Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ରଜ ପାଇଁ ଚଳଚଞ୍ଚଳ ଗାଁଠୁ ସହର; ଜଗତସିଂହପୁର କେନ୍ଦାଳଠାରେ ପାଳିତ ହେଲା ରଜ ମହୋତ୍ସବ
3 months ago
ଜଗତସିଂହପୁର: ଓଡ଼ିଶାର ଗଣପର୍ବ ରଜକୁ ନେଇ ଚଳଚଞ୍ଚଳ ଜଗତସିଂହପୁର ଜିଲ୍ଲା । ବିଶେଷ ଭାବରେ ଉପକୂଳ ଜିଲ୍ଲାଗୁଡ଼ିକରେ ରଜପର୍ବ ମହାଆଡମ୍ବର ସହ ପାଳନ ହୋଇଥାଏ । ରଜ ତିନି ଦିନ କୁମଆରୀମାନଙ୍କ ପାଇଁ ଉତ୍ସାର୍ଗୀକୃତ ହୋଇଥିଲେ ମଧ୍ୟ ଆବାଳବୃଦ୍ଧ ଏହି ଗଣପର୍ବରେ ସାମିଲ ହୋଇଥାନ୍ତି । ଜଗତସିଂହପୁର ଜିଲ୍ଲା ଏକ କୃଷି ପ୍ରଧାନ ଜିଲ୍ଲା ହୋଇଥିବା ବେଳେ ରଜ ପର୍ବ ଘରେ ଘରେ ପାଳନ ହୋଇଯାଇଛି ।ପ୍ରଥମ ଦିନ ପହିଲି ରଜ,ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି ତୃତୀୟ ଦିନ ଭୂମି ଦହନ ଓ ଚତୁର୍ଥ ଦିନ ବସୁମତୀ ସ୍ନାନ ପୂଜା କରାଯାଇ ଥାଏ । ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଧୁସୁଦନପୁର ଶାସନ ଅନ୍ତର୍ଗତ କେନ୍ଦାଳ ଠାରେ ଜିଲ୍ଲାସ୍ତରୀୟ ରଜ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ରଜପର୍ବକୁ ନେଇ ସୋନି ପାତ୍ର କହନ୍ତି," ବର୍ଷକୁ ଥରେ ରଜ ମହୋତ୍ସବ ପାଇଁ ଆମେ ଅପେକ୍ଷା କରିଥାଉ । ରଜ ଆସିଲେ ଆମ ଅଞ୍ଚଳ ଚଳଚଞ୍ଚଳ ହୋଇ ଉଠେ। ନୂଆ ଡ୍ରେସ ସାଙ୍ଗକୁ ବିଭିନ୍ନ ପ୍ରକାର ପିଠାପଣା ଆମକୁ ବେଶ ଆନନ୍ଦ ଦେଇଥାଏ ।"ସେହିପରି ରଜପର୍ବକୁ ନେଇ ସ୍ଥାନୀୟ ମହିଳା ମମତା ରାଉତ କହିଛନ୍ତି,"ଜଗତସିଂହପୁର ଅଞ୍ଚଳରେ ରଜପର୍ବକୁ ବେଶ ଧୁମଧାମରେ ପାଳନ କରାଯାଏ । ଆମ ପିଲାବେଳେ ସୂର୍ଯ୍ୟଦୟ ପୂର୍ବରୁ ଆମ୍ଭେମାନେ ହଳଦୀ ଲଗାଇ ଗାଧୋଇ ସଜହୋଇ ଥାଉ । ପୋଡ଼ ପିଠାଠାରୁ ଆରମ୍ଭ କରି ରଜପାନ ଖାଇ ବନ୍ଧୁ ବାନ୍ଧବଙ୍କ ଘରକୁ ଯାଇଥାଉ । ସେ ସମୟରେ ପାଲା, ଦାସ କାଠିଆ ଆଦି ଗ୍ରାମରେ ପରିବେଷଣ ହେଉଥିଲା । ସେ ସମୟ ଆଉ ନାହିଁ। ତଥାପି ଅଧୁନିକତାର ଚାକଚକ୍ୟ ଭିତରେ ଆମ ସଂସ୍କୃତି ଓ ପରମ୍ପରାର ପ୍ରତୀକ ରଜପର୍ବ ଆଜି ବି ବଞ୍ଚି ରହିଛି । ଆମେ ଓଡ଼ିଆ ଆମ ପର୍ବ ପର୍ବାଣୀ ବହୁତ ବଢିଆ ।"ଏହା ମଧ୍ୟ ପଢନ୍ତୁ...କୋଣାର୍କରେ ତିନି ଦିନିଆ ରଜ ମହୋତ୍ସବ ଆରମ୍ଭ; ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଓଡ଼ିଶାର ପାରମ୍ପରିକ ପିଠାପଣା - RAJA FESTIVAL CELEBRATION ଏହା ମଧ୍ୟ ପଢନ୍ତୁ...ନିଆଳିରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ - NIALI RAJA CELEBRATION PROGRAMME
ଇଟିଭି ଭାରତ, ଜଗତସିଂହପୁର
Category
🗞
News
Transcript
Display full video transcript
00:00
Thank you very much.
