Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ପ୍ରଧାନମନ୍ତ୍ରୀ ମୋଦିଙ୍କ ୨୫ ବର୍ଷ ଜନସେବା ପୂର୍ତ୍ତି, ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
14 minutes ago
ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୨୫ ବର୍ଷର ଜନସେବା ପୂର୍ତ୍ତି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ସ୍ୱତନ୍ତ୍ର ବାଲୁକା କଳାକୃତି ନିର୍ମାଣ କରି ଶୁଭେଚ୍ଛା ଜଣାଇଛନ୍ତି । ୧୦ ଫୁଟ୍ ଉଚ୍ଚ ଏବଂ ୨୦ ଫୁଟ୍ ଓସାରର ଏହି ବାଲୁକା ଚିତ୍ରକଳାରେ ବାର୍ତ୍ତା ରହିଛି "25 YEARS OF PUBLIC SERVICE, THE SPIRIT OF SERVICE, MODI JI’S VISION FOR VIKSIT BHARAT" ।ଏହି କଳାକୃତିଟି ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନସେବା, ନେତୃତ୍ୱ ଏବଂ ଜାତୀୟ ବିକାଶର ଯାତ୍ରାକୁ ପ୍ରଦର୍ଶିତ କରୁଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଜରାଟରୁ ଜାତୀୟସ୍ତର ପର୍ଯ୍ୟନ୍ତ ଗତିପଥ ଏବଂ ବିକଶିତ ଭାରତର ସଂକଳ୍ପକୁ ପ୍ରତିଫଳିତ କରୁଛି ।
ସେହିପରି ସୁଦର୍ଶନ ସ୍ୟାଣ୍ଡ୍ ଆର୍ଟ୍ ଇନଷ୍ଟିଚ୍ୟୁଟର ଛାତ୍ରୀ ମୋନାଲିସା ମହାରଣା ଏବଂ ସୋନାଲୀ ଏକ ସ୍ୱତନ୍ତ୍ର ବାଲୁକା କଳା ଆନିମେସନ୍ (Sand-art Animation) ନିର୍ମାଣ କରିଛନ୍ତି । ଏଥିରେ ଗୁଜରାଟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଭାରତର ପ୍ରଧାନମନ୍ତ୍ରୀ ପଦ ପର୍ଯ୍ୟନ୍ତ ତାଙ୍କର ଯାତ୍ରାକୁ ପ୍ରଦର୍ଶିତ କରାଯାଇଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନସେବା ଯାତ୍ରା ୨୦୦୧ ମସିହାରେ ଆରମ୍ଭ ହୋଇଥିଲା, ସେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲେ । ୧୨ ବର୍ଷରୁ ଅଧିକ ସମୟ ଗୁଜରାଟର ସେବା କରିବା ପରେ, ସେ ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ । ଗୁଜରାଟରୁ ଜାତୀୟସ୍ତର ପର୍ଯ୍ୟନ୍ତ ତାଙ୍କର ଏହି ଯାତ୍ରା ୨୦୨୬ ମସିହାରେ ଜନସେବା ଏବଂ ନେତୃତ୍ୱର ୨୫ ବର୍ଷ ପୂରଣ କରୁଛି ।
ଏହି ଅବସରରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ କହିଛନ୍ତି,"ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କୁ ତାଙ୍କର ୨୫ ବର୍ଷର ଜନସେବା ପାଇଁ ଆନ୍ତରିକ ଶୁଭକାମନା ଜଣାଉଛି । ଆଗାମୀ ଯାତ୍ରା ସେବା ମନୋଭାବ ଏବଂ ବିକଶିତ ଭାରତର ସଂକଳ୍ପକୁ ଆଗକୁ ବଢ଼ାଇବା ପାଇଁ ନିରନ୍ତର ପ୍ରେରଣା ଦେଉଥାଉ ।ଏହା ମଧ୍ୟ ପଢନ୍ତୁ...ଭାରତୀୟ ମହିଳା ହକି ଦଳକୁ ବାଲୁକା ଆନିମେସନ ମାଧ୍ୟମରେ ଶୁଭେଚ୍ଛାଏହା ମଧ୍ୟ ପଢନ୍ତୁ...ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ୨,୫୦୦ ଦୀପରେ ୨୫ ଫୁଟର ବାଲୁକା କଳା ନିର୍ମାଣ କଲେ ସୁଦର୍ଶନ ପଟ୍ଟନାୟକଇଟିଭି ଭାରତ, ପୁରୀ
Category
🗞
News
Transcript
Display full video transcript
00:19
Thank you for joining us.
