Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
1 year ago
ଅନୁଗୋଳ: ମେଲାଣି ନେଲେ ମା' ଧନଦାତ୍ରୀ, ଶେଷ ହେଲା ଅନୁଗୋଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା । ଗତକାଲି ମା' ଲକ୍ଷ୍ମୀଙ୍କୁ ବିଦାୟୀ ଦେଇଛନ୍ତି ଅନୁଗୋଳବାସୀ । ବାଜା,ବାଣ ଏବଂ ଅତ୍ୟାଧୁନିକ ଲାଇଟ୍ ସାଙ୍ଗକୁ ଭଳିକି ଭଲି ପାରମ୍ପାରିକ ନୃତ୍ୟ ଗୀତରେ କମ୍ପିଲା ସହର । ଗତ 6 ତାରିଖରେ ମା'ଙ୍କୁ ଆବାହନ କରାଯାଇଥିବା ବେଳେ ଗତକାଲି ବିସର୍ଜନ କରାଯାଇଛି । ତେବେ ଅନୁଗୋଳରେ ମା' ଗଜଲକ୍ଷ୍ମୀଙ୍କ ଭସାଣି ଶୋଭାଯାତ୍ରାର ରହିଛି ସ୍ୱତନ୍ତ୍ରତା । ମା'ଙ୍କ ମେଢ଼ ଗୁଡିକ ମେଳଣ ଶୋଭାଯାତ୍ରାରେ ଏକାଠି ହେବା ପରେ ଭସାଣ ପର୍ବ ଆରମ୍ଭ ହୋଇଥିଲା। ଅପରାହ୍ନରୁ ଆରମ୍ଭ ହୋଇଥିଲା ଏହି ମେଳଣ ଉତ୍ସବ । ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସହରର ଥାନା ଛକରେ ମେଢ଼ ଗୁଡିକ ଏକାଠି ହେବା ପରେ ଆରମ୍ଭ ହୋଇଥିଲା ଭସାଣି ଶୋଭାଯାତ୍ରା । ଯାହାକୁ ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା ।
ଚଳିତଥର ସହରରେ 45ଟି ମଣ୍ଡପରେ ମା'ଙ୍କୁ ପୂଜା କରାଯାଇଥିବା ବେଳେ ଭସାଣି ଶୋଭାଯାତ୍ରାରେ 14ଟି ମେଢ଼ ସାମିଲ ହୋଇଥିଲେ । ବସଷ୍ଟାଣ୍ଡ, ଲକ୍ଷ୍ମୀବଜାର, ବଜାର ଛକ, ସଞ୍ଜିବନୀ ମାର୍କେଟ, ଶାନ୍ତି ବଜାର, ଡେଲି ମାର୍କେଟ, ନନଭେଜ ମାର୍କେଟ, ହରିମହୁରୀ ଛକ, ଅମାଲପଡା, ଶିକ୍ଷକପଡା ଆଦି ସ୍ଥାନରେ ପ୍ରାୟ ୪୫ଟି ମଣ୍ଡପରେ ମା'ଙ୍କ ପୂଜା ଅନୁଷ୍ଠିତ ହୋଇଥିଲା । ସହର ସାରା ଅତ୍ୟାଧୁନିକ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସୁ ଥିଲା । ସେପଟେ କିଭଳି ଶାନ୍ତି ଶୃଙ୍ଖଳାର ସହ ପୂଜା ଓ ଭସାଣି ସମ୍ପନ୍ନ ହେବ, ସେଥିପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା ।ଏହା ମଧ୍ୟ ପଢନ୍ତୁ...ଧରାପୃଷ୍ଠରୁ ମା' ଧନଦାତ୍ରୀଙ୍କୁ ମେଲାଣି ଦେଲେ ଢେଙ୍କାନାଳବାସୀ ଏହା ମଧ୍ୟ ପଢନ୍ତୁ...ଦେଶୀ ଦୀପ ଅପେକ୍ଷା କାହିଁକି ବଢୁଛି କୋଲକାତା ଦୀପର ଚାହିଦା ? ପ୍ରଭାବିତ କାରିଗର ଏହା ମଧ୍ୟ ପଢନ୍ତୁ... ପୁଣି ଇସ୍କନର ମନମାନି; ବିବାଦ ସତ୍ତ୍ୱେ ପାଳିଲା ଅଦିନିଆ ରଥଯାତ୍ରା, ସେବାୟତଙ୍କ କାର୍ଯ୍ୟାନୁଷ୍ଠାନ ଦାବିଇଟିଭି ଭାରତ, ଅନୁଗୋଳ
Category
🗞
News
Transcript
Display full video transcript
00:00
This is a production of the U.S. Department of Education.
