Skip to playerSkip to main content
  • 7 hours ago
କଟକ: ସମସ୍ତ ରାଜନେତାଙ୍କୁ ଏକାଠି କରି ଦିଅନ୍ତି ମା' ଦଶଭୁଜା । ଗୋଟିଏ ମଞ୍ଚରେ ଏକାଠି ହେଲେ ସବୁ ଦଳର ନେତାମାନେ । ଦୁର୍ଗାପୂଜା ଭସାଣି ଶୋଭାଯାତ୍ରାରେ ଏହି ପରମ୍ପରା ଏବେବି ଉଜ୍ଜୀବିତ ରହିଛି । ବିଜେପି, ବିଜେଡି, କଂଗ୍ରେସ, ଓଜେସି, ସିପିଆଇ (ଏମ)ର ନେତାମାନେ ଗୋଟିଏ ମଞ୍ଚରେ ଗୋଟିଏ ଛାତ ତଳେ ବସି ଯେଉଁ ବାର୍ତ୍ତା ଦେଇଛନ୍ତି ତାହା ସମାଜ ପାଇଁ ଗୋଟିଏ ଭଲ ବାର୍ତ୍ତା । ନେତା ମାନେ ଯଦି ବୁଝୁଛନ୍ତି, ତେଵେ କର୍ମୀମାନେ କାହିଁକି ବୁଝୁ ନାହାଁନ୍ତି? ପରସ୍ପର ରାଜନୈତିକ ଆରୋପ ପ୍ରତ୍ୟାରୋପ ଦେଖିବାକୁ ମିଳେ, ମାତ୍ର ରାଜନୈତିକ କ୍ଷେତ୍ରରେ ଏହା ଦେଖା ଯାଏ, ମାତ୍ର ଭସାଣି ସମୟରେ ଆମେ ଏକାଠି । ସମସ୍ତେ ଗୋଟିଏ ମଞ୍ଚରେ ଯେଉଁ ଉଦାହରଣ ଦେଇଛନ୍ତି, ତାହା ବର୍ଷ ସାରା ହେବା ଉଚିତ ବୋଲି ନେତା ମାନେ କହିଛନ୍ତି । ଏନେଇ ବିଭିନ୍ନ ରାଜନୈତିକ ବ୍ୟକ୍ତିଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ...ଏହା ବି ପଢନ୍ତୁ- କେବଳ ମୂର୍ତ୍ତିରେ ନୁହେଁ, କୁମାରୀ କନ୍ୟାଙ୍କ ଶରୀରରେ ବିରାଜନ୍ତି ମା'; ମାତୃଶକ୍ତିର ସମ୍ମାନରେ ସମ୍ପନ୍ନ ହେଲା କୁଆଁରୀ ପୂଜା

Category

🗞
News
Transcript
00:00સત્રુ હઈ પારંતી માત્રો દસારા ભસાણી દેના સમસ્તે એકાથી
00:13મું કાહી કહુંચી એકથા ના ગોટી એફ્રેમરે સબુ રાજને તામાને
00:59એહુચી કોટે નીયારા પરંપરા કેબળા કટ્ટકરી હીં દેખીવા કુંલે
01:04પરવરતી સબુ સમએરે કટ્ક સારેર ના જાતી હીં ના ધર્મ હીં હીં ના દળા હી
01:25સે માને કેતેલે કાંભા ઇની કટ્ક સારે તા સખ્ળ તાા પાએ નઈ પરવરતી આવસ્તારે સમસ્તે કાકાર હી
01:33પાંચો દારી દુરગા પુજાકુ ગરો ગરો વિતુર સમસ્તે ભારી કી આનંદ ઉછા સઈતા પાળનો કર્છંતી આજી
02:03કી ના દળાચી એઈ ભાઇચારા પરંપરા પુર્ભુજા મને આમોકુ સજેઈ કી દેછંતી સહે સેહે બરસારા આમોક
02:16દેછુંતી નિશ્યતી રૂપરે એ પરંપરા આમોરો મધ્ય કર્તવ્ય આગોકુ નેકી જિબાત સમસ્તે હેતે
02:49દેકેતે નાદ ઉહ આમવેત દેકીત આમેતે ધેતીકે
03:21Sub indo by broth3rmax
03:24foreign
03:53યેંતી સભુ બર્શા
04:23Thank you very much.
04:35Thank you very much.
05:20Thank you very much.

Recommended