Skip to playerSkip to main content
  • 9 hours ago
ଗଜପତି: ଭାରତୀୟ ମଜଦୂର ସଂଘ ଅନୁବନ୍ଧିତ ଅଙ୍ଗନବାଡି ଲେଡିଜ୍ ୱାର୍କସ ଆସୋସିଏସନ୍ ତରଫରୁ ଜିଲ୍ଲାସ୍ଥିତ ପାରଳାଖେମୁଣ୍ଡିରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଏକ ବିରାଟ ଶୋଭାଯାତ୍ରା ବାହାରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେବେ 10 ଦଫା ଦାବି ପୂରଣ ନହେଲେ କଲମ ଛାଡ଼ ଆନ୍ଦୋଳନର ଚେତାବନୀ ଦେଇଛନ୍ତି । 
ସମ୍ବନ୍ଧିତ ଶିଶୁ ବିକାଶ ସେବା (ICDS) ପ୍ରକଳ୍ପକୁ ସ୍ଥାୟୀ କରାଯାଇ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ, ଅଙ୍ଗନବାଡି କର୍ମୀ ମାନଙ୍କୁ ମାସିକ ୩୦ ହଜାର ଟଙ୍କା ଏବଂ ସହାୟିକା ମାନଙ୍କୁ ମାସିକ 15 ହଜାର ଟଙ୍କା ପ୍ରଦାନ, ୫୫ ବର୍ଷ ବା ତଦୁର୍ଦ୍ଧ୍ୱ ବୟସରଙ୍କ କାର୍ଯ୍ୟଦକ୍ଷତା ସମୀକ୍ଷା ଆଳରେ ଅଙ୍ଗନବାଡି କର୍ମୀ ଓ ସହାୟିକାମାନଙ୍କୁ କାର୍ଯ୍ୟରୁ ଛଟେଇ କରିବା ନିଷ୍ପତ୍ତିକୁ ପ୍ରତ୍ୟାହର କରିବା ଦାବି ରହିଛି ।ଅଙ୍ଗନବାଡି ଆସୋସିଏସନର ଗଜପତି ଜିଲ୍ଲାର ଜିଲ୍ଲା ସମ୍ପାଦିକା ପୁଷ୍ପଞ୍ଜଳୀ ପଣ୍ଡା ପରିଚାଳନା କରିଥୁବା ବେଳେ କାର୍ଯ୍ୟକାରୀ ସଭାନେତ୍ରୀ କୁମାରୀ କୁନି ଜାନି, ସଂଯୁକ୍ତ ପଲେଇ, ଜହ୍ନାରାଣୀ ପାଣିଗ୍ରାହୀ, ସଶିରେଖା ନାୟକ ଓ ଭାରତୀୟ ମଜଦୁର ସଂଘର ସଭାପତି ସୁଜିତ ପ୍ରଧାନ ଏବଂ ସମ୍ପାଦିକା ଅଞ୍ଜଳୀ ନାୟକ ପ୍ରମ୍ମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।ଏହା ବି ଦେଖନ୍ତୁ- ଗଜପତିରେ ବନ ବିଭାଗକୁ ବଡ଼ ସଫଳତା: ଦୁଇଟି କଲରାପତରିଆ ବାଘ ଚମଡ଼ା ଜବତ, ୬ ଗିରଫ୍ଇଟିଭି ଭାରତ, ଗଜପତି 

Category

🗞
News
Transcript
00:09બરામાંલ મીડોહોંઓદ શ્રમ
00:14foreign
00:43foreign
01:15foreign
01:16foreign
01:17foreign
01:20foreign
01:21foreign
01:52foreign

Recommended