Skip to player
Skip to main content
Watch fullscreen
Add to Playlist
Report
ETVBHARAT
Follow
ବାଲାଜୀ ମନ୍ଦିରକୁ ଆସିଲେ ବିରଳ ଅତିଥି, ନାଁ ରାଧା-କୃଷ୍ଣ
1 year ago
ହାଇଦ୍ରାବାଦ: ରାଜସ୍ଥାନର ଅଲୱରରେ ସ୍ଥିତ ଭେଙ୍କଟେଶ ବାଲାଜୀ ମନ୍ଦିରକୁ ଆସିଛନ୍ତି ଦୁଇ ନୂତନ ଅତିଥି । ଦେଶର ଦୂର୍ଲଭ ପ୍ରଜାତିର ପୁଙ୍ଗନୂର ଗାଈ ଏବେ ଏହି ମନ୍ଦିରରେ ରହିବେ । ଏମାନଙ୍କ କମ୍ ଉଚ୍ଚତା ବିଶିଷ୍ଟ ଶରୀର ଓ ନୀରିହ ମୁହଁ ଦେଖି ଆପେ ଆପେ ସ୍ନେହ ଆସିଥାଏ । ମନ୍ଦିର ପକ୍ଷରୁ ଏହି ଦୁଇ ଗାଈଙ୍କ ନାମ ରାଧା ଓ କୃଷ୍ଣ ରଖାଯାଇଛି ।ଆନ୍ଧ୍ରପ୍ରଦେଶର ପୁଙ୍ଗନୂର ଅଞ୍ଚଳରେ ଏହି ଦୁର୍ଲଭ ପ୍ରଜାତିର ଗାଈ ଦେଖିବାକୁ ମିଳିଥାନ୍ତି । ଏମାନଙ୍କର ଉଚ୍ଚତା ପାଖାପାଖି 24 ରୁ 27 ଇଞ୍ଚ ପର୍ଯ୍ୟନ୍ତ ହୋଇଥାଏ । ଏହି ପ୍ରଜାତିର ଗାଈମାନେ ପାଖାପାଖି 125ରୁ 150 କିଲୋଗ୍ରାମ ପର୍ଯ୍ୟନ୍ତ ଓଜନର ହୋଇଥାନ୍ତି । ଏମାନେ ପ୍ରତିଦିନ 2ରୁ 2.5 ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି । ଏଥିରେ ବହୁ ପୋଷକ ତତ୍ତ୍ବ ରହିଥାଏ । ସହର ତଥା ଛୋଟ ଘରେ ଏହି ଗାଈଙ୍କ ପାଳନ ଉପଯୁକ୍ତ ହୋଇଥାଏ ।ଏହା ମଧ୍ୟ ପଢନ୍ତୁ: ଆରମ୍ଭ ହେଲା ଛଟ୍ ମହାପର୍ବ, 'ନାହାୟ-ଖାୟ' ପାଳିଲେ ଶ୍ରଦ୍ଧାଳୁପୁଙ୍ଗନୂର ପ୍ରଜାତିର ଗାଈଙ୍କ ସମ୍ପର୍କର କିଛି ରୋତକ ତଥ୍ୟ:କମ୍ ଉଚ୍ଚତା ବିଶିଷ୍ଟ ଗାଈ24 ରୁ 27 ଇଞ୍ଚ ପର୍ଯ୍ୟନ୍ତ ଉଚ୍ଚ ପର୍ଯ୍ୟନ୍ତ ବଢନ୍ତିଓଜନ- 125ରୁ 150 କିଲୋଗ୍ରାମ ପର୍ଯ୍ୟନ୍ତ ରହେସହରରେ ଛୋଟ ଛୋଟ ଘରେ ମଧ୍ୟ ଏମାନଙ୍କ ପାଳନ ସମ୍ଭବ
Category
🗞
News
Transcript
Display full video transcript
00:00
Thank you for listening.
00:30
Thank you for listening.
Show less
Recommended
3:24
|
Up next
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
2 weeks ago
1:26
ନମାମି ଭାରତମ୍ କାର୍ଯ୍ୟକ୍ରମ, ଧନୁପାଲି ସରସ୍ବତୀ ଶିଶୁ ମନ୍ଦିରରେ ପୂର୍ଣ୍ଣ ବନ୍ଦେ ମାତରମ ଗାୟନ
ETVBHARAT
4 weeks ago
1:11
ସ୍ୟାଣ୍ଡ ଆନିମେସନରେ ରଥଯାତ୍ରା ଶୁଭେଚ୍ଛା
ETVBHARAT
3 months ago
3:01
ଉତ୍କଳ ଦିବସରେ ରସଗୋଲା ମହୋତ୍ସବ, ଗ୍ୟାସ ସଙ୍କଟ ପାଇଁ କମିଲା ମିଠା ଭେରାଇଟି
ETVBHARAT
7 months ago
3:08
ଜୁଏଲ ଓରାମ ଙ୍କ ସହ 121
ETVBHARAT
2 years ago
0:30
शाहदरा की गीता कॉलोनी में भीषण आग: 15 झुग्गियां जलकर खाक, बेघर हुए पीड़ित परिवार
ETVBHARAT
15 minutes ago
0:47
Moradabad Suicide Attempted; Meta Alert सिस्टम से मिली सूचना पर पुलिस ने बचाई युवक की जान
ETVBHARAT
16 minutes ago
4:12
ঘনাচ্ছে দুর্যোগ, লক্ষ্মীপুজোয় কেমন থাকবে আবহাওয়া ?