00:58
Oh
01:19
Oh my God...
01:22
My God...
01:22
Because I have gone to a house in a house...
01:26
I completely don't want to go to a house in a house...
01:31
foreign
Show less
Comments
Log in to post a comment
Recommended
2:28
|
Up next
ଗୁରୁଦିବସରେ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଗଞ୍ଜାମ ଜିଲ୍ଲାପାଳ
ETVBHARAT
2 weeks ago
3:16
ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ, ନୃସିଂହ ଚତୁର୍ଦ୍ଦଶୀରେ ଗୁଜ ଅନୁକୂଳ ପୂଜା ହେଲା ସମ୍ପନ୍ନ
ETVBHARAT
5 months ago
3:06
ବ୍ରହ୍ମପୁରରେ ଜମୁଛି ସିଲ୍କ ସିଟି ମହୋତ୍ସବ ଓ ସୁଭଦ୍ରା ଶକ୍ତି ମେଳା
ETVBHARAT
6 months ago
5:00
ସଂସଦରେ ନକ୍ସଲବାଦ ଚର୍ଚ୍ଚା: ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମି ସମସ୍ୟା କରାଯାଉ, ଦାବି ଉଠାଇଲେ କୋରାପୁଟ ସାଂସଦ
ETVBHARAT
6 months ago
5:40
Watch: ପ୍ରଭୁ ହନୁମାନଙ୍କ ବେଶରେ ୧୭ ବର୍ଷ, ଆଗକୁ ୪ ଧାମ ବୁଲିବା ଲକ୍ଷ୍ୟ
ETVBHARAT
6 months ago
1:46
कमिश्नर कार्यालय परिसर में पानी की टंकी पर चढ़ा युवक; जमीन पर कब्जे और मारपीट का आरोप, आश्वासन के बाद नीचे उतरा
ETVBHARAT
13 minutes ago
2:18
मध्य प्रदेश में 16 अक्टूबर से चलेगा सिर्फ कैश और कार्ड! पेट्रोल पंप एसोसिएशन का नया रुल
ETVBHARAT
15 minutes ago
1:27
दिल्ली में नाबालिग से दुष्कर्म-हत्या पर भड़कीं प्रियंका, राहुल ने पूछा- महिला सुरक्षा की जिम्मेदारी आखिर किसकी है?
