Skip to playerSkip to main content
  • 12 minutes ago
MAA DURGA MAHASTMI, ଯାଜପୁର: ବ୍ୟାସନଗର ସହରର ମୁଣ୍ଡମାଳ ଦୁର୍ଗାପୂଜା ମଣ୍ଡପରେ ଚାଲିଛି ମା'ଙ୍କ ମହାଷ୍ଟମୀ ପୂଜା ଓ ବ୍ରତ ଉପଚାର । ମା'ଙ୍କ ଦର୍ଶନ ପାଇଁ ସକାଳୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ବିଧିବିଧାନ ଅନୁସାରେ ମା'ଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ନୀତିକାନ୍ତି ଅନୁଷ୍ଠିତ ହେଉଛି । ଧୂପ, ଦୀପ ଓ ମନ୍ତ୍ରଧ୍ୱନିରେ ପୂରା ପରିବେଶ ଭକ୍ତିମୟ ହୋଇଉଠିଛି । ମା'ଙ୍କ ଆଶୀର୍ବାଦ ଲାଭ ପାଇଁ ଦୂରଦୂରାନ୍ତରୁ ମଧ୍ୟ ଶହସ୍ରାଧିକ ଶ୍ରଦ୍ଧାଳୁ ଆସି ଦର୍ଶନ କରୁଛନ୍ତି । ବ୍ୟାସନଗର ପୌର ପରିଷଦରେ ଚଳିତ ବର୍ଷ 6ଟି ମଣ୍ଡପରେ ପୂଜା ପାଉଛନ୍ତି ମାଆ ଦୁର୍ଗା l ଖାଲି ବ୍ୟାସନଗର ପୌର ପରିଷଦ ଅଂଚଳ ନୁହେଁ ଜିଲ୍ଲାର ଧର୍ମଶାଳା, କୋରେଇ, ଯାଜପୁର, ବରୀ, ବିଂଝାରପୁର, ଦଶରଥପୁର, ବଡ଼ଚଣା, ରସୁଲପୁର, ସୁକିନ୍ଦା, ଦାନଗଦି ଆଦି ଅଂଚଳରେ ଧୁମ ଧାମର ସହିତ ମା' ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଚାଲିଛି l ସେପଟେ ପ୍ରତ୍ୟେକ ପୂଜା ମଣ୍ଡପରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଆସନ୍ତୁ ବ୍ୟାସନଗର ସହରର ମୁଣ୍ଡମାଳ ଦୁର୍ଗାପୂଜା ମଣ୍ଡପରେ ସମବେତ ଶ୍ରଦ୍ଧାଳୁଙ୍କ ସହିତ ଏନେଇ ଅଧିକ ଆଲୋଚନା କରିବା । 
 ଏହା ମଧ୍ୟ ପଢ଼ନ୍ତୁ- ମା' ମାଣିକେଶ୍ଵରୀଙ୍କ ଛତର ଯାତ୍ରା; ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସପି, ନିୟୋଜିତ ହେବ ୧୫ ପ୍ଲାଟୁନ୍‌ ଫୋର୍ସଏହା ମଧ୍ୟ ପଢ଼ନ୍ତୁ- ଉତ୍ସବମୁଖର କଳାହାଣ୍ଡି: ଅପେକ୍ଷା ମା' ମାଣିକେଶ୍ୱରୀଙ୍କ ଛତରଯାତ୍ରା, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତିଇଟିଭି ଭାରତ, ଯାଜପୁର

Category

🗞
News
Transcript
00:00Yeah, yeah, yeah, yeah, yeah.
00:06Yeah.
00:07Yeah, yeah.
00:08Yeah, yeah.
00:20What?
00:22What?
00:23What?
00:24It was so delicious.
00:28This is fresh, right?
00:32KTC
00:32The foodícia has checked all the ingredients.
00:35It's a little bit too much.
00:37The food is the part of the需要.
00:37It's a half an hour ago,
00:38the food has been leaking waste,
00:39and the food is burning things.
00:42It's not too much.
00:49This is the Chaitjama Timon, which is a word for Manasayis, a small group of people who resist the language
01:16of the world.
01:16They will have a long time and before the people who resist the anger and anger, they will do the
01:16anger and anger.
01:41Thank you very much.
01:56Thank you very much.
02:16But if you are not including God, you are not even paying your attention.
02:26So you are not paying for the money.
03:05Thank you very much.
03:17This is the first time of the day of the day of the day of the day of the day.
03:40What should I do?
04:09I was told, that he was a kid.
04:14He said, he was a kid, and he was a kid.
04:18He said, I have a kid.
04:19He said, I am a kid.
04:21I'm sure he said, he is a kid.
04:24He said, I'm a kid.
04:25He said, you're a kid.
04:31He said, I'm a kid.
04:35I'm a kid.
04:54you

Recommended