ୍ୟ ଯଜମାନ ଭାବେ ସାମିଲ ହୋଇଥିଲେ । ମା’ଙ୍କ ପାଖରେ ବିଧିବଦ୍ଧ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ କେବଳ ରାଜ ପରିବାର ନୁହେଁ, ବରଂ ସମଗ୍ର ରାଜ୍ୟ ତଥା ଦେଶବାସୀଙ୍କ ସୁଖ, ସମୃଦ୍ଧି ଓ ଶାନ୍ତି ପାଇଁ ମା’ଙ୍କ ନିକଟରେ ଗୁହାରି କରାଯାଇଥିଲା । ମା'ଙ୍କର ଉଭାସ୍ଥଳୀରେ ଶେଷ ପୂଜା ଅନୁଷ୍ଠିତ ହୋଇଥିଲା ।
ଷୋଡ଼ଶ ଉପଚାର ପୂଜା:
ପୂଜା ବିଧି ଅନୁଯାୟୀ, ମନ୍ଦିରରୁ ଏକ ବିରାଟ ‘ଆଲମ’ ଶୋଭାଯାତ୍ରାରେ ବାହାରି ଉଭାସ୍ଥଳୀ ଠାରେ ପହଞ୍ଚିଥିଲା । ସେଠାରେ ଦେହୁରୀମାନେ ଷୋଡ଼ଶ ଉପଚାରରେ ମା’ଙ୍କୁ ଆରାଧନା କରିଥିଲେ । ମା’ କଳାପଟଙ୍କୁ ଗୁଡ଼, ଘିଅ, ମହୁ ଓ ବିଭିନ୍ନ ପ୍ରକାର ନୈବେଦ୍ୟ ଅର୍ପଣ କରାଯାଇଥିଲା । ଶୀତୁଳା ପୂଜା ପରେ ଉଭାସ୍ଥଳୀରୁ ଚାନ୍ଦୁଆ ଉଲାଗି କରାଯାଇଥିଲା । ଏହାପରେ ମା’ଙ୍କ ଆଲମକୁ ବଡ଼ମଣ୍ଡପକୁ ବିଜେ କରାଯାଇ ‘ଅଧରପଣା’ ନୀତି ସମ୍ପନ୍ନ ହୋଇଥିଲା । ହିଙ୍ଗୁଳା ପୀଠରେ ଚାଲିଥିବା ୨୨ତମ ହିଙ୍ଗୁଳା ଲୋକ ମହୋତ୍ସବର ମଧ୍ୟ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ମନ୍ତ୍ରୀ ରବିନାରାୟଣ ନାଏକ, ଜିଲ୍ଲାର ସମସ୍ତ ବିଧାୟକଙ୍କ ସମେତ ତାଳଚେର ରାଜା ବିଜୟେନ୍ଦ୍ର ଚନ୍ଦ୍ର ଦେବ ଉପସ୍ଥିତ ଥିଲେ ।ଏହା ମଧ୍ୟ ଦେଖନ୍ତୁ:Watch: ଧୂମଧାମରେ ଦଶପଲ୍ଲାର ଐତିହାସିକ ଲଙ୍କାପୋଡ଼ି ଯାତ୍ରା ଉଦଯାପିତସିଙ୍ଗାପୁରରେ ଉତ୍କଳ ଦିବସ; ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନଙ୍କ ଲାଇଭ୍ ସ୍ୟାଣ୍ଡ ଆନିମେସନରେ ଦର୍ଶକ ମନ୍ତ୍ରମୁଗ୍ଧବ୍ରହ୍ମପୁରରେ ଜମୁଛି ସିଲ୍କ ସିଟି ମହୋତ୍ସବ ଓ ସୁଭଦ୍ରା ଶକ୍ତି ମେଳା
ଇଟିଭି ଭାରତ, ଅନୁଗୋଳ
Category
🗞
News
Transcript
Display full video transcript
00:00
Thank you for listening.
00:30
Thank you for listening.
Show less
Comments
Log in to post a comment
Recommended
0:58
|
Up next
ବାଲୁକାକଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜନ୍ମଦିନ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ
ETVBHARAT
6 days ago
4:27
ମୋଦିଙ୍କ ଜନ୍ମଦିନରେ ବେଦପାଠରେ କମ୍ପିଲା ମନ୍ଦିର ପରିସର; ୪୦ ହଜାର ଟ୍ରାଇବାଲ ପିଲା କାଟିଲେ କେକ୍, ସମୂହ ଦୀପ ପ୍ରଜ୍ୱଳନ
ETVBHARAT
5 days ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
2 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
3 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
5 months ago
2:05
બોન મેરો રિપોર્ટ ન મેચ થતાં 2020નું પાપ બહાર આવ્યું, મોરબીમાં પૂર્વ કાઉન્સિલરના પતિ સામે રેપ કેસ
ETVBHARAT
2 hours ago
1:28
चंडीगढ़ नगर निगम सदन में फिर भिड़े भाजपा-AAP पार्षद, गुरबख्श रावत के निंदा प्रस्ताव पर हंगामा
ETVBHARAT
2 hours ago
1:21
बॉडी शेमिंग पर महिला पार्षद की सफाई, विजयवर्गीय बोले- वह मेरी बेटी जैसी
ETVBHARAT
2 hours ago
2:24
लिविंग कल्चरल स्पेस में मध्य प्रदेश की आर्कियोलॉजिकल साइट एरण शामिल, ASI ने किया सिलेक्ट
ETVBHARAT
3 hours ago
1:11
AIIMS जोधपुर के रेजिडेंट डॉक्टर ने की आत्महत्या, ओटी के ब्रेक रूम में मृत मिले
ETVBHARAT
3 hours ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
5 months ago
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
7 months ago
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
7 months ago
0:26
Watch: ବ୍ରହ୍ମପୁରରୁ ବିରଳ ଆଲବିନୋ କମନ୍ ଉଲ୍ଫ ସାପ ଉଦ୍ଧାର, ରଙ୍ଗରୁ ନେଇ ରୋଚକ ତଥ୍ୟ
ETVBHARAT
7 months ago
1:50
Watch: ବାଗଦେବୀଙ୍କ ଆରାଧନା ପାଇଁ ଚଳଚଞ୍ଚଳ ଗାଁଠୁ ସହର
ETVBHARAT
8 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
9 months ago
1:51
ସାନ୍ତାଳୀ ଭାଷା ଦିବସ: ରଘୁନାଥ ମୁର୍ମୁଙ୍କ ସ୍ମୃତି ସାଉଁଟିଲେ ବିଧାୟକ, ନାଚ ଗୀତରେ ଝୁମିଲା ମୟୂରଭଞ୍ଜ
ETVBHARAT
9 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
9 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
10 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
10 months ago
3:13
ଅଳସ ଭାଙ୍ଗୁଛି ଅଳସୀ ଫୁଲ, ଆନମନା କବି...
ETVBHARAT
10 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
11 months ago
1:04
କେରଳର ପାହାଡ଼ରେ ମନଲୋଭା ସୌନ୍ଦର୍ଯ୍ୟ ପରିବେଶ ସୃଷ୍ଟି କରୁଛି 'ଆଫ୍ରିକାନ୍ ଟୁଲିପ୍'
ETVBHARAT
11 months ago
3:57
ଅଁଳା ନବମୀ: ଓଡ଼ିଆଣୀ ବେଶରେ ମା' ରାଧାରାଣୀ, ରାଧାପାଦ ଦର୍ଶନ ପାଇଁ ଉତ୍ସବମୁଖର ବ୍ରଜବାସୀ
ETVBHARAT
11 months ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
1 year ago
Comments