Skip to player
Skip to main content
Search
Upload
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Watch fullscreen
Add to Playlist
Report
ETVBHARAT
Follow
ଜାତୀୟ ରାଜପଥରେ ହୁତୁହୁତୁ ଜଳିଗଲା ଟ୍ରକ୍, ଅସମ୍ଭାଳ ଟ୍ରାଫିକ୍ ଜାମରେ ଲୋକେ ହନ୍ତସନ୍ତ
6 months ago
ଭୁବନେଶ୍ୱର: ୧୬ ନଂ- ଜାତୀୟ ରାଜପଥର ପଳାଶୁଣି ବ୍ରିଜ ନିକଟରେ ଏକ ଚଳନ୍ତା ଟ୍ରକ୍ ଆଜି (ବୁଧବାର) ଅପରାହ୍ନରେ ଜଳିଯାଇଛି । ଏହି ଅଗ୍ନିକାଣ୍ଡରେ ଟ୍ରକର ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତିଯାଇଛନ୍ତି । ଏଥିପାଇଁ ଜାତୀୟ ରାଜପଥରେ ଅସମ୍ଭାଳ ଭିଡ ସୃଷ୍ଟି ହୋଇଥିଲା । ଲୋକମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ । ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ଵ ସମୟ ଧରି ଟ୍ରାଫିକ୍ ଜାମରେ ଫସିଥିଲେ ଲୋକେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ । ପ୍ରାଥମିକ ଅନୁସନ୍ଧାନରୁ ଅତ୍ୟଧିକ ଗରମ ଯୋଗୁଁ ଟ୍ରକରେସର୍ଟସର୍କିଟ ହୋଇ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅଗ୍ନିଶମ ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।
ଟ୍ରକଟି ପାରାଦ୍ୱୀପରୁ ଆସୁଥିଲା । ତେବେ ଗାଡ଼ିରେ ଥିଲା ବିପୁଳ ସାବୁନ ଓ ରସାୟନିକ ସାମଗ୍ରୀ । ଟ୍ରକଟି ଗୁଜୁରାଟର ଅହମ୍ମଦାବାଦ ଯାଇଥାନ୍ତା ବୋଲି ସୂଚନା ମିଳିଛି । କିଛି ସମୟ ପୂର୍ବରୁ ତେଲ ଟାଙ୍କି ଭର୍ତ୍ତି କରି ଆସୁଥିବା ବେଳେ ଅଘଟଣ ଘଟିଥିଲା । କଟକ ପଟୁ ଟ୍ରକ୍ ଆସୁଥିବା ବେଳେ ପଳାଶୁଣି ଗଙ୍ଗୁଆ ନାଳ ବ୍ରିଜ ନିକଟରେ ନିଆଁ ଲାଗିଯାଇଥିଲା । ଦେଖୁ ଦେଖୁ ଟ୍ରକର ତେଲ ଟାଙ୍କି ପାଇପ ଫାଟିଯାଇଥିଲା । ଫଳରେ ରାସ୍ତା ଉପରେ ତେଲ ମାଡିଯାଇଥିଲା। ଏଥିପାଇଁ ନିଆଁ ଅଧିକ ତୀବ୍ରତର ହୋଇଥିଲା। ଟ୍ରକ୍ ଜଳୁଥିବା ବେଳେ ରାସ୍ତା ଉପରେ ତେଲ ମଧ୍ୟ ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟକୁ ତ୍ୱରାନ୍ୱିତ କରିଥିଲା। ନିଆଁ ଦେଖି ଡ୍ରାଇଭର ଓ ହେଲପର ବାହାରି ଆସିଥିଲେ ।
ଅନ୍ୟପକ୍ଷରେ ଏହି ଅଗ୍ନିକାଣ୍ଡ ପାଇଁ ଜାତୀୟ ରାଜପଥରେ ନାହିଁ ନ ଥିବା ଭିଡ ସୃଷ୍ଟି ହୋଇଥିଲା । ପ୍ରବଳ ଟ୍ରାଫିକ୍ ଜାମ୍ ପାଇଁ ଲୋକେ ସମସ୍ୟାରେ ପଡ଼ିଥିଲେ । ଦୁଇ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିଲା । ବିକଳ୍ପ ରାସ୍ତାରେ ଯାତାୟାତ କରିବାକୁ ଟ୍ରାଫିକ୍ ଡିସିପିଙ୍କ ପକ୍ଷରୁ ଅପିଲ କରାଯାଇଥିଲା । ଟ୍ରାଫିକ୍ ପୋଲିସ ପକ୍ଷରୁ ବାଲିକୁଦା ଓ ପୁରୀ ବାଇପାସ ପାଖରେ ଗାଡିଗୁଡିକର ଗତି ପଥ ବଦଳାଯାଇଥିଲା । ସେପଟେ କ୍ରେନ ଜରିଆରେ ଟ୍ରକକୁ ନିଆଯିବା ପରେ ଗାଡି ଚଳାଚଳ ସ୍ଵଭାବିକ ହୋଇଥିଲା ।
ଇଟିଭି ଭାରତ, ଭୁବନେଶ୍ୱର
Category
🗞
News
Transcript
Display full video transcript
00:00
Thank you for listening.
