Skip to player
Skip to main content
Watch fullscreen
Like
Share
Bookmark
More
Add to Playlist
Report
ETVBHARAT
Follow
ଢେଙ୍କାନାଳରେ ଜମୁଛି ଲକ୍ଷ୍ମୀପୂଜା ସାଙ୍ଗକୁ ପଲ୍ଲିଶ୍ରୀ ମେଳା
8 minutes ago
DHENKANAL PALLISHREE MELA ଢେଙ୍କାନାଳ: ପ୍ରସିଦ୍ଧ ଲକ୍ଷ୍ମୀପୂଜା ପୂଜାରେ ଦିନକୁ ଦିନ ଦର୍ଶକଙ୍କ ସଂଖ୍ୟା ଅହେତୁକ ଭାବେ ବଢ଼ି ଚାଲିଛି । ମହିଷାପାଟ ଠାରେ ଓରମାସ ପକ୍ଷରୁ ଆୟୋଜିତ ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା, ପୂଜା ବଜାରର ଦର୍ଶକମାନଙ୍କୁ ଆକର୍ଷିତ କରୁଛି । ରାଜ୍ୟ ତଥା ରାଜ୍ୟ ବାହାର ବ୍ୟବସାୟୀମାନେ ଏହି ମେଳାରେ ଖୋଲିଛନ୍ତି ବିଭିନ୍ନ ଘରକରଣା ସାମଗ୍ରୀର ଆସର । ଯାହା ଢେଙ୍କାନାଳବାସୀଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି । ଏହି ଅବସରରେ ଢେଙ୍କାନାଳ ଉପଜିଲ୍ଲାପାଳ ପଦ୍ମ ଚରଣ ସାହୁ କହିଛନ୍ତି,"ଓରମାସ ପକ୍ଷରୁ ଗତ ୨୬ ତାରିଖରୁ ଏହି ମେଳା ଆରମ୍ଭ ହୋଇଛି । ୯ ଦିନ ବ୍ୟାପି ଏହି ମେଳା ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ୩୦୮ ଟି ଷ୍ଟଲ୍ ଲାଗିଛି । ୩୦ଟି ଜିଲ୍ଲାର ଏସଏଚଜି ଓ ବିଭିନ୍ନ ବ୍ୟବସାୟୀ ଏବଂ ୧୫ଟି ରାଜ୍ୟର ବିଭିନ୍ନ ସାମଗ୍ରୀକୁ ନେଇ ବ୍ୟବସାୟୀମାନେ ବ୍ୟବସାୟ କରୁଛନ୍ତି । ଏହା ଆସନ୍ତାକାଲି ଶେଷ ହେବ ।"ଢେଙ୍କାନାଳ ବାସିନ୍ଦା ସରୋଜ ନଳିନୀ ସେନାପତି କହିଛନ୍ତି,"ପଲ୍ଲିଶ୍ରୀ ମେଳାରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ବିଭିନ୍ନ ହାତ ତିଆରି ସାମଗ୍ରୀର ପସରା ଲାଗିଛି । ଏହା ବ୍ୟତୀତ ରାଜସ୍ଥାନୀ ବେଡସିଟ୍, ଉତ୍ତରପ୍ରଦେଶ କାରପେର୍ଟ, ମହୀଶୂର କାଠ ତିଆରି ହସ୍ତଶିଳ୍ପ, ଆସାମର ସିଲ୍କ ଶାଢ଼ୀ, ଜମ୍ମୁ କାଶ୍ମୀର ଡ୍ରେସ ଠାରୁ ଆରମ୍ଭ କରି ସମ୍ବଲପୁର ଶାଢ଼ୀ ଆଦି ସାମଗ୍ରୀ ଦର୍ଶକମାନଙ୍କୁ ଟାଣି ଆଣୁଛି । ରାଜ୍ୟର ବିଭିନ୍ନ ଜିଲ୍ଲାର ହାତ ତିଆରି ସାମଗ୍ରୀ, ଝୁଣା, ମହୁ ଠାରୁ ଆରମ୍ଭ କରି ବ୍ରହ୍ମପୁର ଆଚାର ପର୍ଯ୍ୟନ୍ତ ମେଳାର ଚାହିଦାକୁ ବଢାଇ ଦେଇଛି ।"
ସେପଟେ ବ୍ୟବସାୟୀ ତପନ କୁମାର ମେହେର କହିଛନ୍ତି,"ଚଳିତ ବର୍ଷ ପ୍ରଥମେ ବର୍ଷା ଯୋଗୁଁ ବ୍ୟବସାୟ ଭଲରେ ହୋଇନଥିଲା । କିନ୍ତୁ ଏବେ ଲୋକଙ୍କ ବହୁତ ଭିଡ଼ ଜମୁଛି । ଲକ୍ଷ୍ମୀପୂଜା ଅବସରେ ହେଉଥିବାରୁ ଏହି ମେଳାରେ ଖୁବ ଭଲ ବ୍ୟବସାୟ ହେବ ବୋଲି ଆଶା କରୁଛୁ । "
