Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ଭୋଗରାଇ କାଳୀପୂଜା ମେଳା ଅଗ୍ନିକାଣ୍ଡ; ପାଉଁଶ ହୋଇଗଲା ୧୦ରୁ ଅଧିକ ଦୋକାନ, ଜଳିଗଲା ଦୋକାନୀଙ୍କ ସ୍ୱପ୍ନ
14 minutes ago
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ କାଳୀପୂଜା ମେଳାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ୧୦ରୁ ଅଧିକ ଅସ୍ଥାୟୀ ଦୋକାନ ନିଆଁରେ ପୋଡ଼ି ପାଉଁଶ ହୋଇଯାଇଛି । ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ନଷ୍ଟ ହୋଇଯାଇଛି । ତେବେ ବିଦ୍ୟୁତ୍ ସର୍ଟସର୍କିଟ୍ରୁ ନିଆଁ ଲାଗିଥିବା ପ୍ରାଥମିକ ଅନୁମାନ କରାଯାଉଛି ।
ଭୋଗରାଇ ଲକ୍ ନିକଟରେ କାଳୀପୂଜା ଅବସରରେ ଏକ ମେଳା ଆୟୋଜିତ ହୋଇଥିଲା । ମେଳାରେ ବିଭିନ୍ନ ପ୍ରକାରର ଅସ୍ଥାୟୀ ଦୋକାନ ଖୋଲିଥିବା ବେଳେ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହେଉଥିଲା । ଏହି ସମୟରେ ରାତିରେ ହଠାତ୍ ଗୋଟିଏ ଦୋକାନରୁ ନିଆଁ ବାହାରିଥିଲା । ଦେଖୁ ଦେଖୁ ନିଆଁ ନିକଟସ୍ଥ ଅନ୍ୟ ଦୋକାନଗୁଡ଼ିକୁ ବ୍ୟାପି ଯାଇଥିଲା । ଫଳରେ ମେଳା ପରିସରରେ ଆତଙ୍କ ଖେଳିଯାଇଥିଲା । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ, ଅଳ୍ପ ସମୟ ମଧ୍ୟରେ ୧୦ରୁ ଅଧିକ ଅସ୍ଥାୟୀ ଦୋକାନ ଜଳିପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଫଳରେ ନିଆଁ ଅଧିକ ଦୋକାନକୁ ବ୍ୟାପିବାରୁ ରୋକାଯାଇପାରିଥିଲା । ଦୋକାନଗୁଡ଼ିକରେ ରଖାଯାଇଥିବା ବିଭିନ୍ନ ସାମଗ୍ରୀ, ବ୍ୟବସାୟିକ ଉପକରଣ ଓ ଅନ୍ୟାନ୍ୟ ଜିନିଷ ନିଆଁରେ ଭସ୍ମୀଭୂତ ହୋଇଯାଇଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଦୋକାନୀମାନଙ୍କର ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିବା ଜଣାପଡ଼ିଛି । କାଳୀପୂଜା ମେଳାରେ ଏଭଳି ଅଘଟଣ ଘଟିବା ପରେ ଦୋକାନୀମାନେ ହତାଶ ହୋଇପଡ଼ିଛନ୍ତି । ବର୍ଷକର ପୂଜା ମେଳାକୁ ଆଧାର କରି ବ୍ୟବସାୟ କରିବାକୁ ଆସିଥିବା ବ୍ୟବସାୟୀମାନଙ୍କର ସମସ୍ତ ସାମଗ୍ରୀ ଆଖି ପିଛୁଳାକେ ଜଳିଯିବାରୁ ସେମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ତେବେ ବିଦ୍ୟୁତ୍ ସର୍ଟସର୍କିଟ୍ ହିଁ ଏହି ଅଗ୍ନିକାଣ୍ଡର କାରଣ କି ନୁହେଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ଏହା ମଧ୍ୟ ପଢ଼ନ୍ତୁ...ବାଣରୁ ଘରେ ଲାଗିଲା ନିଆଁ: ନାତି ମୃତ, ଜେଜେ ଗୁରୁତରଦୀପାବଳିରେ ଅଘଟଣ: ମଧ୍ୟପ୍ରଦେଶରେ ଗୋଟିଏ ପରିବାରର 6 ସଦସ୍ୟଙ୍କ ସମେତ 13 ଜୀବନ୍ତ ଦଗ୍ଧଇଟିଭି ଭାରତ, ବାଲେଶ୍ବର
Category
🗞
News
Transcript
Display full video transcript
00:00
Thank you so much for watching.