Show less
Recommended
2:19
|
Up next
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ମହୋତ୍ସବର ପଡିଲା ମୂଳଦୁଆ; ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଶୁଭ ମାଟି ଅନୁକୂଳ
ETVBHARAT
5 weeks ago
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
6 weeks ago
1:20
ଭୁବନେଶ୍ୱରରେ ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା EV କାର୍
ETVBHARAT
6 weeks ago
4:27
ମୋଦିଙ୍କ ଜନ୍ମଦିନରେ ବେଦପାଠରେ କମ୍ପିଲା ମନ୍ଦିର ପରିସର; ୪୦ ହଜାର ଟ୍ରାଇବାଲ ପିଲା କାଟିଲେ କେକ୍, ସମୂହ ଦୀପ ପ୍ରଜ୍ୱଳନ
ETVBHARAT
6 weeks ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
2 months ago
0:26
रेवाड़ी में हर्षोल्लास के साथ मनाया गया करवा चौथ, चांद निकलने के बाद महिलाओं ने खोला व्रत
ETVBHARAT
3 hours ago
1:11
ରାୟଗଡ଼ା ଉପ-କାରାଗାରରେ ଡାକ୍ତର ରାଣ୍ଡେଲ: ସାକ୍ଷାତ କଲେ ଜାତୀୟ କଂଗ୍ରେସ ଆଦିବାସୀ ସେଲ୍ ଅଧ୍ୟକ୍ଷ
ETVBHARAT
5 hours ago
2:45
भारत बांग्लादेश गंगाजल समझौते से पहले अंतरराष्ट्रीय सम्मेलन, मौसम के कारण गंगा सर्वे पर पड़ा असर
ETVBHARAT
5 hours ago
0:19
रवि किशन के परिवार संग डिप्टी सीएम ब्रजेश पाठक के आवास पर करवाचौथ, पारंपरिक तरीके से हुई पूजा
ETVBHARAT
5 hours ago
2:55
पारंपरिक खेती छोड़ ड्रैगन फ्रूट की बागवानी अपना रहे बागवान, सालाना हो रही लाखों की कमाई
ETVBHARAT
5 hours ago
4:09
ଶିଶୁ ସୈନିକଙ୍କ ଦ୍ୱାରା ୮୦ତମ ସ୍ୱାଧୀନତା ଦିବସ ପାଳିତ
ETVBHARAT
3 months ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
4 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4 months ago
1:52
ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୀର୍ଘାୟୁ କାମନା, ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିରରେ ପୂଜାର୍ଚ୍ଚନା କଲେ ମୟୂରଭଞ୍ଜ MP ନବଚରଣ
ETVBHARAT
5 months ago
1:34
ଜଳଖିଆ ଦୋକାନରେ ଅଗ୍ନିକାଣ୍ଡ, ନାବାଳକ ଜୀବନ୍ତ ଦଗ୍ଧ
ETVBHARAT
5 months ago
4:37
ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ, ବ୍ରହ୍ମପୁରରେ ବିଦ୍ୟାର୍ଥୀଙ୍କ ମଧ୍ୟରେ ଖୁସିର ମାହୋଲ
ETVBHARAT
6 months ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
6 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
7 months ago
2:49
ଓଡ଼ିଆ ନବବର୍ଷ ପାଳନ, ଦର୍ଶକଙ୍କ ମନ ମୋହିଲା ମୁସଲମାନ ଯୁବକଙ୍କ ମହାଳି ନୃତ୍ୟ
ETVBHARAT
7 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
9 months ago
3:54
ଦୁଲୁକିଲା ରେଣ୍ଡୋ ମାଝୀ ମଞ୍ଚ, ଉଦଘାତିଟ ହେଲା ଘୁମୁରା 2026
ETVBHARAT
10 months ago
4:05
'ଖେଳରେ ବି କ୍ୟାରିୟର ଏବଂ ଅର୍ଥ ଉପାର୍ଜନ କରିହେବ'
ETVBHARAT
11 months ago
5:01
ବୌଦ୍ଧରେ ରଥଯାତ୍ରା; ବିଗ୍ରହଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼, ରଥ ଛୁଇଁଲେ କୁନି ଶିଶୁ
ETVBHARAT
1 year ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago
1:44
ମହାପ୍ରଭୁଙ୍କୁ ଦର୍ଶନ କଲେ ଆକାଶ ଅମ୍ବାନୀ
ETVBHARAT
1 year ago