Skip to player
Skip to main content
Search
Connect
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
7 months ago
ରିପୋର୍ଟ: ପଞ୍ଚାନନ ଦାଶମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମା ଠାରେ ମା' ନାକଟେଶ୍ଵରୀଙ୍କ ଯାତ୍ରା ଧୁମଧାମରେ ପାଳିତ ହୋଇଛି । ଓଡିଶା, ଆନ୍ଧ୍ର, ଛତିଶଗଡ, ତେଲାଙ୍ଗାନା ଚାରି ରାଜ୍ୟର ଶହ ଶହ ଭକ୍ତ ଓ ଶିରୁଆ, ଦିଶାରୀ, ୱାର୍ଡେଙ୍କ ସମାବେଶ ମଧ୍ୟରେ ଆନନ୍ଦ ଉଲ୍ଲାସ ସହ ମା'ଙ୍କ ଯାତ୍ରା ପାଳନ କରାଯାଇଛି । ଦୁଇ ବର୍ଷରେ ଥରେ ହେଉଥିବା ଏହି ପ୍ରସିଦ୍ଧ ଯାତ୍ରା ଚାରି ଦିନ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଥମ ଦିବସରେ ପ୍ରାତଃରେ ଗଙ୍ଗାବରଣ କରାଯାଇ ବିଭିନ୍ନ ଦେବାଦେବୀ ପୀଠରୁ ଆବାହନ ହୋଇ ଆସିଥିବା ଲାଠିଗୁଡିକୁ ଏକତ୍ରିତ କରାଯାଇ ସନ୍ଧ୍ୟାରେ ମାଉସୀ ମା' ମନ୍ଦିର ନିକଟରୁ ମା' ନାକଟେଶ୍ବରୀଙ୍କୁ ସୁସଜ୍ଜିତ ବିମାନରେ ରଖାଯାଇ ସିଙ୍ଘନାଚ, ପାରମ୍ପାରିକ ନୃତ୍ୟ, କାଳିଶୀ ନାଚ, ଢୋଲ ମର୍ଦ୍ଧଳ ବଜାଇ ଆତସ ବାଜି ଫୁଟାଇ ଠାକୁରଙ୍କ ବିମାନ, ଦେବାଦେବୀଙ୍କ ଲାଠି ସହର ପରିକ୍ରମା କରାଯାଇଥିଲା । ମା' ନାକଟେଶ୍ଵରୀ ବିଭିନ୍ନ ସାହି ବସ୍ତିରେ ପରିକ୍ରମା କରି ରାତ୍ରରେ ଜେଲସାହି ଠାରେ ଥିବା ନିଜ ମନ୍ଦିରକୁ ନିଆଯାଇଥିଲା । ଶୋଭା ଯାତ୍ରାରେ ଓଡିଶା, ଛତିଶଗଡ, ଆନ୍ଧ୍ରପ୍ରଦେଶ, ତେଲାଙ୍ଗାନା ରାଜ୍ୟର ଲକ୍ଷାଧିକ ଭକ୍ତ ଯୋଗଦେଇ ଠାକୁରଙ୍କ ଲାଠି ଧରି ସହର ପରିକ୍ରମା କରିଥିଲେ ।
୧୯୯୦ ମସିହାରେ ମାଲକାନଗିରି ସହରରେ ଅତର୍କିତ ଭାବେ ନିଆଁ ଜଳିବା ଆରମ୍ଭ ହୋଇଥିଲା । ଯାହାଫଳରେ ସାହିକୁ ସାହି ନିଆଁ ବ୍ୟାପି ଯାଇଥିଲା । ସେତେବେଳେ ଅଗ୍ନିଶମ ବାହିନୀ ୪ ଦିନ ଲଗି ମଧ୍ୟ ନିଆଁକୁ ଆୟତ କରିପାରିନଥିଲେ । ପରିଶେଷରେ ମାଲକାନଗିରି ସହରର ସମସ୍ତ ଲୋକ ମା'ଙ୍କ ଶରଣାଗତ ହୋଇଥିଲେ । ପରେ ନିଆଁ ଆୟତ ହୋଇଥିଲା । ସେବେଠାରୁ ମା'ଙ୍କ ଯାତ୍ରା ବହୁ ଆଡମ୍ବରରେ କରାଯାଉଥିବା କୁହାଯାଉଛି । ପୂଜାସ୍ଥଳକୁ ବିଭିନ୍ନ ଗ୍ରାମରୁ ଭକ୍ତମାନେ ପରିବାର ଧରି ଆସିଥାନ୍ତି । ମା'ଙ୍କ ପୀଠରେ ଭୋଗ ଲାଗାଇଲେ ଗାଁ ଓ ପରିବାରର ମଙ୍ଗଳ ହୋଇଥାଏ ବୋଲି ଲୋକମାନଙ୍କର ବିଶ୍ଵାସ ରହିଛି ।ଏହା ମଧ୍ୟ ପଢ଼ନ୍ତୁ...ମହାଶିବରାତ୍ରି ପାଇଁ ଚଳଚଞ୍ଚଳ କପିଳାଶ-ଲୋକନାଥ ପୀଠ, ଭୋର 4ଟାରେ ଉଠିବ ମହାଦୀପଭୈମୀ ଏକାଦଶୀରେ ମାଧବ ବୁଡ଼, ଚଳଚଞ୍ଚଳ ଜଗନ୍ନାଥଙ୍କ ମାମୁଁ ଘର ମାଧବାନନ୍ଦ ପୀଠଇଟିଭି ଭାରତ, ମାଲକାନିଗିର
Category
🗞
News
Transcript
Display full video transcript
00:00
foreign
00:00
foreign
00:03
foreign
00:05
.