Show less
Recommended
5:22
|
Up next
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
3 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
3 months ago
1:10
ବାଲୁକା ଚିତ୍ରକଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ଶିଳ୍ପୀ ସରିତା ଗୋଛାୟତ
ETVBHARAT
6 months ago
3:29
'ମୋ ନେତାଙ୍କ ସହ ଆଲୋଚନା କରିଛି, ତାଙ୍କ ନିର୍ଦ୍ଦେଶ ମୁତାବକ ଭୋଟ ଦେବି'
ETVBHARAT
7 months ago
1:47
ସ୍ୟାଣ୍ଡ ଆନିମେସନରେ ରାଷ୍ଟ୍ରପତିଙ୍କୁ ସ୍ବାଗତ
ETVBHARAT
8 months ago
2:08
प्यास बुझाने वाले बांध बने 'डेथ ट्रैप': बुंदेलखंड में 29 नौजवानों की गई जान, जानिए किनारों पर क्यों है मौत का साया?
ETVBHARAT
14 minutes ago
2:08
दिल्ली के मिनी बंगाल में जूट थीम पर भव्य दुर्गा पूजा पंडाल, मिट्टी की अनूठी मूर्तियां होंगी आकर्षण
ETVBHARAT
15 minutes ago
1:25
ফের 'বড়লোকের বিটি লো' গানের বিকৃতি, ভারাক্রান্ত পদ্মশ্রী রতন কাহার
ETVBHARAT
16 minutes ago
0:34
सीहोर में बड़ी घटना, जंगली जहरीले फल खाने से 6 बच्चे बीमार, सभी अस्पताल में भर्ती
ETVBHARAT
17 minutes ago
5:13
વારાણસીથી વડનગર સુધીની ભવ્ય સેવા યાત્રા: 500 બાઇકર્સ દ્વારા હાટકેશ્વર મહાદેવનો ગંગાજળથી જળાભિષેક
ETVBHARAT
20 minutes ago
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT
10 months ago
1:46
ସ୍ୟାଣ୍ଡ ଆନିମେସନରେ ଧର୍ମେନ୍ଦ୍ରଙ୍କୁ ଶ୍ରଦ୍ଧାଞ୍ଜଳି
ETVBHARAT
11 months ago
2:56
ବ୍ରହ୍ମପୁର ମଣ୍ଡଳ କାରାଗାରରେ ପାଳିତ ହେଲା ଶହୀଦ ଲକ୍ଷ୍ମଣ ନାୟକଙ୍କ 126 ତମ ଜୟନ୍ତୀ
ETVBHARAT
11 months ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
1 year ago
4:58
ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ରଙ୍ଗାଶୁର'
ETVBHARAT
2 years ago
3:29
ଓଡ଼ିଶାରେ ଗ୍ରୀନ ୟୁନିଭରସିଟି ପାଇଁ ପ୍ରସ୍ତାବ ରଖିବେ ପ୍ରବାସୀ ଭାରତୀୟ
ETVBHARAT
2 years ago
3:24
ଛୁଆ ପାଇଁ ଗୁଆ ଖୋଜା
ETVBHARAT
2 years ago
3:18
ପ୍ରୟାଗରାଜର କୁମ୍ଭମେଳାରୁ ଫେରି ଅନୁଭୂତି ବଖାଣିଲେ ଶ୍ରଦ୍ଧାଳୁ
ETVBHARAT
2 years ago
0:52
अंबेडकर नगर-प्रयागराज एक्सप्रेस पर पत्थरबाजी, खिड़की का शीशा टूटा, यात्रियों में अफरा-तफरी
ETVBHARAT
21 minutes ago
1:55
కొడుకు తెచ్చిన బంగారం - తండ్రి నిజాయితీ - కటకటాల పాలైన దొంగలు
ETVBHARAT
22 minutes ago
3:04
ବୁର୍ଲା ଯୁବତୀ ଉଦ୍ଧାର ଘଟଣା: ପୋଲିସର ନିଷ୍କ୍ରିୟତା ଅଭିଯୋଗ ଆଣି ଥାନାରେ ପହଞ୍ଚିଲା ବିଜେଡି 'ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍'
ETVBHARAT
23 minutes ago
7:04
અંગ્રેજ અને બ્રિટિશ સરકારના સમયમાં કેવો હતો ભાડા કરાર અને રેવન્યુ કાયદો?
ETVBHARAT
42 minutes ago
4:22
पीएम मोदी के जन्मभूमि से कर्मभूमि वाराणसी पहुंचे बाइकर्स बोले- अद्भुत है ये अनुभव
ETVBHARAT
42 minutes ago
3:28
श्रीराम बारात: सिया वरन भाईयों संग निकले रघुराई, चारों ओर झांकियां की धूम, देखें वीडियो
ETVBHARAT
49 minutes ago
1:33
जबलपुर व्हीकल फैक्ट्री के पास से पकड़ा संदिग्ध, बोला- 'रावलपिंडी से आया हूं, 10 और लोग घुसे हैं'
ETVBHARAT
52 minutes ago