Show less
Recommended
7:21
|
Up next
ରାଜନୀତିରେ ଆରୋପ-ପ୍ରତ୍ୟାରୋପ, ଭସାଣୀରେ ଭାଇଚାରା ବାର୍ତ୍ତା; ମା'ଙ୍କ ମେଲାଣି ଦିନ ଗୋଟିଏ ମଞ୍ଚରେ ସବୁ ଦଳର ନେତା
ETVBHARAT
3 days ago
1:20
ଢେଙ୍କାନାଳ ରାଧାକୃଷ୍ଣ ବଜାର ପୂଜା ମଣ୍ଡପରେ କୁଆଁରୀ ପୂଜା
ETVBHARAT
5 days ago
3:10
ଆଜି ପବିତ୍ର ମହାନବମୀ; କୁମାରୀ ବେଶରେ ପୂଜା ପାଇଲେ ମା' ଦୁର୍ଗା
ETVBHARAT
5 days ago
2:44
ପିପିଲିରେ ସେବା ସଙ୍କଳ୍ପ ଅଭିଯାନ; ସଡ଼କ ସୁରକ୍ଷା ବାର୍ତ୍ତା ସହ ହେଲମେଟ୍ ବାଣ୍ଟିଲା ପରିବହନ ବିଭାଗ
ETVBHARAT
1 week ago
1:56
ବାଲୁକା ଚିତ୍ରକଳା ମାଧ୍ୟମରେ କ୍ୟାପ୍ଟେନ୍ ସ୍ମିତ ମଚ୍ଛରଙ୍କ ସାହସକୁ ସଲାମ୍ ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
3 weeks ago
1:26
प्रतापगढ़ में आराधना मिश्रा मोना का शक्ति प्रदर्शन; कार्यकर्ताओं ने जमकर लगाए नारे
ETVBHARAT
21 minutes ago
4:52
రక్షణ రంగంలో దేశాన్ని అగ్రగామి శక్తిగా తీర్చిదిద్దేందుకు కలిసి పనిచేద్దాం : సీఎం రేవంత్ రెడ్డి
ETVBHARAT
24 minutes ago
2:37
दशहरा बाद रामलीला महोत्सव की शुरुआत, यूपी के मिर्जापुर से आई कलाकारों की टीम, रामानुजगंज में सजा राम जी का मंच
ETVBHARAT
27 minutes ago
1:52
'పనిచేసే వారికే పార్టీ పదవులు' : తెలంగాణ బీజేపీ నేతలకు సునీల్ బన్సల్ హెచ్చరిక!
ETVBHARAT
28 minutes ago
1:53
റോഡരികിലൂടെ നടന്നുപോകവേ കാറിടിച്ച് തെറിപ്പിച്ചു; 12 വയസുകാരിക്ക് ദാരുണാന്ത്യം
ETVBHARAT
28 minutes ago
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
5 weeks ago
4:46
ଗୋକୁଳଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀଙ୍କ ଦର୍ଶନ କଲେ ଭକ୍ତ
ETVBHARAT
7 weeks ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
4 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
5 months ago
3:15
ଫେମିନା ମିସ୍ ଇଣ୍ଡିଆ ନିକିତା ପରୱାଲ: "କୌଣସି ସ୍ବପ୍ନ ଛୋଟ ବଡ଼ ନଥାଏ.. ଆଗକୁ ଦେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବି"- ନିକିତା
ETVBHARAT
6 months ago
6:23
ବିଜେପି କାର୍ଯ୍ୟାଳୟରେ ଜମିଲା ରଙ୍ଗର ପର୍ବ, ଯାଜପୁର ଓ ଅନୁଗୋଳରେ ନେତା ଖେଳିଲେ ହୋଲି
ETVBHARAT
8 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
8 months ago
3:42
ଭାରତ ବନ୍ଦର ପ୍ରଭାବ; କୋଣାର୍କ ସୂର୍ଯ୍ୟ ମନ୍ଦିର ଶୂନଶାନ
ETVBHARAT
9 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
10 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
10 months ago
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT
11 months ago
3:37
ଜମୁଛି କୋଣାର୍କ ମହୋତ୍ସବ, ତୃତୀୟ ସନ୍ଧ୍ୟାରେ ମନ୍ତ୍ରମୁଗ୍ଧ କଲା ଓଡ଼ିଶୀ
ETVBHARAT
11 months ago
2:13
ମାଲ୍ୟବନ୍ତ ମହୋତ୍ସବ-୨୦୨୫, ଉନ୍ମୋଚନ ହେଲା ପୋଷ୍ଟର
ETVBHARAT
11 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
1 year ago