ETVBHARAT
24 minutes ago
1:26
प्रतापगढ़ में आराधना मिश्रा मोना का शक्ति प्रदर्शन; कार्यकर्ताओं ने जमकर लगाए नारे
ETVBHARAT
34 minutes ago
4:52
రక్షణ రంగంలో దేశాన్ని అగ్రగామి శక్తిగా తీర్చిదిద్దేందుకు కలిసి పనిచేద్దాం : సీఎం రేవంత్ రెడ్డి
ETVBHARAT
37 minutes ago
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
2 years ago
2:37
दशहरा बाद रामलीला महोत्सव की शुरुआत, यूपी के मिर्जापुर से आई कलाकारों की टीम, रामानुजगंज में सजा राम जी का मंच
ETVBHARAT
40 minutes ago
1:52
'పనిచేసే వారికే పార్టీ పదవులు' : తెలంగాణ బీజేపీ నేతలకు సునీల్ బన్సల్ హెచ్చరిక!
ETVBHARAT
40 minutes ago
1:53
റോഡരികിലൂടെ നടന്നുപോകവേ കാറിടിച്ച് തെറിപ്പിച്ചു; 12 വയസുകാരിക്ക് ദാരുണാന്ത്യം
ETVBHARAT
41 minutes ago
4:14
ശബരിമല മണ്ഡല മകരവിളക്ക് തീർത്ഥാടനം; ക്രമീകരണങ്ങൾ സംബന്ധിച്ച് ചർച്ച നടത്തി, പ്രവൃത്തികൾ നവംബർ 10 ഓടെ പൂർത്തിയാക്കുമെന്ന് ദേവസ്വം ബോർഡ് പ്രസിഡൻ്റ്
ETVBHARAT
1 hour ago
2:12
मथुरा में 'ब्रजरज उत्सव-2026' की धूम; सांसद हेमा मालिनी ने किया नृत्य नाटिका गंगा का मंचन
ETVBHARAT
1 hour ago
1:29
કેનેડામાં માર્ગ અકસ્માતમાં દશેલાના યુવકનું મોત, એક સપ્તાહથી મૃતદેહ વતન લાવવા સરકારને આજીજી કરી રહ્યા છે પિતા
ETVBHARAT
1 hour ago
2:01
బంగాళాఖాతంలో బలపడిన వాయుగుండం - రాష్ట్రానికి తుపాను ముప్పు
ETVBHARAT
2 hours ago
0:41
शिर्डीच्या साईचरणी दिल्लीतील भक्ताचं सुवर्णदान; 2 लाख 88 हजार रुपयांच्या सूर्याकार सोन्याचं ब्रोच अर्पण
ETVBHARAT
2 hours ago
4:22
काशी में PM मोदी; आयुष मंत्री बोले- ‘विंग्स ओवर गंगेज’ एयर-शो देखेंगे प्रधानमंत्री, यह है पूरा शेड्यूल
ETVBHARAT
2 hours ago
0:30
नरेला के DDA प्राइम अपार्टमेंट के छठी मंजिल में भीषण आग, घटना में कोई हताहत नहीं
ETVBHARAT
2 hours ago
6:15
लाट भैरव पर गूंजी चौपाइयां, पर नहीं सुनाई दी अजान के बाद नमाज, काशी में टूट गई 483 साल पुरानी 'गंगा-जमुनी' परंपरा
ETVBHARAT
3 hours ago
5:25
'সমতার নামে আলিয়ার ঐতিহ্য মুছে দেওয়ার চেষ্টা', রাজ্যের সিদ্ধান্ত ঘিরে বিতর্ক তুঙ্গে
ETVBHARAT
9 hours ago
3:37
କୋଟିଆ ପ୍ରସଙ୍ଗ: ଗ୍ରାଉଣ୍ଡକୁ ଓହ୍ଲାଇଲେ ବିରୋଧୀ ବିଜେଡି, କଂଗ୍ରେସ; ବିଜେପି କହିଲା-'କୋଟିଆ ପାଇଁ ସବୁ ରାଜନୈତିକ ଦଳର ରହିଛି ନୈତିକ ଦାୟିତ୍ୱ'
ETVBHARAT
10 hours ago
3:41
ଆଦିବାସୀଙ୍କୁ ମାଗଣା ଚିକିତ୍ସା ସେବା ଯୋଗାଉଥିବା ଡାକ୍ତର ଏବେ ଜେଲ୍ରେ; ସିଜିମାଳି ଖଣି ବିବାଦକୁ ନେଇ ତେଜିଲା ରାଜନୀତି
ETVBHARAT
10 hours ago