Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ଉତ୍କଳ ଦିବସରେ ରସଗୋଲା ମହୋତ୍ସବ, ଗ୍ୟାସ ସଙ୍କଟ ପାଇଁ କମିଲା ମିଠା ଭେରାଇଟି
6 months ago
ବାଲେଶ୍ୱର: ଜିଲ୍ଲାର ପ୍ରତିଭା ବିକାଶ ଟ୍ରଷ୍ଟ ପକ୍ଷରୁ ଉତ୍କଳ ଦିବସ ଉପଲକ୍ଷେ ରସଗୋଲା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବହୁ ପ୍ରକାର ମିଠା ଓ ପିଠାର ଆସର ମେଲିଥିଲା । ଯେତେବେଳେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗ ରସଗୋଲା ତାର ବୋଲି ଦାବି କରୁଥିଲା ସେତେବେଳେ ୨୦୨୨ ମସିହାରେ ପ୍ରଥମ କରି ରସଗୋଲା ମହୋତ୍ସବ ଆୟୋଜନ କରାଯାଇଥିଲା । ପଶ୍ଚିମବଙ୍ଗର ସୀମାବର୍ତ୍ତି ଜିଲ୍ଲା ବାଲେଶ୍ୱର ହୋଇଥିବାରୁ ଏମିତି ରସଗୋଲା ପ୍ରଦର୍ଶନୀ ଓ ମହୋତ୍ସବ ଆୟୋଜନ କରାଯାଉଛି । ଓଡ଼ିଆଙ୍କ ପିଠା ଓ ମିଠା ସୁଦୂର ପ୍ରସାର କରିବା ପାଇଁ ଏମିତି ଆୟୋଜନ କରାଯାଇଛି । ତେବେ ବର୍ତ୍ତମାନ ଗ୍ୟାସ ସଙ୍କଟ ଚାଲିଥିବା ବେଳେ ମହୋତ୍ସବରେ ଅନେକ ମିଠା ଦୋକାନୀ ଭାଗ ନେଇ ପାରି ନାହାଁନ୍ତି ଏବଂ ଅନେକ ଭେରାଇଟି ମିଠା ମଧ୍ୟ ପ୍ରଦର୍ଶନ ହୋଇ ପାରିନାହିଁ ।
ଏହା ବି ପଢନ୍ତୁ- ମୋଦିଙ୍କ ପ୍ରେମରେ ଚା' ବ୍ୟବସାୟୀ: ବାଣ୍ଟିଲେ 2000 ରସଗୋଲା, ପିଆଇଲେ ଚା’ଇଟିଭି ଭାରତ, ବାଲେଶ୍ୱର
Category
🗞
News
Transcript
Display full video transcript
00:00
Thank you for listening.
Show less
Comments
Log in to post a comment
Recommended
5:58
|
Up next
ପ୍ରବଳ ବର୍ଷାରେ ବ୍ରିଜ ଉପରେ 3 ଫୁଟର ପାଣି, ଜଳମଗ୍ନ ଅଞ୍ଚଳ ଗସ୍ତ ସମୟରେ ଫସିଲା ବିଧାୟକ ଓ ବିଡିଓଙ୍କ ଗାଡି
ETVBHARAT
3 weeks ago
1:34
ବାଲୁକା କଳା ମାଧ୍ୟମରେ ସମଗ୍ର ଦେଶବାସୀଙ୍କୁ ୮୦ତମ ସ୍ୱାଧୀନତା ଦିବସର ଶୁଭେଚ୍ଛା ଦେଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ETVBHARAT
5 weeks ago
1:09
ରଙ୍ଗବେରଙ୍ଗ ଛତାରେ ରଙ୍ଗୀନ ବଡ଼ଦାଣ୍ଡ, ବଢୁଛି ବର୍ଷା ବଢୁଛି ଗହଳି
ETVBHARAT
2 months ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
2 months ago
1:11
ସ୍ୟାଣ୍ଡ ଆନିମେସନରେ ରଥଯାତ୍ରା ଶୁଭେଚ୍ଛା
ETVBHARAT
2 months ago
3:49
बेटे के जन्म के बाद मां की मौत, सोनीपत नागरिक अस्पताल के चिकित्सकों पर लापरवाही का आरोप
ETVBHARAT
10 minutes ago
3:37
ગીર સોમનાથ: એક તરફ દરિયાનો માર, બીજી બાજુ મેઘરાજાનો પ્રહાર, કેસરીયા અને પાલડી ગામના લોકોની હાલત કફોડી
ETVBHARAT
20 minutes ago
3:43
અમદાવાદ: વરસાદના 24 કલાક બાદ પણ વટવાના ગુજરાત ઓફ સેટ પાસે ઘૂંટણ સમા પાણી
ETVBHARAT
21 minutes ago
7:49
'కృతయుగం టూ కలియుగం' - తిరుమలలో ఆకట్టుకుంటున్న ఫ్లవర్ షో
ETVBHARAT
24 minutes ago
2:56
25 लाख से अधिक दीपों से जगमगाएगा उज्जैन, रिकॉर्ड की दौड़ में महाकाल की नगरी की बड़ी छलांग
ETVBHARAT
26 minutes ago
0:58
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ବିଜେଡି ନେତ୍ରୀ ସୁଜାତା ରାଉତ
ETVBHARAT
3 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
3 months ago
0:15
ଜଙ୍ଗଲର ପରୀ: ସାଇକେଲ୍ରେ ଏକ ମାୟାବୀ ଯାତ୍ରା
ETVBHARAT
4 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
5 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
5 months ago
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
6 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
7 months ago
1:10
ଯାଜପୁରରେ ସ୍ବର୍ଣ୍ଣଧନୁକୁ ବିପୁଳ ସ୍ବାଗତ, ବିରଜା ମନ୍ଦିରରେ ପୂଜାର୍ଚ୍ଚନା
ETVBHARAT
8 months ago
1:20
ପୋଙ୍ଗଲ ଓ ମକର ସଂକ୍ରାନ୍ତି; ଆକର୍ଷଣୀୟ ବାଲୁକା ଆନିମେସନରେ ଶୁଭେଚ୍ଛା
ETVBHARAT
8 months ago
5:34
ବୋଇତ ବନ୍ଦାଣ ଉତ୍ସବ ପାଳିଲେ ନୟାଗଡ଼ବାସୀ, ସାମିଲ ହେଲେ ଅଭିନେତ୍ରୀ ଶୀତଲ ଓ ବାଚସ୍ପତି
ETVBHARAT
10 months ago
1:25
ବାଲୁକାରେ ମହାପ୍ରଭୁଙ୍କ ପ୍ରତିକୃତି, ବାହୁଡା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
1:31
ନଦୀ ପାର ବେଳେ ଭାସିଗଲେ ହାତୀପଲ, ଉଦ୍ଧାର ପାଇଁ ନାକେଦମ୍ ବନବିଭାଗ
ETVBHARAT
1 year ago
3:08
ଜୁଏଲ ଓରାମ ଙ୍କ ସହ 121
ETVBHARAT
2 years ago
3:00
ସୁସ୍ଥ ହେଲେ ମହାପ୍ରଭୁ, ଶ୍ରୀନହରକୁ ରାଜପ୍ରସାଦ ବିଜେ ନୀତି
ETVBHARAT
1 year ago
Comments