ଏହା ମଧ୍ୟ ପଢନ୍ତୁ...ବୁଡିଲା ପଞ୍ଚଲିଙ୍ଗେଶ୍ୱର ପୀଠ, ଶ୍ରଦ୍ଧାଳୁଙ୍କ ଦର୍ଶନ ଉପରେ କଟକଣାଏହା ମଧ୍ୟ ପଢନ୍ତୁ...Watch: କେଦାରନାଥ ଧାମରେ ପୁଣି ତୁଷାରପାତ, ଭକ୍ତଙ୍କ ଜମୁଛି ଭିଡ଼
ଇଟିଭି ଭାରତ, ଢେଙ୍କାନାଳ
Category
🗞
News
Transcript
Display full video transcript
00:00
foreign
00:14
foreign
00:45
Thank you very much.
01:12
Thank you very much.
Show less
Comments
Log in to post a comment
Recommended
1:50
|
Up next
ଗଡ଼ନୃସିଂହପ୍ରସାଦ ଗ୍ରାମରେ ପାଇକ ଆଖଡ଼ା ପ୍ରଦର୍ଶନ
ETVBHARAT
2 weeks ago
7:52
କେବଳ ମୂର୍ତ୍ତିରେ ନୁହେଁ, କୁମାରୀ କନ୍ୟାଙ୍କ ଶରୀରରେ ବିରାଜନ୍ତି ମା'; ମାତୃଶକ୍ତିର ସମ୍ମାନରେ ସମ୍ପନ୍ନ ହେଲା କୁଆଁରୀ ପୂଜା
ETVBHARAT
2 weeks ago
3:10
ଆଜି ପବିତ୍ର ମହାନବମୀ; କୁମାରୀ ବେଶରେ ପୂଜା ପାଇଲେ ମା' ଦୁର୍ଗା
ETVBHARAT
2 weeks ago
3:24
ମା’ ବିରଜାଙ୍କ ରଥଯାତ୍ରା ଆରମ୍ଭ, ରଥ ଟାଣିବାକୁ ହଜାର ହଜାର ଭକ୍ତଙ୍କ ସମାଗମ
ETVBHARAT
3 weeks ago
6:30
ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ଆହ୍ୱାନ: ଖୋରଧାରେ ମୁଖ୍ୟମନ୍ତ୍ରୀଙ୍କ ସେବା ଜ୍ୟୋତି ଯାତ୍ରା
ETVBHARAT
4 weeks ago
9:07
ਪਰਿਵਾਰ ਨਾਲ ਨਹੀਂ ਮਨਾਈ ਇੱਕ ਵੀ ਦਿਵਾਲੀ, ਫਾਇਰ ਬ੍ਰਿਗੇਡ ਦੀਆਂ ਤਿਆਰੀਆਂ, ਦਿੱਤੀਆਂ ਇਹ ਹਦਾਇਤਾਂ
ETVBHARAT
3 minutes ago
1:35
রায়ের 9 মাস পরও কেন মেটানো হল না সম্পূর্ণ বকেয়া ডিএ, প্রশ্ন সুপ্রিম কোর্টের
ETVBHARAT
6 minutes ago
3:28
नक्सलवाद पर कांग्रेस को बोलने का हक नहीं, छत्तीसगढ़ के विकास का प्रमाण है राजनांदगांव का खैरागांव: सीएम
ETVBHARAT
9 minutes ago
0:27
मध्य प्रदेश पुलिस को मिले 48 नए DSP, दीक्षांत समारोह में मोहन यादव ने दिया गुरु मंत्र
ETVBHARAT
10 minutes ago
5:37
యూట్యూబ్ చూసి దొంగతనాలు చేసే మోస్ట్వాంటెడ్ ఫ్యామిలీ ఉమెన్
ETVBHARAT
12 minutes ago
7:02
ଏକାଠି ନାଚିଲେ ପଶ୍ଚିମ ଓଡ଼ିଶାର ସବୁ ବିଜେପି ବିଧାୟକ, ପାଳିଲେ ନୂଆଖାଇ ଭେଟଘାଟ ଉତ୍ସବ
ETVBHARAT
6 weeks ago
4:46