00:05
.
01:04
Thank you very much.
01:35
Thank you very much.
02:05
Thank you very much.
Show less
Comments
Log in to post a comment
Recommended
4:46
|
Up next
ଗୋକୁଳଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀଙ୍କ ଦର୍ଶନ କଲେ ଭକ୍ତ
ETVBHARAT
2 weeks ago
3:27
ପବିତ୍ର ଶ୍ରାବଣ ଶେଷ ସୋମବାର; ଏକାଦଶ ରୁଦ୍ର ହଟକେଶ୍ୱର ମହାଦେବଙ୍କ ନିକଟରେ ଜଳଲାଗି କଲେ କାଉଡ଼ିଆ
ETVBHARAT
4 weeks ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
6 weeks ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
2 months ago
1:10
Watch: ସମ୍ବଲପୁରରେ ବିଭିନ୍ନ ସ୍ଥାନରେ ରଥଯାତ୍ରା ପାଳିତ, ରାଧେ ରାଧେ ଧ୍ବନିରେ କମ୍ପିଲା ପରିବେଶ
ETVBHARAT
2 months ago
3:18
दिल्ली की निचली अदालतों में वकीलों ने किया न्यायिक कार्यों का बहिष्कार, ट्रैफिक चालान से जुड़े नए नियमों का विरोध
ETVBHARAT
15 minutes ago
4:21
SIR List: କଟକରେ 3,005, ଗଜପତିରେ 31,520 ଭୋଟର ପଡିଲେ ବାଦ୍, ତିବଦ୍ଦୀୟ ଶରଣାର୍ଥୀଙ୍କ ନାଁ କଟିଲା
ETVBHARAT
17 minutes ago
3:41
जियोथर्मल ऊर्जा पर उत्तराखंड सरकार का फोकस, तकनीक सीखने लद्दाख और आइसलैंड जाएगी टीम
ETVBHARAT
19 minutes ago
3:30
लाहौल के प्रताप ने किया कमाल, विदेशी ब्लूबेरी की लाहौल में पहली बार तैयार करने में हासिल की सफलता, पॉलीहाउस में किया प्रयोग
ETVBHARAT
21 minutes ago
2:16
बीवी की आंख में आंख डाल तीनों टाइम बोलो आई लव यू;: कानपुर में ओवैसी का चुटीला अंदाज
ETVBHARAT
22 minutes ago
1:32
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସତ୍ୟବାଦୀରୁ ପୁରୀ ଶ୍ରୀକ୍ଷେତ୍ର ଗଲା ବଉଳ କାଠ
ETVBHARAT
3 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
3 months ago
4:49
ଚଳଚଞ୍ଚଳ ମହେନ୍ଦ୍ରଗିରି, ଆରମ୍ଭ ହେଲା ମହେନ୍ଦ୍ର ପୁରୁଷୋତ୍ତମ ମେଳା ଓ ବିଶ୍ୱଶାନ୍ତି ମହାଯଜ୍ଞ
ETVBHARAT
4 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
5 months ago
3:15
ଫେମିନା ମିସ୍ ଇଣ୍ଡିଆ ନିକିତା ପରୱାଲ: "କୌଣସି ସ୍ବପ୍ନ ଛୋଟ ବଡ଼ ନଥାଏ.. ଆଗକୁ ଦେଶ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବି"- ନିକିତା
ETVBHARAT
5 months ago
1:48
ବାଲୁକା କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ବାଲୁକା ଶିଳ୍ପୀ ମାନସ ସାହୁ
ETVBHARAT
6 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
8 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
9 months ago
5:37
ଗୋପାଳପୁରରେ ଉଦଘାଟିତ ସାଉଥ୍ ଏସିଆନ ମୈତ୍ରୀ ସମ୍ମିଳନୀ, ଯୋଗ ଦେଲେ ବିଭିନ୍ନ ରାଜ୍ୟର ପ୍ରତିନିଧି
ETVBHARAT
9 months ago
2:43
'ବନ୍ଦେ ମାତରମ୍'ର ୧୫୦ ବର୍ଷ ପୂର୍ତ୍ତି, ବାଲୁକା ଆନିମେସନ୍ ପ୍ରସ୍ତୁତ କଲେ ଶିଳ୍ପୀ ମାନସ
ETVBHARAT
11 months ago
2:28
'ମୁରୁଜରେ ମୋ ଜଗନ୍ନାଥ' ପଥ ମହୋତ୍ସବ ଜରିଆରେ ସଂସ୍କୃତି ଓ ପରମ୍ପରା ସୁରକ୍ଷା ପ୍ରୟାସ
ETVBHARAT
11 months ago
3:00
ଶିଳ୍ପନଗରୀରୁ ମେଲାଣି ନେଲେ ଧନଦାତ୍ରୀ, ମନମୋହିଲା ଅଘୋରୀ ନୃତ୍ୟ
ETVBHARAT
11 months ago
2:52
ପାରମ୍ପରିକ ବାଦ୍ୟରେ ଦୁଲୁକିଲା ରେଶମ ସହର, ମେଲାଣି ନେଇଛନ୍ତି ମା'
ETVBHARAT
1 year ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
1 year ago
3:00
ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ପ୍ରଭୁ ନୀଳମାଧବ
ETVBHARAT
2 years ago
Comments