ETVBHARAT
17 minutes ago
1:29
তৃণমূল এখন 'আমরা সর্বহারা', প্রতীক-নাম নিয়ে কটাক্ষ দিলীপের
ETVBHARAT
22 minutes ago
5:23
बूंदी में डोटासरा व जूली का बीजेपी पर हमला, बोले-जहां बहुमत नहीं, वहां बीजेपी करती है मारा-मारी, पार्षदों को डराकर बना रही बोर्ड
ETVBHARAT
22 minutes ago
1:46
ବାଲେଶ୍ଵରରେ ଧୁମଧାମରେ ପାଳନ ହେଲା ରାମ ନବମୀ, ଜୟ ଶ୍ରୀରାମ ଧ୍ବନୀରେ କମ୍ପିଲା ସହର
ETVBHARAT
6 months ago
0:52
ବିଶ୍ଵ ପଖାଳ ଦିବସ: ବାଲୁକା କଳାରେ ସୁଦର୍ଶନ ପଟ୍ଟନାୟକଙ୍କ ଶୁଭେଚ୍ଛା
ETVBHARAT
6 months ago
2:22
ହୋଲି ରଙ୍ଗରେ ନୁହେଁ; ଗୋଳାବାରୁଦ ଫୁଟାଇ ଉତ୍ସବ ପାଳନ୍ତି ଏହି ଗାଁର ଲୋକେ
ETVBHARAT
7 months ago
8:54
Exclusive Interview; କାହିଁକି ପ୍ରଭାତଙ୍କୁ ବହିଷ୍କାର କଲା ବିଜେଡି ? ସାଙ୍ଘାତିକ ବୟାନରେ କହିଲେ ଦିଲ୍ଲୀରେ ଆକାଉଣ୍ଟ ଖୋଲିବା...
ETVBHARAT
7 months ago
2:41
Mahashivratri 2026: ୬୦ ଟନ ବାଲିରେ ମହାଦେବଙ୍କ ବିଶାଳ ପ୍ରତିମୂର୍ତ୍ତି
ETVBHARAT
7 months ago
3:44
ପୂର୍ବାଞ୍ଚଳ ଯୁବ ମହୋତ୍ସବ: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକୁଛି ଫକୀର ମୋହନ ବିଶ୍ୱବିଦ୍ୟାଳୟ
ETVBHARAT
8 months ago
1:02
ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପଥ ସଂଚଳନ କାର୍ଯ୍ୟକ୍ରମ, ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ETVBHARAT
8 months ago
3:44
କଳାହାଣ୍ଡି ଉତ୍ସବ ଘୁମୁରା ଉଦଯାପିତ, ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ
ETVBHARAT
8 months ago
4:09
କୋଣାର୍କ ମହୋତ୍ସବ: ଓଡ଼ିଶୀ ନୃତ୍ୟ ଦେଖି ଅଭିଭୂତ ହେଲେ ରାଜ୍ୟପାଳ
ETVBHARAT
10 months ago
4:26
ନୂଆପଡା ଉପନିର୍ବାଚନ ଫାଇଟ୍; ସ୍ୱାଧୀନ ପ୍ରାର୍ଥୀ ଲୋଚନ ମାଝୀଙ୍କ ଜୋରଦାର ପ୍ରଚାର, କହିଲେ 'ସବୁ ବର୍ଗର ଭୋଟ ମିଳିବ, ବିଜୟୀ ହେବି'
ETVBHARAT
11 months ago
1:10
ମହାକାଳୀ ବେଶରେ ଦର୍ଶନ ଦେଉଛନ୍ତି ମା' ଭଦ୍ରକାଳୀ
ETVBHARAT
11 months ago
2:53
'ତତେ ମାରିବ ଯିଏ ଗୋପପୁରରେ ବଢ଼ୁଛି ସିଏ' ବିଜୁଳିକନ୍ୟାର ଶୂନ୍ୟବାଣୀରେ ଥରହର କଂସ
ETVBHARAT
2 years ago
1:08
ନିଆରା ଢଙ୍ଗରେ ଗଣେଶ ପୂଜା ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ETVBHARAT
1 year ago
2:45
ବାଲୁକା ଚିତ୍ରକଳାରେ ପ୍ଲାଷ୍ଟିକ ପ୍ରଦୂଷଣ ସଚେତନତା ବାର୍ତ୍ତା
ETVBHARAT
1 year ago
2:11
Teachers Day: ବାଲୁକା କଳାରେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଗୁରୁ ଦିବସ ଶୁଭେଚ୍ଛା
ETVBHARAT
1 year ago
Comments