ଗୋକୁଳଧାମରେ ଭଗବାନ ଶ୍ରୀକୃଷ୍ଣଙ୍କ ସହ ରାଧା ଏବଂ ମା' ରୁକ୍ମଣୀଙ୍କ ଦର୍ଶନ କଲେ ଭକ୍ତ
ETVBHARAT
2 months ago
1:47
ଚିତାଲାଗି ଅମାବାସ୍ୟା; ଭଲ ଫସଲ ଆଶାରେ ଗେଣ୍ଡାଙ୍କ ଉଦ୍ଦେଶ୍ୟରେ ଲାଗି ହେଲା ଚିତଉ ପିଠା
ETVBHARAT
3 months ago
8:44
ପୁରୀ ସହରରେ ଜଳବନ୍ଦୀ ସ୍ଥିତି; ମହାନଗର ନିଗମର ଖାମଖିଆଲ ନୀତିକୁ ସହରବାସୀଙ୍କ କଡା ସମାଲୋଚନା
ETVBHARAT
3 months ago
3:47
ନିଆଳିରେ ଧୁମ୍ଧାମରେ ଜମିଲା ପହଲି ରଜ ଉତ୍ସବ, ସାମିଲ ହେଲେ ବବି ମିଶ୍ର, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ETVBHARAT
5 months ago
2:22
ରଥଖଳା: ଅନୁକୂଳ ପୂଜା ପରେ ଶେଷ ପର୍ଯ୍ୟାୟରେ ତିନି ରଥର ତୁମ୍ବ ବିନ୍ଧ କାର୍ଯ୍ୟ
ETVBHARAT
6 months ago
3:16
ଭାରତ ରତ୍ନ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
ETVBHARAT
7 months ago
5:49
ଧୁମଧାମରେ ପାଳିତ ହେଲା ମା' ନାକଟେଶ୍ବରୀଙ୍କ ଯାତ୍ରା
ETVBHARAT
8 months ago
2:17
ମଙ୍ଗଳାଯୋଡିରେ ରାଜ୍ୟପାଳ, ଇକୋ-ଟୁରିଜିମ ମଡେଲର କଲେ ପ୍ରଶଂସା
ETVBHARAT
10 months ago
1:24
ଘୁମୁରା ଉତ୍ସବ ପୂର୍ବରୁ ନୌକାଚାଳନା ଓ ତୀରନ୍ଦାଜୀ ପ୍ରତିଯୋଗିତା ଅନୁଷ୍ଠିତ
ETVBHARAT
10 months ago
3:40
‘ଜୀବନରେ ଜଟିଳତାକୁ ସାମ୍ନା କର, ବୃତ୍ତିଗତ ଭାବରେ ନିଜକୁ ପ୍ରସ୍ତୁତ କର’: ନିଷ୍ଟ ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳଙ୍କ ଆହ୍ବାନ
ETVBHARAT
11 months ago
2:35
ଏକତା ପଦଯାତ୍ରାରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ETVBHARAT
11 months ago
2:57
ଅରୁଆ ଚାଉଳରେ ମହାପ୍ରଭୁଙ୍କ ରଥ ଗଢି ପ୍ରଶଂସା ସାଉଁଟୁଛନ୍ତି ଅକ୍ଷୟ
ETVBHARAT
1 year ago
3:47
ସିନ୍ଦୂର ଖେଳି ଦହି ପଖାଳ ଖୁଆଇ, ଝିଅ ପରି ମା'ଙ୍କୁ ମେଲାଣି ଦେଲେ ଭକ୍ତ
ETVBHARAT
1 year ago
1:46
ବାଲୁକା ଚିତ୍ରକଳାରେ ପ୍ରବାସୀ ଭାରତୀୟଙ୍କୁ ସ୍ବାଗତ
ETVBHARAT
2 years ago
For you
Explore
Following
Log in
Company
About
Press
Jobs
Dailymotion Pro
Support
Developers
Advertisers
Accessibility
Help Center
Legal
Manage Cookies
Privacy and Cookie Policy
Legal notices
Terms
All videos
© 2026 Dailymotion
Comments