Skip to player
Skip to main content
Search
Connect
Watch fullscreen
Add to Playlist
Report
ETVBHARAT
Follow
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
2 months ago
ଖୋରଧା: ଆଜି ଶ୍ରାବଣ ମାସର ଶେଷ ସୋମବାର । ଏହି ଅବସରରେ ଖୋରଧାର ଅଟ୍ରି ହଟକେଶ୍ୱର ଏକାଦଶ ରୁଦ୍ର ମହାଦେବଙ୍କ ପୀଠରେ ଜଳ ଲାଗି କରିବାକୁ ଓଡ଼ିଶାର ବିଭିନ୍ନ ନଦୀ ଘାଟରୁ କାଉଡ଼ିଆମାନେ ପବିତ୍ର ଜଳ ଉଠାଇ ମହାଦେବଙ୍କୁ ଅଭିଷେକ କରିଛନ୍ତି । ହାଟକେଶ୍ୱରଙ୍କ ପୀଠରେ ଭୋର 3ଟାରୁ ମନ୍ଦିର ପହଡ଼ ଖୋଲାଯାଇ ଠାକୁରଙ୍କ ରୀତିନୀତି ସରିବା ପରେ ଜଳ ଲାଗି ଆରମ୍ଭ ହୋଇଛି । କାଉଡ଼ିଆମାନେ ଧାଡ଼ିରେ ଯାଇ ଜଳ ଲାଗି କରୁଛନ୍ତି । ଶିବଙ୍କ ପଞ୍ଚାକ୍ଷର 'ଓଁ ନମଃ ଶିବାୟ' ସହିତ ହର ହର ମହାଦେବ ଧ୍ୱନିରେ ଭକ୍ତି ମୟ ପରିବେଶ ସୃଷ୍ଟି ହୋଇଛି । ବିଶ୍ୱାସ ରହିଛି ଯେ, ଆଜିର ତିଥିରେ ମହାଦେବଙ୍କ ନିକଟରେ ଜଳଲାଗି ସହିତ ଅଭିଷେକ କଲେ ମହାଦେବ ସନ୍ତୁଷ୍ଟ ହୋଇଥାନ୍ତି । କାଉଡ଼ିଆଙ୍କ ଜଳ ଲାଗି ପରେ ଅଭିଷେକ ଆରମ୍ଭ ହୋଇଥାଏ । ଏହି ବିଶ୍ୱାସ ଏବଂ ପରମ୍ପରାକୁ ଆଧାର କରି ଶ୍ରଦ୍ଧାଳୁମାନେ ପ୍ରାତଃ କାଳରୁ ମହାଦେବଙ୍କ ଦର୍ଶନ ଏବଂ ପୂଜା କରୁଛନ୍ତି । କାଉଡ଼ିଆ ଏବଂ ଶ୍ରଦ୍ଧାଳୁଙ୍କ ଦର୍ଶନ ଓ ପୂଜା ଲାଗି ମନ୍ଦିର ପରିଚାଳନା କମିଟି ତରଫରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଛି । ଠାକୁରଙ୍କ ଦୈନନ୍ଦିନ ରୀତିନୀତି ଭୋର୍ ସମୟରୁ ଆରମ୍ଭ ହୋଇ ସାହାଣ ମେଲା ଦର୍ଶନ ମଧ୍ୟ ଚାଲୁ ରହିଛି । ଏହି ଅବସରରେ ମନ୍ଦିର ଟ୍ରଷ୍ଟି ସଦସ୍ୟ ରଞ୍ଜନ କୁମାର ମହାପାତ୍ର କହିଛନ୍ତି, "ଆଜି ଶ୍ରାବଣ ମାସର ଶେଷ ସୋମବାର, ଏ ପାଳିରେ ବିଶେଷ ଗହଳି ନାହିଁ, ବର୍ଷା ସତ୍ୱେ ଶ୍ରଦ୍ଧାଳୁମାନେ ନିଷ୍ଠାର ସହ ବାବାଙ୍କ ପାଖକୁ ଆସିଛନ୍ତି । ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ଏବଂ ଠାକୁରଙ୍କ ନୀତିକାନ୍ତି ଶେଷ ହେବାପରେ ଶୃଙ୍ଖଳା ସହିତ ଜଳଲାଗି କରାଯାଉଛି ।" ସେହିପରି ଶ୍ରଦ୍ଧାଳୁ ନକୁଳ ବେହେରା କହିଛନ୍ତି, "ଠାକୁରଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରଖି ମୁଁ ବାଙ୍କୀରୁ ଆସିଛି । ଠାକୁରଙ୍କ ଅପାର କରୁଣା ରହିଛି, ଭକ୍ତି ଓ ବିଶ୍ୱାସର ସହ ଜଳଲାଗି ପାଇଁ ଆସିଛି ।" ସେହିପରି ନିହାର କାନ୍ତ ସାମନ୍ତରାୟ କହିଛନ୍ତି, "ଶେଷ ଶ୍ରାବଣରେ ମହାପ୍ରଭୁଙ୍କୁ ଜଳଲାଗି ପାଇଁ ଆସିଛି । ସାତ ବର୍ଷ ହେବ ଠାକୁରଙ୍କ କୃପାରୁ ଏ ପୀଠକୁ ଆସୁଛି ।"
ଏହା ମଧ୍ୟ ପଢ଼ନ୍ତୁ...ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼ଶ୍ରାବଣ ଦ୍ୱିତୀୟ ସୋମବାର; ଜଳାଭିଷେକ ପାଇଁ ଅଟ୍ରି ହଟକେଶ୍ୱର ପୀଠରେ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ଇଟିଭି ଭାରତ, ଖୋରଧା
Category
🗞
News
Transcript
Display full video transcript
00:00
Thank you very much.