Show less
Recommended
1:16
ବାଲୁକା କଳାରେ ପଦ୍ମଶ୍ରୀ ସୁଦର୍ଶନଙ୍କ ଦୀପାବଳି ଶୁଭେଚ୍ଛା, ସବୁଜ ଦୀପାବଳି ପାଳନ ପାଇଁ ଆହ୍ୱାନ
ETVBHARAT
1:17
ଦାଣ୍ଡିଆ ତାଳେ ତାଳେ ଝୁମିଲେ ଶତାଧିକ ଯୁବକ ଯୁବତୀ
ETVBHARAT
1:07
ବ୍ୟାଙ୍କ ଲୁଟ୍ ଯୋଜନା ପଣ୍ଡ କରିଦେଲା ଆଲାର୍ମ
ETVBHARAT
New
1:14
German Drone Maker Supplying Ukraine Reports Cyberattack
ETVBHARAT
New
3:51
बीजेपी सांसद अनिल फिरोजिया के निशाने पर मोहन यादव के अफसर, केंद्रीय मंत्री से करप्शन की शिकायत
ETVBHARAT
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
3:10
Watch: ଘଣ୍ଟ ଘଣ୍ଟା ନାଦରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଆରମ୍ଭ, ଜମୁଛି ଭକ୍ତଙ୍କ ଭିଡ଼
ETVBHARAT
6:23
ବିଜେପି କାର୍ଯ୍ୟାଳୟରେ ଜମିଲା ରଙ୍ଗର ପର୍ବ, ଯାଜପୁର ଓ ଅନୁଗୋଳରେ ନେତା ଖେଳିଲେ ହୋଲି
ETVBHARAT
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
3:22
ପୁରୀରେ ଚଳଚଞ୍ଚଳ ଦୁର୍ଗାପୂଜା ମଣ୍ଡପ, ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼
ETVBHARAT
6:30
ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ଆହ୍ୱାନ: ଖୋରଧାରେ ମୁଖ୍ୟମନ୍ତ୍ରୀଙ୍କ ସେବା ଜ୍ୟୋତି ଯାତ୍ରା
ETVBHARAT
New
8:28
मजदूर पिता के सपने को टिकेश्वर यादव ने किया साकार, पहले दिल्ली IIMC में पढ़ाई और फिर हासिल की सरकारी नौकरी
ETVBHARAT
New
2:06
छठ गीतों की हर लाइन में छिपी है एक कहानी, जानिए 'केरवा के पात' से 'हो दीनानाथ' तक का गहरा अर्थ
ETVBHARAT
New
5:48
मेरठ : मेगा पूर्व सैनिक सम्मेलन आज, सीएम योगी होंगे शामिल, 3,000 से अधिक रिटायर्ड वॉरियर्स को इंतजार
ETVBHARAT
1:16
ଚୋରି ଭୟରୁ ନିଆରା ଯୋଗାଡ଼, ଛାତ ଉପରେ ସ୍କର୍ପିଓ କାର୍ ପାର୍କିଂ
ETVBHARAT
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
2:08
ନିମାପଡ଼ାରେ ଉତ୍କଳ ଗୌରବଙ୍କ ଜୟନ୍ତୀ ଓ ଆଇନଜୀବୀ ଦିବସ ପାଳିତ
ETVBHARAT
2:27
ଭଜନ କିର୍ତ୍ତନ ସହିତ ଆଧ୍ୟାତ୍ମିକ ହୋଲି ଉତ୍ସବ ପାଳନରେ ସାମିଲ ହେଲେ ପରିବହନ ମନ୍ତ୍ରୀ
ETVBHARAT
1:34
Watch: ଖାଦ୍ୟ ଅନ୍ବେଷଣରେ ଆସି କୂଅରେ ପଡିଲା ଛୁଆ ହାତୀ, ମୃତଦେହ ଉଦ୍ଧାର
ETVBHARAT
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
1:41
ବୁଢ଼ାରାଜାଙ୍କ ଦଶହରା ଶେଷ, ଜମିଲା ଘୁମୁରା ଓ ଘଣ୍ଟଘଣ୍ଟା ନାଚ
ETVBHARAT