00:34
Thank you very much.
Show less
Recommended
2:44
|
Up next
ପିପିଲିରେ ସେବା ସଙ୍କଳ୍ପ ଅଭିଯାନ; ସଡ଼କ ସୁରକ୍ଷା ବାର୍ତ୍ତା ସହ ହେଲମେଟ୍ ବାଣ୍ଟିଲା ପରିବହନ ବିଭାଗ
ETVBHARAT
12 hours ago
4:27
ରାସ୍ତା ଉପରେ ଜଳିଗଲା ବୋଲେରୋ
ETVBHARAT
2 weeks ago
2:19
ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ମହୋତ୍ସବର ପଡିଲା ମୂଳଦୁଆ; ସମସ୍ତ ପୂଜା ମଣ୍ଡପ ପକ୍ଷରୁ ଶୁଭ ମାଟି ଅନୁକୂଳ
ETVBHARAT
4 weeks ago
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
4 weeks ago
4:46
ଗୋକୁଳଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀଙ୍କ ଦର୍ଶନ କଲେ ଭକ୍ତ
ETVBHARAT
6 weeks ago
1:56
कासगंज में दो पक्षों में खूनी संघर्ष; ढकपुरा गांव में कई घायल, अस्पताल में चल रहा इलाज
ETVBHARAT
6 hours ago
2:51
"कांग्रेस को आत्मचिंतन की जरूरत", रोहतक में बोले हरियाणा के पूर्व विधानसभा अध्यक्ष कुलदीप शर्मा
ETVBHARAT
6 hours ago
0:31
बरेली में घायल बुजुर्ग की मौत, बेटी-दामाद में चल रहा था विवाद, बीच-बचाव करने गए थे
ETVBHARAT
6 hours ago
1:27
'रेखा आर्या के प्रति कांग्रेस की सहानुभूति, लेकिन कथित 200 करोड़ मामले पर हो ED और CBI जांच'- धस्माना
ETVBHARAT
6 hours ago
3:37
कांग्रेस नेताओं के बीच मंच पर दिखे ये पूर्व MLA, सीएम के खिलाफ मोर्चा खोलने पर 6 साल के लिए हुए हैं सस्पेंड
ETVBHARAT
7 hours ago
1:32
ଏସପି ଅଫିସ ଆଗରେ କଂଗ୍ରେସର ବିକ୍ଷୋଭ
ETVBHARAT
7 weeks ago
2:51
ଅଟ୍ରି ହଟକେଶ୍ୱର ପୀଠରେ ଶ୍ରାବଣ ସୋମବାର; ଜଳାଭିଷେକ ପାଇଁ କାଉଡ଼ିଆଙ୍କ ଅସମ୍ଭାଳ ଭିଡ଼
ETVBHARAT
2 months ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
2 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3 months ago
5:22
ପବିତ୍ର ସ୍ନାନଯାତ୍ରା; ଜୟ ଜଗନ୍ନାଥ ଧ୍ୱନିରେ ଇସ୍କନରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ମହାସ୍ନାନ
ETVBHARAT
4 months ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
4 months ago
2:43
ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ପାଳନ
ETVBHARAT
6 months ago
3:15
ଫେମିନା ମିସ୍ ଇଣ୍ଡିଆ ନିକିତା ପରୱାଲ: "କୌଣସି ସ୍ବପ୍ନ ଛୋଟ ବଡ଼ ନଥାଏ.. ଆଗକୁ ଦେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବି"- ନିକିତା
ETVBHARAT
6 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
8 months ago
3:10
ପୁରୀ ସମୁଦ୍ରରେ ଦେଖିବାକୁ ମିଳିଲା ଡଲଫିନ; ସମୁଦ୍ର ଭିତରେ ଡଲଫିନ ଦେଖି ପର୍ଯ୍ୟଟକ ଉତ୍ସାହିତ
ETVBHARAT
8 months ago
3:06
୨୩ତମ ବଲାଙ୍ଗୀର ଲୋକ ଉତ୍ସବ ଉଦଘାଟିତ, ଲୋକନୃତ୍ୟରେ କମ୍ପିଲା ଶୀତୁଆ ସନ୍ଧ୍ୟା
ETVBHARAT
9 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
9 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
9 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
10 months ago
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT
10 months ago